Browsing Category

ଦେଶ

ବିଶ୍ୱ ବଜାରରେ ହଲଚଲ: ଆମେରିକା ଓ କାନାଡ଼ାରେ ଗଚ୍ଛିତ ୮୬ ଟନ୍ ସୁନାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡକୁ ସ୍ଥାନାନ୍ତର କଲା…

ଆମଷ୍ଟରଡାମ୍: ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଅସ୍ଥିରତା, ବାଣିଜ୍ୟ ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ସୁନା ଭଣ୍ଡାରକୁ ସୁରକ୍ଷିତ ସ୍ଥାନକୁ ଆଣିବା ଆରମ୍ଭ କରିଛନ୍ତି । ଫ୍ରାନ୍ସ ଏବଂ ଜର୍ମାନୀ ପରେ ଏବେ ନେଦରଲ୍ୟାଣ୍ଡ୍ସ ମଧ୍ୟ ଏକ ବଡ଼

ବିଷାକ୍ତ ମଦ ପିଇ ୧୨ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇବା ଯୋଗୁଁ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩୫ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ଗୁରୁତର ରୋଗୀଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର

ସିବିଆଇ ପଞ୍ଝାରେ ଜି ଗ୍ରୁପ୍‌ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରା ! ଠକେଇ ଅଭିଯୋଗରେ ମାମଲା

ନୂଆଦିଲ୍ଲୀ: ଜି ଗ୍ରୁପ୍‌ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି । ଏହି ମାମଲାରେ ୧,୩୨୨ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ମାମଲାର ଅଭିଯୋଗ ଆଧାରରେ

କାଶ୍ମୀର ସୁରକ୍ଷା ବାହିନୀ ଗୁଳିରେ ପାକିସ୍ତାନୀ ଏଲଇଟି କମାଣ୍ଡର ନିହତ

ଜମ୍ମୁ କାଶ୍ମୀର : ଆଜି ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଲସ୍କର-ଏ-ତୈବା (ଏଲଇଟି)ର ଜଣେ ପାକିସ୍ତାନୀ କମାଣ୍ଡର ନିହତ ହୋଇଛି । ଏହି ଏନକାଉଣ୍ଟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସ୍ପେଶାଲ ଫୋର୍ସ ଏବଂ ୫୩ ରାଷ୍ଟ୍ରୀୟ ରାଇଫଲ୍ସକୁ ନେଇ ଗଠିତ

ଗୁରୁ ଦିବସରେ ଶିକ୍ଷକଙ୍କୁ ମୋଦିଙ୍କ ମନ୍ତ୍ର: ବହିରୁ ବାହାରି ପିଲାଙ୍କ ପ୍ରତିଭାକୁ ଚିହ୍ନନ୍ତୁ

ନୂଆଦିଲ୍ଲୀ : ଆଜି ସେପ୍ଟେମ୍ବର ୫ ତାରିଖ, ଯାହାକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ଏହି ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାସନାଲ ଟିଚର୍ସ ଆୱାର୍ଡ ୱିନରଙ୍କ ସହ କଥା ହୋଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶିକ୍ଷକମାନଙ୍କ

ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବୋଲିଭିଆର ଏକ ସୈନ୍ୟ ବାରାକରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ଡଜନ ଡଜନ ଲୋକ ଆହତ ହୋଇଛନ୍ତି । ଫଳରେ ଲୋକେ ଭୟରେ ଦୌଡାଦୌଡି ଆରମ୍ଭ କରିଥିଲେ । ସୂଚନାନୁଯାୟୀ, ଏହି ବିସ୍ଫୋରଣ ଲାପାଜ୍ ଠାରୁ

ଝିଅଙ୍କ ପାଠପଢ଼ା ଲାଗି ୩ ହଜାର ଟଙ୍କାର ପୁରସ୍କାର ଜିତିବାକୁ ଖାଲି ପାଦରେ ଦୌଡ଼ିଲେ ମା’, ସହାୟତାର ହାତ ବଢ଼ାଇଲା ସାରା…

ନୂଆଦିଲ୍ଲୀ: ଦେଶର ହୃଦୟ ଜିତିଲା ରମାବାଇଙ୍କ ସଂଘର୍ଷ । ଝିଅଙ୍କ ପାଠପଢ଼ା ପାଇଁ ଖାଲି ପାଦରେ ଦୌଡ଼ିଲେ ରମାବାଇ । ସହାୟତାର ହାତ ବଢ଼ାଇଲା ସାରା ଦେଶ । ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିବା ଜଣେ ୪୭ ବର୍ଷୀୟା ବିଧବା ମହିଳାଙ୍କ ସଂଘର୍ଷ ଏବେ ସାରା ଦେଶର ହୃଦୟ ଜିଣିଛି । ଝିଅମାନଙ୍କ

ଇରାନର ‘ପିକଏକ୍ସ ମାଉଣ୍ଟେନ୍ ଉପରେ ଆକ୍ରମଣ କରିବ ଆମେରିକା, ଟ୍ରମ୍ପଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଖୁବଶୀଘ୍ର ଇରାନର ‘ପିକଏକ୍ସ ମାଉଣ୍ଟେନ୍’ ଉପରେ ଆକ୍ରମଣ କରିପାରେ । ଏହା ଇରାନର ଏକ ଅତ୍ୟନ୍ତ ସୁରକ୍ଷିତ ଭୂତଳ ତଳେ ଥିବା ପରମାଣୁ କେନ୍ଦ୍ର ବୋଲି କୁହାଯାଉଛି । ଇରାନର ସାମରିକ ଠିକଣାଗୁଡ଼ିକୁ ଆମେରିକା

କାରକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୮ ଛାତ୍ରଙ୍କ ଜୀବନ

ତ୍ରିସୁର : କେରଳମରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣଙ୍କର ମୃତ୍ୟ ହୋଇଛି । କେରଳମର ଥ୍ରିସୁର ଜିଲ୍ଲା ପନାମବିକୁନୁରେ ଏକ କାର ସହ ଟ୍ରକର ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଛାତ୍ର ବୋଲି କୁହାଯାଉଛି । ତ୍ରିସୁର ନିକଟବର୍ତ୍ତୀ

କୋଲକାତା ଏୟାରପୋର୍ଟରେ ଆତଙ୍କ, ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ମିଳିଲା ଚିଠି

କୋଲକାତା : କୋଲକାତା ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଗୋରଖପୁର ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ବିମାନର ଶୌଚାଳୟରେ ଥିବା