Browsing Category

ଦେଶ

ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଟିକେଟ କଟିବାରୁ ଇସ୍ତଫା ଦେଲେ ୬ ଥରର ବିଧାୟକ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ମଧୁ ୬ଥର ବିଜେପି ବିଧାୟକ ଥିବାବେଳେ ଏଥର ବିଜେପି ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇନଥିଲା, ଯେଉଁ କାରଣରୁ…

ମୁମ୍ବାଇ ସୀମାଶୁଳ୍କ ବିଭାଗ ପାଇଁ ପ୍ରଥମ: ଗୋଟିଏ ଦିନରେ ବିମାନବନ୍ଦରରୁ ଜବତ ହେଲା ୩୨କୋଟିର ସୁନା

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ଦିନରେ ୩୨କୋଟି ମୂଲ୍ୟର ୬୧କିଲୋଗ୍ରାମ ସୁନା ଜବତ କରିଛି ସୀମାଶୁଳ୍କ ବିଭାଗ। ଏହି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡ଼ିଛି। ପ୍ରଥମ କରି ମୁମ୍ବାଇ ସୀମାଶୁଳ୍କ ବିଭାଗ ବିମାନବନ୍ଦରରୁ ଏତେ କୋଟି ଟଙ୍କାର…

‘ମୁଲାୟମ ସିଂହଙ୍କ ଆସନରେ ବିଜେପି ଜିତିବ, ଡିମ୍ପଲ ହାରିବେ’

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଜୀବନ ସହ ତାଙ୍କ ବୋହୂ ଡିମ୍ପଲ ଯାଦବଙ୍କ ରାଜନୈତିକ ସ୍ଥିତି ମଧ୍ୟରେ ଆକାଶ ପାତାଳ ପରକ କରିଛି। ଖାଲି ପଡ଼ିଥିବା ମୁଲାୟମ ସିଂହ ଯାଦବଙ୍କ ଆସନରେ ବିଜେପି ଜିତିବ। ଏହା କହିଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଜୟବୀର…

ଗୁଜୁରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଇସୁଦାନ ଗଢ଼ଭୀଙ୍କୁ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ଇସୁଦାନଙ୍କ ନିର୍ବାନମଣ୍ଡଳୀ ଘୋଷଣା କରିଛି ଦଳ। ଇସୁଦାନ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଜି ଦଳ ପକ୍ଷରୁ…

ଗୁଜରାଟ ନିର୍ବାଚନ ପୂର୍ବରୁ ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏଟିଏସର ଚଢଉ, ୬୫ ଗିରଫ

ଗାନ୍ଧୀନଗର: ଗୁଜରାଟରେ ନିର୍ବାଚନୀ ଉଷ୍ମତା ଭିତରେ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏସଟିଏସ ଚଢଉ କରିଛି । ଖବର ଅନୁସାରେ ଶୁକ୍ରବାର ବିଳମ୍ୱିତ ରାତିରୁ ଏହି ଚଢଉ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୫…

ରାଷ୍ଟ୍ରପତିଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କୁ ‘ବିଜେପି’ର ତୀବ୍ର ସମାଲୋଚନା

କୋଲ୍‌କାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରଙ୍କର ଅନ୍ୟତମ ମନ୍ତ୍ରୀ ଅଖିଳ ଗିରିଙ୍କୁ ‘ବିଜେପି’ ତୀବ୍ର ନିନ୍ଦା କରିଛି। ଭାଇରାଲ୍‌ ହୋଇଥିବା ଗୋଟାଏ ‘ଭିଡଓ’ରେ ମନ୍ତ୍ରୀ ଗିରି କହୁଛନ୍ତି ଯେ,…

ଆଜି ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ସ୍ବାଗତ କରିବେ ନାହିଁ ମୁଖ୍ୟମନ୍ତ୍ରୀ ‘କେସିଆର୍‌’

ହାଇଦ୍ରାବ: ୪ଟି ଦକ୍ଷିଣ ଭାରତୀୟ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ଅନ୍ତର୍ଗତ ହାଇଦ୍ରାବାଦର ବେଗମ୍‌ପେଟ୍‌ ବିମାନ ବନ୍ଦରରେ ଅବତରଣ କରିବେ, କିନ୍ତୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ବାଗତ କରିବା ପାଇଁ ଆସିବେ ନାହିଁ। …

ସଂରକ୍ଷଣ ୭୭ ପ୍ରତିଶତକୁ ବୃଦ୍ଧି କରିବାପାଇଁ ଝାଡ଼ଖଣ୍ଡ ବିଧାନସଭାରେ ବିଲ୍‌ ଗୃହୀତ

ରାଞ୍ଚି : ଝାଡ଼ଖ‌ଣ୍ଡରେ ବିଭିନ୍ନ ‌ବର୍ଗକୁ ମିଳିଥିବା ସଂରକ୍ଷଣକୁ ୭୭ ପ୍ରତିଶତକୁ ବୃଦ୍ଧି କରିବାପାଇଁ ଝାଡ଼ଖଣ୍ଡ ବିଧାନସଭାରେ ଏକ ବିଲ୍‌ ଗୃହୀତ ହୋଇଛି। ଏକ ସ୍ବତନ୍ତ୍ର ଅଧିବେଶନରେ ଝାଡ଼ଖଣ୍ଡ ‘ରିଜର୍ଭେସନ ଅଫ୍‌ ଭା‌କାନ୍ସିଜ୍‌ ଇନ ପୋଷ୍ଟ୍‌ସ ଆଣ୍ଡ ସର୍ଭିସ ଆକ୍ଟ, ୨୦୦୧’ରେ ସଂଶୋଧନ…

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ନାମ ସୁପାରିସ ସତ୍ତ୍ବେ ମଂଜୁରିରେ ବିଳମ୍ବ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳ‌ୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ଦ୍ବାରା…

ଟଙ୍କା ବଦଳରେ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିଲା ଖବର : ସୁକେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ କଣ୍ଟା ସାଜିଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଥରକୁ ଥର ସେମାନଙ୍କ ଉପରକୁ ଟାର୍ଗେଟ କରୁଥିବା ସୁକେଶ ଏନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପଞ୍ଚମ ଲେଟର ଲେଖିଛନ୍ତି । ଏପରିକି ଦିଲ୍ଲୀ ସରକାର…