Browsing Category

ଦେଶ

‘ମୁଁ ନିଜେ ଆସି ନଥିଲି: ମୋଦି, ଅମିତ ଶାହଙ୍କ ଡାକରାରେ ବିଜେପିରେ ଯୋଗ ଦେଇଥିଲି’

ଅହମ୍ମଦାବାଦ: ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଗୁଜରାଟ ରାଜନୀତି ସରଗରମ। ଭଦୋଦରା ଅନ୍ତର୍ଗତ ୱାଘୋଦିଆ ବିଧାୟକ ମଧୁ ଶ୍ରୀବାସ୍ତବଙ୍କୁ ବିଜେପିରୁ ଟିକେଟ ନମିଳିବା କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ୬ ଥରର ବିଧାୟକ ଶ୍ରୀବାସ୍ତବ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ…

ବଳପୂର୍ବକ ଧର୍ମାନ୍ତରୀକରଣ ଜାତୀୟ ସୁରକ୍ଷା ପ୍ରତି ବିପଦ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗୁରୁତର ପ୍ରସଙ୍ଗ ଓ ଏହା ସ୍ବାଧୀନଭାବେ ଧର୍ମଗ୍ରହଣ ଓ ଧର୍ମବିଶ୍ବାସ କରିବା, ଦେଶର ନିରାପତ୍ତାକୁ ପ୍ରଭାବିତ କରିପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । …

ଅଷ୍ଟ୍ରେଲିଆରେ ୨୦୨୦ ମସିହାରେ ହୋଇଥିବା ଜଙ୍ଗଲପୋଡ଼ିର କାରଣ ମଣିଷ

କାନବେରା : ଅଷ୍ଟ୍ରେଲିଆର କାନବେରାରେ ଗତ ୨୦୨୦ ମସିହାରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁର ଭୟାବହତା ଏବେ ବି ଲୋକମାନଙ୍କୁ ମନରୁ ଲିଭିନାହିଁ । ଏହି ପ୍ରଳୟଙ୍କରୀ ନିଆଁରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫ ଶହ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ…

ଏକ ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ବୋଲିବାକୁ କହି ଜଣେ ଲ’ ଛାତ୍ରଙ୍କୁ  ନିର୍ଦ୍ଧୁମ ପିଟିଲେ  

ହାଇଦ୍ରାବାଦ: ଏକ ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ବୋଲିବାକୁ କହି ଜଣେ ଲ’ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼। ପିଲାଟିକୁ ତଳେ ପକାଇ ଅତି ନିଷ୍ଠୁର ଭାବେ କେତେକ ସହପାଠୀ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଗୋଇଠା ମାରୁଉଛି ତ’ ପୁଣି କିଏ ବିଧା ମାରୁଛି। ଧାର୍ମିକ ଅସହିଷ୍ଣୁତାର ଏହି ବିକଳ…

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ପ୍ରସଙ୍ଗ : ନିଜ ମନ୍ତ୍ରୀଙ୍କ ପାଇଁ କ୍ଷମା ମାଗିଲେ ମମତା

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତ୍ରୁଣମୂଳ କଂଗ୍ରେସ ନେତା ଅଖିଲ ଗିରିଙ୍କ ବିରୋଧରେ…

‘ପତଞ୍ଜଳି ଯୋଗ ଗ୍ରାମ’ ଭଳି ଦିଶୁଥିବା ୨୦ଟି ଜାଲ୍‌ ‘ୱେବ୍‌ସାଇଟ୍‌’ ଚିହ୍ନଟ କଲା ପୁଲିସ; ୩ ଗିରଫ

ଚେନ୍ନାଇ: ‘ପତଞ୍ଜଳି ଯୋଗ ଗ୍ରାମ’ ଭଳି ଦିଶୁଥିବା ୨୦ଟି ଜାଲ୍‌ ‘ୱେବ୍‌ସାଇଟ୍‌’ ଚିହ୍ନଟ କରିବା ସହିତ ଉତ୍ତରାଖଣ୍ଡସ୍ଥିତ ହରିଦ୍ବାରରେ ଥିବା ‘ପତଞ୍ଜଳି ଯୋଗ ଗ୍ରାମ’ର ପ୍ରତିନିଧି ବୋଲି ପରିଚୟ ଦେଇଥିବା ୩ଜଣ ବ୍ୟକ୍ତିଙ୍କୁ ପୁଲିସ ଶନିବାର ଦିନ ବିହାରରୁ ଗିରଫ କରିଛି। ଗିରଫ ହୋଇଥିବା…

ଖରାପ ପାଗ ପାଇଁ ଅଟକିଲା ଦେଶର ପ୍ରଥମ ଘରୋଇ ରକେଟର ଉତକ୍ଷେପଣ

ହାଇଦ୍ରାବାଦ: ପ୍ରତିକୂଳ ପାଗ ଯୋଗୁଁ ଅଟକିଲା ଦେଶର ପ୍ରଥମ ଘରୋଇ ରକେଟର ଉତକ୍ଷେପଣ | ରବିବାର ଦିନ ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ କହିଛି ଯେ ଖରାପ ପାଗ ଯୋଗୁଁ ଭାରତର ପ୍ରଥମ ଘରୋଇ ବିକଶିତ ରକେଟ୍ ବିକ୍ରମ-ଏସ୍ ର ଲଞ୍ଚକୁ ତିନି ଦିନ (ନଭେମ୍ବର ୧୮…

କର୍ମଚାରୀଙ୍କୁ ଛଟେଇ କରିବାକୁ ଏଲନ୍‌ ମସ୍କ୍‌ କହିବା ପରେ ବାନ୍ତି କରିପକାଇଲେ ‘ଟୁଇଟର୍‌’ ମ୍ୟାନେଜର୍‌: ରିପୋର୍ଟ

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଛଟେଇ କରିବା ଲାଗି ନୂଆ ମାଲିକ ଏଲନ୍‌ ମସ୍କ୍‌ କହିବାରୁ ‘ଟୁଇଟର୍‌’ର ଜଣେ ମ୍ୟାନେଜର୍‌ ବାନ୍ତି କରିପକାଇଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି। ‘ଦୁଇ ସପ୍ତାହର ଗୋଳମାଳ: ଏଲନ୍‌ ମସ୍କ୍‌ ଟୁଇଟର୍‌ ଗ୍ରହଣ କରିବା ଭିତରେ’ ଶୀର୍ଷକ…

ରାହୁଲ ଗାନ୍ଧି ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେଇପାରିବେ: ସଞ୍ଜୟ ରାଉତ

ମୁମ୍ବାଇ : ରାହୁଲ ଗାନ୍ଧୀ ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେଇପାରିବେ। ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ଏହା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରରେ ଚାଲିଛି। ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ…

ତାମିଲନାଡ଼ୁରେ ବର୍ଷା ବିତ୍ପାତ

ଚେନ୍ନାଇ : ତାମିଲନାଡ଼ୁରେ ବର୍ଷା ବିତ୍ପାତ । ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଓ କୋଏମ୍ବାଟୁରରେ ପ୍ରବଳ ବର୍ଷା ଯୋଗୁ ସହର ଜଳାର୍ଣ୍ଣବ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର…