Browsing Category

ଦେଶ

ଲକଡାଉନରେ ରହି ଅତିଷ୍ଠ ହେଲେଣି ଚୀନ ଲୋକେ, ବ୍ୟାପିଲା ହିଂସା

ବେଜିଂ : ସମଗ୍ର ବିଶ୍ବ କୋଭିଡ ମହାମାରୀରୁ ପ୍ରାୟତଃ ମୁକ୍ତ ହୋଇଯାଇଥିବାବେଳେ ଚୀନରେ ଏବେ ବି କୋଭିଡ୍ ସଂକ୍ରମଣ ବଢିଚାଲିଛି । ଦେଶକୁ କୋଭିଡମୁକ୍ତ କରିବାକୁ ଚୀନ ସରକାର କଠୋର କଟକଣା ଲାଗୁ କରୁଛନ୍ତି । କିନ୍ତୁ ବାରମ୍ବାର କଠୋର ଲକଡାଉନରେ ରହି ରହି ଚୀନର ଲୋକମାନେ ବିରକ୍ତ ହୋଇଗଲେଣି ।…

ଆମେ ରୁଷରୁ ତେଲ କିଣିବା ଜାରି ରଖିବୁ : ମୋଦୀ

ବାଲି : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ…

ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କ ମୃତଦେହ ମିଳିଲା, ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ

ବେଙ୍ଗାଲୁରୁ: ମିଳିଲା କିଛି ଦିନ ପରେ ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କ ମୃତଦେହ। ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ। କର୍ଣ୍ଣାଟକରେ ପୂର୍ବତନ ଜେଡିଏସ ନେତାଙ୍କ ହତ୍ୟା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ୬୪ବର୍ଷିୟ ମଲ୍ଲିକାର୍ଜୁନ…

ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଉଛି ଇରାନ

ତେହେରାନ : ମାସା ଅମିନିଙ୍କ ମୃତ୍ୟୁକୁ ଦୁଇ ମାସ ବିତିଯାଇଥିଲେ ବି ଇରାନରେ ଆନ୍ଦୋଳନ ଜାରି ରହିଛି । ତେବେ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଇରାନ ସରକାର ଆନ୍ଦୋଳନକାରୀଙ୍କ ଉପରେ ଭୟଙ୍କର ଦମନଲୀଳା ଚଳାଇଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଆଖିମୁଜା ଗୁଳି ଚଳାଉଥିବାବେଳେ ଏବେ ସେମାନଙ୍କୁ…

‘ଆର୍ମେଟିସ୍‌-୧’କୁ ପ୍ରଥମ ଚନ୍ଦ୍ର ଯାତ୍ରାରେ ପ୍ରେରଣ କଲା ‘ନାସା’

ନୂଆଦିଲ୍ଲୀ: ଆଜି ‘ନାସା’ ‘ଆର୍ମେଟିସ୍‌-୧‘ ନାମକ ମହାକାଶଯାନକୁ ପ୍ରଥମ କରି ଚନ୍ଦ୍ରଯାତ୍ରାରେ ପ୍ରେରଣ କରିଛି। ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ। ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲ୍‌ରୁ ‘ଅରିଅନ୍‌’ ମହାକାଶଯାନ ସହିତ ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌’କୁ…

୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି : ରୁଷ୍

କିବ୍ : ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି ।ରୁଷ ପକ୍ଷରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ପ୍ରଥମେ ସଂଦେହ…

ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଚାଷୀ ଆନ୍ଦୋଳନ ଦେଖା ଦେଇଥିବା ବେଳେ ଆଜି ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା…

ବଦଳିବ ଟୋଲ୍‌ ଟିକସ ନିୟମ: ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଟୋଲ୍‌ ଟିକସ ସହ ଜଡିତ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଦେଶରେ…

୨୦ରୁ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଗୋଆ : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର…

ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ରାଷ୍ଟ୍ରପତିଙ୍କ ପରାମର୍ଶ

ନୂଆଦିଲ୍ଲୀ : ସୋମବାର ସକାଳେ ଶିଶୁ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଷ୍ଟ୍ରପତି ଭବନ କଲ୍‌ଚରାଲ୍ ସେଣ୍ଟରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ପିଲାଦିନ ହେଉଛି ଜୀବନର ସବୁଠାରୁ ସୁନ୍ଦର ପର୍ଯ୍ୟାୟ। ଏହା ସେମାନଙ୍କ…