Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟିକ ପଦବୀ ଖାଲି ପଡ଼ୁଥିବ; ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟଙ୍କ ସହ କେନ୍ଦ୍ର ସରକାରଙ୍କର ବାକ୍ ଯୁଦ୍ଧ ଚାଲିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି।
ଶ୍ରୀ ରିଜିଜୁ ଆଜି ସଂସଦରେ!-->!-->!-->…
କମ୍ବଳ ବଣ୍ଟନ ଦଳାଚକଟା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି: ବିଜେପି
କୋଲକାତା: ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ ବୁଧବାର ସନ୍ଧ୍ୟାରେ କମ୍ବଳ ବଣ୍ଟନ ବେଳେ ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ!-->…
କଶ୍ମୀର ପଣ୍ଡିତଙ୍କୁ ଆତଙ୍କୀଙ୍କ ଧମକ: ଟ୍ରାନ୍ସିଟ କଲୋନୀ ହେବ ଶ୍ମଶାନ
ଶ୍ରୀନଗର: କଶ୍ମୀର ପଣ୍ଡିତଙ୍କୁ ପୁଣିଥରେ ଧମକ ଦେଇଛନ୍ତି ଆତଙ୍କୀ ସଂଗଠନ। କଶ୍ମୀର ଫାଇଟ୍ ନାମକ ଗୋଟିଏ ଆତଙ୍କୀ ସଂଗଠନ ବିସ୍ଥାପିତ ହୋଇ ସରକାରୀ ଚାକିରି କରୁଥିବା କଶ୍ମୀର ପଣ୍ତିତଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ପକ୍ଷରୁ ଅଧିକ ମାତ୍ରାରେ ଟାର୍ଗେଟ କିଲିଂ କରାଯିବ ବୋଲି!-->…
ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼ ବାପାଙ୍କ ଡିଏନଏ ସହ ମେଳ ଖାଇଲା
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସକୁ ମିଳିଥିବା ପ୍ରମାଣ ଉପରୁ ସନ୍ଦେହର ପରଦା ହଟିଛି। ମିଳିଥିବା ପ୍ରମାଣ ପକ୍କା ବୋଲି ପୁଲିସ ନିଶ୍ଚିତ ହୋଇଛି। ମେହରୁଲି ଜଙ୍ଗଲରୁ ପୁଲିସକୁ ଯେଉଁ ହାଡ ମିଳିଥିଲା ତାହା ଶ୍ରଦ୍ଧା ୱାକରଙ୍କର ବୋଲି ସ୍ପଷ୍ଟ ହୋଇଛି।!-->…
ସଂଘର୍ଷ ପରେ ସୀମାରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁ ସେନା
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତ-ଚାଇନା ସଂଘର୍ଷ ପରେ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭାରତ-ଚାଇନା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ପ୍ରକାର ସମରାଭ୍ୟାସ କରାଯାଇଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡ ପକ୍ଷରୁ ତାର ନୂଆ!-->…
ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା : ହିରାଧର ଡେମ ନିକଟ ଇଟାଭାଟିରେ ଗଦା ହୋଇଛି ବାଲିମାଫିଆଙ୍କ ଶତାଧିକ…
ହିଞ୍ଜିଳିକାଟୁ (୧୪।୧୨) : ହିଞ୍ଜିଳିକାଟୁ ତହସିଲ୍ ଅନ୍ତର୍ଗତ ଚାନ୍ଦୁଲି ଗ୍ରାମ ନିକଟସ୍ଥ ହିରାଧର ଡେମ ନିକଟରେ ଥିବା ରିଷିକୁଲ୍ୟା ନଦୀର ବେଆଇନ୍ ବାଲିଘାଟ ନିଲାମ ହୋଇ ନଥିଲେ ମଧ୍ୟ ଏହି ବାଲିଘାଟରୁ ବାଲିମାଫିଆ ମାନଙ୍କ ଦ୍ୱାରା ଦୀର୍ଘ ବର୍ଷ ହେବ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରାଚାଲାଣ!-->…
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଓ ଦେଶରେ ଏବେ ଘୃଣାର ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚିଲାଣି।
!-->!-->!-->…
ଓଡ଼ିଶାର କେଉଁଠି ବି ସ୍ଥାପନ ହେବନି ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସୁପ୍ରିମକୋର୍ଟ
ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । ଯେତେ ସୁରକ୍ଷା ଦରକାର ସେତିକି ମୁତୟନ କରିବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି!-->…
ନାବାଳିକାକୁ ଏସିଡ୍ ଫିଙ୍ଗିବା ଅଭିଯୋଗରେ ୩ ଗିରଫ
ନୂଆଦିଲ୍ଲୀ: ଆଜି ସକାଳେ ଜାତୀୟ ରାଜଧାନୀରେ ଜଣେ ୧୭ ବର୍ଷର ବାଳିକାକୁ ଏସିଡ୍ ଫିଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ବୟାନକୁ ଆଧାର କରି ପ୍ରଥମେ ପୁଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲା। ପୀଡ଼ିତାଙ୍କ ଭଉଣୀ କହିଛନ୍ତି ଯେ, ମୁଁ ଆଉ ମୋ ଭଉଣୀ!-->…
ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଡ଼ିଏନଏ ବଦଳେ ନାହିଁ, ଟିଆରଏସକୁ ଟାର୍ଗେଟ କରି ଏଭଳି କହିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: ଦଳର ନାମ ପରିବର୍ତ୍ତନକୁ ନେଇ ଟିଆରଏସ ମୁଖ୍ୟ କେସିଆରଙ୍କୁ କଡା ଟାର୍ଗେଟ କରିଛି କଂଗ୍ରେସ | ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଭାବରେ ବଦଳାଇବାରୁ କଂଗ୍ରେସ କହିଛି!-->…