Browsing Category

ଦେଶ

ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଡ଼ିଏନଏ ବଦଳେ ନାହିଁ, ଟିଆରଏସକୁ ଟାର୍ଗେଟ କରି ଏଭଳି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଦଳର ନାମ ପରିବର୍ତ୍ତନକୁ ନେଇ ଟିଆରଏସ ମୁଖ୍ୟ କେସିଆରଙ୍କୁ କଡା ଟାର୍ଗେଟ କରିଛି କଂଗ୍ରେସ | ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଭାବରେ ବଦଳାଇବାରୁ କଂଗ୍ରେସ କହିଛି…

‘ଚୋପ୍..’ ବିଜେପି ନେତାଙ୍କ ଉପରେ ରାଗିଗଲେ ନୀତୀଶ

ପଟନା : ବିହାର ବିଧାନସଭାରେ ଆଜି ବିଷାକ୍ତ ମଦମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛି । କିନ୍ତୁ ଏହାର ଜବାବରେ ନୀତିଶ ରାଗି ବିଜେପି ନେତାଙ୍କୁ ଅଣସାମ୍ବିଧାନିକ ଶବ୍ଦ କହିଥିବା ଜଣାଯାଇଛି । ମଦ ମୃତ୍ୟୁକୁ ନେଇ ବୁଧବାରଦିନ ବିରୋଧୀ…

ଡୋକଲାମରେ ପୋଲ, ସ୍ଥାୟୀ ଜନବସତି ନିର୍ମାଣ କରିଛି ଚୀନ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ପୁଣି ଥରେ ଚୀନ ସହ ସୀମାବିବାଦ ଚର୍ଚ୍ଚାକୁ ଆସିଯାଇଛି । ତେବେ ୨୦୧୭ରେ ଭାରତ-ଭୁଟାନ ଓ ଚୀନ ତ୍ରିଛକରେ ଥିବା ଡୋକଲାମଠାରେ ହୋଇଥିବା ବିବାଦ ପୁଣି ମୁଣ୍ଡ ଟେକିଛି ।ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ…

ସ୍ବାଭାବିକ ହେଲା ଏମ୍ସ ସର୍ଭର, ସାଇବର ଆକ୍ରମଣ ଚୀନରୁ ହୋଇଥିଲା

ନୂଆଦିଲ୍ଲୀ : ଭାରତର ସବୁଠାରୁ ବଡ଼ ସରକାରୀ ହସପିଟାଲ ଦିଲ୍ଲୀ ଏମ୍ସରେ ହୋଇଥିବା ସାଇବର ଆକ୍ରମଣ ଚୀନ ଦ୍ବାରା କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ଏମ୍ସର ୧୦୦ଟି ସର୍ଭର ମଧ୍ୟରୁ ୫ଟିରେ ଚୀନର ହ୍ୟାକରମାନେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ । ତେବେ ଏବେ ଏସବୁ ହ୍ୟାକରଗୁଡ଼ିକୁ…

୬୨ ଯୁଦ୍ଧ ପ୍ରସଙ୍ଗ ଆଲୋଚନା ପାଇଁ ନେହରୁ ରାଜି ହୋଇଥିଲେ, ଏବେ ମୋଦି ଡରୁଛନ୍ତି: ଥରୁର୍‌

ନୂଆଦିଲ୍ଲୀ:ଚାଇନା-ଭାରତ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ସଦ୍ୟ ସୃଷ୍ଟି ହୋଇଥିବା ମୁହାମୁହିଁ ପରିସ୍ଥିତିକୁ ନେଇ ରାଜନୀତି ଜୋର ଧରିଛି। ଅରୁଣାଚଳ ପ୍ରଦେଶ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ ମୋଦି ସରକାରଙ୍କ ବିଫଳତାକୁ ବିରୋଧୀ ଦାୟୀ କରି ଆସୁଥିବା ବେଳେ ସଂସଦରେ ଏ ସମ୍ପର୍କରେ…

ମହିଳାଙ୍କୁ ମାସକୁ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ: ଗେହଲଟ୍

ଜୟପୁର: ମାସିକ ଋତୁସ୍ରାବ କାଳରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇ ଦେବେ ରାଜସ୍ଥାନ ସରକାର। ଋତୁସ୍ରାବ ଜନିତ ସମସ୍ୟାରେ ଶିକାର ହେଉଥିବା ମହିଳାଙ୍କୁ ପ୍ରତିମାସରେ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି।…

ଚାଇନା  ସହିତ ବ୍ୟବସାୟ ବନ୍ଦ କରୁ ଭାରତ: କେଜ୍ରିୱାଲ

ନୂଆଦିଲ୍ଲୀ: ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ। ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ଦାବି କରିଛନ୍ତି। ଅରୁଣାଚଳ ପ୍ରଦେଶର ଏଲ୍‌ଏସି ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ସଂଘର୍ଷ ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେଜ୍ରିୱାଲ। କେଜ୍ରିୱାଲ…

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ କେନ୍ଦ୍ର ସରକାରଙ୍କୁ  ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ସମଲିଙ୍ଗୀ ବାହାଘରକୁ ଅନ୍ୟ ବାହାଘର ପରି ସାମାଜିକ ମାନ୍ୟତା ଓ ସୁବିଧା ମିଳୁନି । ସେମାନଙ୍କ ବିବାହକୁ ଆଇନଗତ ମାନ୍ୟତା ନିମିଳିଥିବାରୁ ବିଭିନ୍ନ ସରକାରୀ ନିୟମ ଓ ସୁବିଧାର ବଞ୍ଚିତ ରଖାଯାଉଛି । ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ମ୍ୟାରେଜ୍ ଆକ୍ଟରେ ସ୍ୱୀକୃତି ପ୍ରଦାନ କରିବାକୁ…

ଗୋରାସେତୁରେ ଠାରେ ବିଏସଏଫର ଜନସମ୍ପର୍କ ଶିବିର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁରେ ବିଏସଏଫ ଏବଂ ଛପନ ଭୋଗ ଅନୁଷ୍ଠାନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଏସଏଫର ୯ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୟ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିଜୟ କଚ୍ଛପ,…

ଅନ୍ତଃକନ୍ଦଳ ନ ଦୂରେଇଲେ ଏସବୁ ରାଜ୍ୟରେ ବି ପରାସ୍ତ ହୋଇପାରେ ବିଜେପି

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନରେ ​​ବମ୍ପର ବିଜୟ ସତ୍ତ୍ୱେ ହିମାଚଳ ପ୍ରଦେଶରେ ପରାଜୟ ବିଜେପିର ବିଜୟ ଉତ୍ସବକୁ ଫିକା କରିଦେଇଛି। ହିମାଚଳପ୍ରଦେଶରେ କ୍ଷମତା ହରାଇବା ପରେ ବିଜେପି ଏବେ ପରାଜୟର ସମୀକ୍ଷା କରିବାରେ ବ୍ୟସ୍ତ ଅଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସଂଗଠନରେ ଅନ୍ତଃକନ୍ଦଳ…