Browsing Category

ଦେଶ

ହର ହର ଶମ୍ଭୁ… ସିଙ୍ଗର ଫରମାନୀଙ୍କ ଭାଇ ଓ ଭିଣେଇ ଗିରଫ

ଲକ୍ଷ୍ନୌ: ହର ହର ଶମ୍ଭୁ ଗୀତ ଗାଇ ସୋଶାଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ମୁସଲିମ୍ ସିଙ୍ଗର ଫରମାନୀ ନାଜଙ୍କ ଭାଇ ଓ ଭିଣେଇ ଗିରଫ। ଡକାଏତ ଅଭିଯୋଗରେ ମେରଟ ପୁଲିସ ଆଜି ଉଭୟଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ନିର୍ମାଣଧୀନ ଟାଙ୍କିରୁ ଛଡ ଚୋରି କରିବା ଅଭିଯୋଗରେ ଫରମାନୀଙ୍କ ଭାଇ ସମେତ ୮…

ମଦ ପିଅ, ଗୁଟ୍‌ଖା ଖାଅ, ଗଞ୍ଜେଇ ଟାଣ; ମାତ୍ର ଜଳର ଗୁରୁତ୍ବକୁ ବୁଝ

ଭୋପାଳ: ମଧ୍ୟପ୍ରଦେଶର ରେୱାଠାରେ ନିଜର ବକ୍ତବ୍ୟ ଦେଇ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ଜଳର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ଭିତରେ ସେ ଲୋକମାନଙ୍କୁ ଆହୁରି ବି କହିଛନ୍ତି ଯେ ଲୋକେ ମଦ ପିଇ ପାରନ୍ତି, ଗଞ୍ଜେଇ ଟାଣିପାରନ୍ତି, ଗୁଟ୍‌ଖା ଖାଇପାରନ୍ତି। ମାତ୍ର ଜଳର ଗୁରତ୍ବକୁ…

ଏଲନ ମସ୍କଙ୍କୁ କଙ୍ଗନାଙ୍କ ପରାମର୍ଶ: ଆଧାର କାର୍ଡ ଥିବା ବ୍ୟକ୍ତିଙ୍କୁ ବ୍ଲୁ ଟିକ୍ ମିଳୁ

ନୂଆଦିଲ୍ଲୀ: ବ୍ଲୁ ଟିକ୍ ବା ଭେରିଫାଏଡ ଆକାଉଣ୍ଟ ପାଇଁ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ମାସକୁ ୮ ଡଲାର ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ କହିଛନ୍ତି, ୟୁଜରମାନେ କିଛି କିଛି ଅର୍ଥ ଦେଲେ…

ସୋମବାର ଥିଲା ଜଷ୍ଟିସ ଲଳିତଙ୍କ ଶେଷ କାର୍ଯ୍ୟ ଦିବସ, ଚର୍ଚ୍ଚାରେ ଥିଲା ଓଡ଼ିଶା ସଂପର୍କିତ ରାୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟକାଳ ଆଜି ‌ଶେଷ ହେବାର ଥିଲା। ଆଜି ଗୁରୁ ନାନକ ଜୟନ୍ତୀ ଯୋଗୁ କୋର୍ଟ ବନ୍ଦ ରହିବ। ଏହି କାରଣରୁ ସୋମବାର ଦିନ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ପ୍ରଧାନ ବିଚାରପତି ଭାବେ ମାତ୍ର ୭୪ ଦିନର ସ୍ବଳ୍ପ…

ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ମୋଦୀ ଓ ରାଜନାଥ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର…

ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ। ଏହି ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ସରକାରୀ ପକ୍ଷର ଯୁକ୍ତିକୁ କାଏମ ରଖିଛନ୍ତି। ଅର୍ଥାତ ଶିକ୍ଷା ଓ…

ବିଜେପିକୁ ପଛେ ଭୋଟ ଦିଅ, କିନ୍ତୁ ଆପକୁ ଜମା ବି ଭୋଟ ଦିଅ ନାହିଁ: କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ନିଜ ଦଳକୁ ଜିତାଇବା ପାଇଁ ସମସ୍ତ ନେତା ଭୋଟ ମାଗିବା ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସ…

ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥି ହେବ କି ଭାରତ ?

ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଦୁଇଦିନିଆ ରୁଷ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଆଲୋଚନା କରିବେ । ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ଭୀଷଣ ହେଉଥିବାବେଳେ ଓ ପରମାଣୁ…

ପାକିସ୍ତାନ ନୁହେଁ, ହିନ୍ଦୁମାନଙ୍କ ଅସଲ ଶତ୍ରୁ ହେଉଛନ୍ତି ପାଶ୍ଚାତ୍ୟ ଦେଶ : ଅଷ୍ଟ୍ରେଲୀୟ ପ୍ରଫେସର

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶ ଇଂଲଣ୍ଡ,ଆମେରିକା ଓ କାନାଡରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଏଥିପାଇଁ ଅନେକ ଭାରତୀୟ ପାକିସ୍ତାନୀ ଇସ୍ଲାମୀୟ ଚରମପନ୍ଥୀଙ୍କୁ ଦାୟୀ କରିଥାନ୍ତି । କେତେକ ଚୀନର ଭୂମିକା ବି ଦେଖିଥାନ୍ତି । କିନ୍ତୁ ଜଣେ ଆମେରିକା ଜନ୍ମିତ ଅଷ୍ଟ୍ରେଲୀୟ ସମାଜ…

ନାମିବ୍ୟାରୁ ଭାରତକୁ ଆସିଥିବା ଚିତାର ପ୍ରଥମ ଶିକାର

ନୂଆଦିଲ୍ଲୀ: ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତର ଅଣାଯାଇଥିଲା। ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ପ୍ରଧାନମନ୍ତ୍ରୀ…