Browsing Category

ଦେଶ

IRS ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ : ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା । ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଚାକର ଉପରେ…

ଭାରତ ଆସୁଥିବା ଜାହାଜକୁ ଗୁଳିମାଡ଼ ସହ ଜବତ କରି ନେଲା ଇରାନ ସେନା

ନୂଆଦିଲ୍ଲୀ : ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦୁଇଟି ଜାହାଜ ଉପରେ ଗୁଳିମାଡ଼ କରିବା ସହିତ ନିଜ କବଜା କରିଛି । ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡିଛି । ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ…

ଲୁଫଥାନ୍ସା ଏୟାରଲାଇନର ୨୦ ହଜାର ବିମାନ ବାତିଲ

ନୂଆଦିଲ୍ଲୀ : ଜର୍ମାନୀର ସବୁଠୁ ବଡ଼ ଏୟାରଲାଇନ କମ୍ପାନୀ ଲୁଫଥାନ୍ସା ଅକ୍ଟୋବର ଯାଏଁ ୨୦ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବିମାନର ଇନ୍ଧନ ଦାମ୍ ବଢୁଥିବା ଯୋଗୁଁ ଏୟାରଲାଇନ୍ କମ୍ପାନୀ ଏଭଳି ନିଷ୍କତ୍ତି ନେଇଛି । ଏୟାରଲାଇନ ପକ୍ଷରୁ ଏକ ବୟାନରେ…

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବାୟୁସେନାର ଲଢୁଆ ବିମାନ କରିବ ଟଚ୍ ଆଣ୍ଡ ଗୋ ଅଭ୍ୟାସ

ଉତ୍ତରପ୍ରଦେଶ : ସୁଲତାନପୁରର ଆରବଳୀ-କିରି କରୱତ ସ୍ଥିତ ଏୟାରଷ୍ଟ୍ରିପରେ ଆଜିଠାରୁ ବାୟୁସେନାର ଦୁଇ ଦିବସୀୟ ସ୍ବତନ୍ତ୍ର ଅଭ୍ୟାସ ଆରମ୍ଭ ହେବ । ଅପରାହ୍ନ ୨ଟାରୁ ଆରମ୍ଭ ହେବ ଅଭ୍ୟାସ । ଭାରତୀୟ ବାୟୁସେନାର ଲଢୁଆ ବିମାନ ଏକ୍ସପ୍ରେସ-ୱେକୁ ବିକଳ୍ପ ରନୱେ ଭାବେ ବ୍ୟବହାର କରାଯାଇ ‘ଟଚ୍…

ଖୋଲିଲା ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ : ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।…

ବଢ଼ିଲା ଅସ୍ତ୍ରବିରତି ଅବଧି, ବିମାନ ଆକ୍ରମଣ ଓ ମିସାଇଲ ମାଡ଼ ବନ୍ଦ

ନୂଆଦିଲ୍ଲୀ: ବଢ଼ିଲା ଅସ୍ତ୍ର ବିରତି ସମୟ ସୀମା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ସମୟ ସୀମା ବଢ଼ାଇଲେ ଡୋନାଲ୍ଡ ଟ୍ରମ୍ପ । ଇରାନ ସହିତ ଚାଲିଥିବା ଅସ୍ତ୍ରବିରତି ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇଛନ୍ତି । ଆଜି ସନ୍ଧ୍ୟାରେ ଶେଷ ହେବାର ଥିଲା ୨ ସପ୍ତାହର ଅସ୍ତ୍ର ବିରତି…

ଆଇଏସଆଇ ଆତଙ୍କୀ ଲିଙ୍କରେ ୨ ଯୁବକଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାକିସ୍ତାନର ଆତଙ୍କୀ ସଂଗଠନ ସ୍ଥିତ ଆଇଏସଆଇ ସହ ସମ୍ପର୍କ ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ହେଲେ ଦିଲ୍ଲୀ ଏନସିଆର ଅଞ୍ଚଳର ରାଜବୀର ଓ ବିବେକ ଭଞ୍ଜାରା। ଆଇଏସଆଇ ଆତଙ୍କୀ ପ୍ରକ୍ସି ସହଜାଦ ଭାଟି ସହ ଦୁଇ ଜଣଙ୍କ ସମ୍ପର୍କ ଥିବା…

ସରକାରକୁ ଆସିଲେ ମାଗଣା ବିଜୁଳି ସହ ମହିଳାଙ୍କୁ ୪୦ ହଜାର ପେନସନ୍ ଦେବ ସମାଜବାଦୀ ପାର୍ଟି !

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଯାଦବ ଘୋଷଣା କରିଥିଲେ ଯେ ଯଦି ସମାଜବାଦୀ ପାର୍ଟି ରାଜ୍ୟରେ…

କେଦାରନାଥ ଧାମରେ ମୋବାଇଲ୍ ବ୍ୟବହାର ନିଷେଧ

ନୂଆଦିଲ୍ଲୀ: ମଙ୍ଗଳବାର କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଅନୁଯାୟୀ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା, ଫଟୋ, ଭିଡିଓ…

ରାଷ୍ଟ୍ର ଗଠନରେ ସିଭିଲ୍ ସର୍ଭିସ୍‌ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ସିଭିଲ ସର୍ଭିସ୍‌ ଦିବସରେ ସାରା ଦେଶରେ ସିଭିଲ ସର୍ଭିସ କର୍ମଚାରୀଙ୍କ ଅବଦାନକୁ ମନେ ପକାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ କହିଛନ୍ତି ସେମାନେ ଦେଶର ସୁଶାସନ ଏବଂ ବିକାଶର…