Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତ ଯୋଡ଼ୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା ଅଭିଯୋଗ ଆଣିଲା ବିଜେପି, କଂଗ୍ରେସର ଖଣ୍ଡନ
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ୋ’ ଯାତ୍ରା ଚାଲିଥିବା ବେଳେ ଏଥିରେ ‘ପାକିସ୍ତାନ ଜିନ୍ଦାବାଦ୍’ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି।
ଅମିତ ଏ ସଂପର୍କରେ ଏକ ଟ୍ୱିଟ୍ କରିଛନ୍ତି।!-->!-->!-->…
ଟ୍ୱିଟର ଆଣିବ ଗୋଲ୍ଡ,, ଗ୍ରେ ଓ ବ୍ଲୁ ଟିକ୍, ଘୋଷଣା କଲେ ଏଲନ ମସ୍କ
ନୂଆଦିଲ୍ଲୀ: ପୁଣିଥରେ ନୂଆ ଭେରିଫିକେସନ ବ୍ୟବସ୍ଥା ଲଞ୍ଚ କରିବ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର। ଆସନ୍ତା ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଟ୍ୱିଟରର ମାଲିକ ଏଲନ ମସ୍କ ନିଜେ ଏକଥା ଘୋଷଣା କରିଛନ୍ତି।
ପୂର୍ବରୁ ସେ ଲଞ୍ଚ ଡେଟ ନଭେମ୍ବର ୨୯ ରହିବ ବୋଲି!-->!-->!-->…
୨୦୦୨ ମସିହା ପରଠାରୁ ଗୁଜୁରାଟରେ ବିଜେପି ଶାନ୍ତି ପ୍ରତିଷ୍ଠା କରିଛି
ଅହମଦାବାଦ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ ଆଗରୁ ଅସାମାଜିକ ତତ୍ତ୍ୱମାନେ ଗୁଜରାଟରେ ହିଂସାକାଣ୍ଡ ଭିଆଉଥିଲେ, ସେମାନଙ୍କୁ କଂଗ୍ରେସ ସମର୍ଥନ କରୁଥିଲା। କିନ୍ତୁ ୨୦୦୨ ମସିହାରେ ହିଂସାକାଣ୍ଡ ସୃଷ୍ଟି କରୁଥିବା ଲୋକମାନଙ୍କୁ ଉଚିତ ଶିକ୍ଷା ଦିଆଯିବା ପରେ!-->…
ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା – କେନ୍ଦ୍ରକୁ ‘ସୁପ୍ରିମ’ ନୋଟିସ
ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ରାଜି ହେବା ସହ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ!-->!-->!-->…
ଭାରତ ବାୟୋଟେକର ନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି
ନୂଆଦିଲ୍ଲୀ : ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ନାଜାଲ ଟିକା ବା ନାକରେ ପଡ଼ୁଥିବା କରୋନା ଟିକା ଇନକୋଭାକ୍କୁ ଜୁରରୀକାଳୀନ ବ୍ୟବହାର ଅନୁମତି ମିଳିଛି । ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ଏହି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଟିକାକରଣ ଆହୁରି ସହଜ ଓ!-->…
ଜାମା ମସଜିଦରେ ମହିଳାଙ୍କ ପ୍ରବେଶ କଟକଣା ହଟିଲା
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦ ପରିସରରେ କିଛିଦିନ ହେଲା ମହିଳାଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିବା ବେଳେ ଏନେଇ ପ୍ରବଳ ବିରୋଧ ଯୋଗୁଁ ଆଜି କଟକଣା ହଟିଛି । ଜାମା ମସଜିଦର ୩ଟି ମୁଖ୍ୟ ଫାଟକ ବାହାରେ ମହିଳାଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତ ନୋଟିସ୍ ଲାଗିଥିଲା। ଏହି!-->…
‘ଶିବାଜୀ ବୟାନ’ ପାଇଁ ଅଡ଼ୁଆରେ ରାଜ୍ୟପାଳ, ସମର୍ଥରେ ବାହାରିଲେ ଫଡନାଭିସଙ୍କ ପତ୍ନୀ
ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜଙ୍କୁ ନିଜର ବୟାନ ମାଧ୍ୟମରେ ଅପମାନିତ କରିବା ଘଟଣାକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରି ବିବାଦରେ ରହିଛନ୍ତି। ବିଭିନ୍ନ ମହଲରେ ତାଙ୍କୁ ବିରୋଧ କରାଯାଉଛି। ଏପରି ସ୍ଥିତିରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତାଙ୍କ!-->…
ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଚାର୍ଜଶିଟରେ ନାହିଁ ସିସୋଦିଆଙ୍କ ନାଁ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଅବକାରୀ ନୀତି ପ୍ରଣୟନରେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ।
ଏହି ତଥାକଥିତ ଦୁର୍ନୀତି!-->!-->!-->…
‘ଏସ୍ଏସ୍ସି’ ଦୁର୍ନୀତି: ବିରୋଧୀମାନେ ଏକଥା ନ ବୁଝିବା ପର୍ଯ୍ୟନ୍ତ ନୂଆ ନିଯୁକ୍ତି ସମ୍ଭବ ନୁହେଁ -ମମତା ବାନାର୍ଜୀ
କୋଲ୍କାତା: ପଶ୍ଚିମବଙ୍ଗ ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମତତା ବାନାର୍ଜୀ ଶିକ୍ଷା କ୍ଷେତ୍ରରେ ବେଆଇନ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଉପରେ ପୁଣି ବିରକ୍ତ ହୋଇଛନ୍ତି।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପହଞ୍ଚି ରେସନ୍!-->!-->!-->…
ଶ୍ରଦ୍ଧା ହତ୍ୟାକାରୀକୁ ଦିଲ୍ଲୀ ପୁଲିସ ସବୁଠୁ କଠିନ ଶାସ୍ତି ଦେବ: ଅମିତ ଶାହ
ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲ୍କର୍ଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯତ୍ନବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଆଜି ‘ଟାଇମ୍ସ୍ ନାଓଁ ସମିଟ୍’ରେ ଅମିତ ଶାହ!-->!-->!-->…