Browsing Category

ଦେଶ

ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ୩ ଦୁଷ୍କର୍ମ-ହତ୍ୟା ଅପରାଧୀଙ୍କୁ ମୁକ୍ତ କରିଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ମୁକ୍ତ କରି ଦେଇଛନ୍ତି।ଦେଶର ବହୁଚର୍ଚ୍ଚିତ ନିର୍ଭୟା ମାମଲାର…

ଭାରତ ଯୋଡ଼ୋ ଛାଡ଼ି ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧି

ଶିମଲା: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ହିମାଚଳପ୍ରଦେଶ ଗସ୍ତରେ ଯାଇ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏବେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ସମ୍ପୂର୍ଣ୍ଣ ଫୋକସ କରିଥିବା ବେଳେ ଏହାକୁ ଦିନକ ପାଇଁ ବାତିଲ କରି ପର୍ବତ ଇଲାକା ହିମାଚଳପ୍ରଦେଶରେ…

ପରିବାରର ୩ ଜଣଙ୍କୁ ମାରି ପୋତି ଦେଲା ନାବାଳକ

ତ୍ରିପୁରା : କଅଁଳ ବୟସରେ ଜଘନ୍ୟକାଣ୍ଡ। ପରିବାରର ୩ ଜଣଙ୍କୁ ପିଟି ପିଟି ମାରିଦେଲା ନାବାଳକ। ତ୍ରିପୁରାରେ ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ପୋତି ଦେଇଛି । ଏହି ଘଟଣା ତ୍ରିପୁରାର କଲମପୁରର ଘଟିଛି।ତ୍ରିପୁରାରେ ଜଣେ…

ଚାଲିଗଲେ ଦେଶର ପ୍ରଥମ ଭୋଟର, ସେ ମତଦାନ ପାଇଁ ଗଲେ ପ୍ରଶାସନ ରେଡ୍ କାର୍ପେଟ ବିଛାଏ

ଶିମଲା: ଚାଲିଗଲେ ଦେଶର ପ୍ରଥମ ଭୋଟର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତା ଚୟନ ଲାଗି ଦେଶରେ ଭୋଟଦାନ କରିଥିବା ପ୍ରଥମ ବ୍ୟକ୍ତିଙ୍କ ଶନିବାର ପରଲୋକ ଘଟିଛି। ହିମାଚଳ ପ୍ରଦେଶର କାଲପାର ଏହି ଭୋଟର ଶ୍ୟାମ ସରନ ନେଗି ନିଜ ବାଷଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ…

ହିମାଚଳ ପାଇଁ ବିଜେପିର ସଙ୍କଳ୍ପ, ଜିତିଲେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ

ନୂଆଦିଲ୍ଲୀ: ପାଖେଇ ଆସୁଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ ଦଳ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗି ପଡିଛନ୍ତି। ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି…

ଉପନିର୍ବାଚନ: ୬ଟି ରାଜ୍ୟର ୭ଟି ଆସନରୁ ବିଜେପି ଦଖଲରେ ୪ ଆସନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ନିର୍ବାଚନ କମିଶନଙ୍କ ଔପଚାରିକ ଘୋଷଣା ପୂର୍ବରୁ ବିଜେପି ୪ଟି ସିଟ୍‌ରେ ବାଜି ମାରିଥିବା ଗଣତିରୁ ଜଣାପଡ଼ିଛି। ଓଡ଼ିଶାର ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି; ସୁରକ୍ଷା ଦାୟିତ୍ବରେ ଥିବା ୧୫ ପୁଲିସ କର୍ମଚାରୀ…

ନୂଆଦିଲ୍ଲୀ: ଶନିବାର ଦିନ ଗ୍ରେଟର୍‌ ନଏଡ଼ାର ‘ଇଣ୍ଡିଆ ଏକ୍‌ସ୍‌ପୋ ମାର୍ଟ’ର ‘ଜଳ ସପ୍ତାହ କାର୍ଯ୍ୟକ୍ରମ’ର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି। …

ଟ୍ୱିନ ଟାୱାର ପରେ ଏବେ ମାଟିରେ ମିଶିଯିବ ଏହି ବିଶାଳ ଅଟ୍ଟାଳିକା

ନୂଆଦିଲ୍ଲୀ: ନୋଏଡ଼ାରେ ବେଆଇନଭାବେ ନିର୍ମିତ ୩୨ ଓ ୨୯ ମହଲା-ବିଶିଷ୍ଟ ଦ୍ବୈତ ଟାୱାରକୁ ଭାଙ୍ଗିଦିଆଯାଇଥିଲା | ଦୁନିଆର ପ୍ରସିଦ୍ଧ କମ୍ପାନୀକୁ ଏହି ଟ୍ୱିନ ଟାୱାରକୁ ମାଟିରେ ମିଶାଇ ଦେବାକୁ ଦାୟିତ୍ୱ ଦିଆଯାଇଥିଲା | ଏହି ଟାୱାର ଭଙ୍ଗାଯିବା ପରେ ବାହାରିଥିବା ଆବର୍ଜନା ଏପର୍ଯ୍ୟନ୍ତ ସଫା…

ବାପାଙ୍କ ଗଡ଼ରେ ପଦ୍ମ ଫୁଟାଇଲେ ପୁଅ, ଆଦମପୁର ବିଧାନସଭା ଆସନ ଜିତିଲେ ଭବ୍ୟ ବିଷ୍ଣୋଇ

ନୂଆଦିଲ୍ଲୀ: ବାପାଙ୍କ ଗଡ଼ରେ ପଦ୍ମ ଫୁଟାଇଲେ ପୁଅ। ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଆଦମପୁର ବିଧାନସଭା ଆସନ ପାଇଁ କୁଲଦୀପ ବିଷ୍ଣୋଇଙ୍କ ପୁଅ ଭବ୍ୟ ବିଷ୍ଣୋଇଙ୍କୁ ପ୍ରାର୍ଥୀ କରାଯାଇଥିଲା। ଉପନିର୍ବାଚନ ପରେ ଆଜି ଭୋଟ ଗଣନା କରାଯାଇଥିବା ବେଳେ ଭବ୍ୟ ବିଷ୍ଣୋଇ ବିଜୟୀ ହୋଇଥିବା…

୫ଟି ଦେଶରେ ଆରମ୍ଭ ହେଲା ଟ୍ୱିଟରର ବ୍ଲୁଟିକ୍ ଯୋଜନା

ନୂଆଦିଲ୍ଲୀ: ଟେସଲାର ସିଇଓ ତଥା ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କଙ୍କ ୮ ଡଲାର ଯୋଜନା ଆରମ୍ଭ ହୋଇଛି। ୫ଟି ଦେଶରେ ଏବେ ଟ୍ୱିଟରର ବ୍ଲୁ ଟିକ ଯୋଜନା ଆରମ୍ଭ ହୋଇଯାଇଛି | ଟ୍ୱିଟରର ନୂତନ ନିଷ୍ପତ୍ତି ବିଷୟରେ ଆପଲ୍ ମଧ୍ୟ ଏହାର ଗ୍ରାହକଙ୍କୁ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଆପଲ୍ ଆପ୍…