Browsing Category

ଦେଶ

ଇଞ୍ଜିନିୟରିଂ ଛାତ୍ରୀଙ୍କ ମାୟାଜାଲରେ ଫସିଥିଲେ ଆତ୍ମହତ୍ୟା କରିଥିବା ମହନ୍ତ!

ବେଙ୍ଗାଲୁରୁ: କର୍ଣ୍ଣାଟକାର ଲିଙ୍ଗାୟତ ମହନ୍ତ ବାସବାଲିଙ୍ଗା ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମହନ୍ତ ବାସବାଲିଙ୍ଗା ସ୍ୱାମୀ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀଙ୍କ ମାୟାଜାଲରେ ଫସିଥିଲେ। ଏହି ମାୟାଜାଲରୁ ମୁକୁଳି ନ ପାରି ସେ ଆତ୍ମହତ୍ୟା…

ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ମୋଦି, କମ୍ପାନୀ ନାଁକୁ ଲୁଚା ଗଲା

ମୋର୍ବି: ଗୁଜରାଟର ମୋର୍ବିଠାରେ ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁ ସ୍ଥାନରେ ପୋଲ ଛିଣ୍ଡି ୧୩୫ ଜଣ ଲୋକ ରବିବାର ସନ୍ଧ୍ୟାରେ ପ୍ରାଣ ହରାଇଥିଲେ, ସେହି ସ୍ଥାନରେ ଆଜି ମୋଦି ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା…

ମୋଦିଙ୍କ ଗସ୍ତ ପାଇଁ ମୋର୍ବିର ସରକାରୀ ହସ୍ପିଟାଲ ସଜାଗଲା

ମୋର୍ବି: ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଗୁଜରାଟ ମୋର୍ବିର ସ୍ୱାସ୍ଥ୍ୟ ଭିତ୍ତିଭୂମି କେମିତି ଅଛି, ତା’ର ଏକ ଅପ୍ରିୟ ସତ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ମୋର୍ବିର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଆହତଙ୍କୁ…

ତୀର୍ଥଯାତ୍ରୀ ଦଳ ଉପରେ ମାଡିଗଲା କାର: ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଶୋଭାଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯିବାରୁ ୭ଜଣଙ୍କ ମୃତ୍ୟୁ ଘଟିଛି। ସୋଲାପୁର ଏସପି ଶିରିଶ ସରଦେଶ ପାଣ୍ଡେ କହିଛନ୍ତି ଯେ, ତୀର୍ଥଯାତ୍ରୀମାନେ ଏକ…

ଦିଲ୍ଲୀର ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ‌; ୨ ମୃତ, ୨୦ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଳୀର ନରେଲା ଅଞ୍ଚଳରେ ମଙ୍ଗଳବାର ଏକ ଭୟାବହ ଅଗ୍ନିକାଣ୍ଡ ହୋଇଯାଇଛି। ଏକ ପ୍ଲାଷ୍ଟିକ୍‌ କାରଖାନାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୨୦ ଜଣଙ୍କୁ…

ଆପ୍‌ ମନ୍ତ୍ରୀଙ୍କୁ କୋଟି କୋଟି ଟଙ୍କା ଦେବାକୁ ମୋତେ ବାଧ୍ୟ କରାଯାଇଥିଲା: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେଲ୍‌‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଏଲ୍‌-ଜି ଭିକେ ସକ୍ସେନାଙ୍କୁ ଏକ ପତ୍ର ଲେଖିଛନ୍ତି। ସେହି ପତ୍ରରେ ସୁକେଶ ଉଲ୍ଲେଖ କରିଛନ୍ତି ‌ଯେ ସେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର‌…

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ୧୪୧ ଜଣଙ୍କ ମୃତ୍ୟୁକୁ ନେଇ ଗୁଜରାଟରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ। ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଆପ୍ ପ୍ରଥମ କରି ନିର୍ବାଚନ ଲଢ଼ିବାକୁ ଯାଉଛି। ଦିଲ୍ଲୀ ଓ…

ଜଳୁଛି ୟୁକ୍ରେନ : ୨୪ ଘଣ୍ଟାରେ ୬୦ଟି କ୍ଷେପଣାସ୍ତ୍ର ମାଡ଼, ୧୫ ଥର ଏୟାରଷ୍ଟ୍ରାଇକ କଲା ରୁଷ

କିବ୍ : ୟୁକ୍ରେନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ରୁଷ୍ । ଏହା ଫଳରେ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି ।ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ରୁଷ…

ଟ୍ବିଟର ବ୍ଲୁଟିକ୍ ପାଇଁ ଦର ମୂଲଚାଲ କରୁଛନ୍ତି ମସ୍କ୍ : ୨୦ ନହେଉ ପଛେ ୮ ଡଲାର ଦିଅ !

ନୂଆଦିଲ୍ଲୀ : ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦…

ହସ୍ପିଟାଲରେ ତାନ୍ତ୍ରିକ କରୁଛନ୍ତି ରୋଗୀ ଚିକିତ୍ସା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହେବା ଜିଲ୍ଲା ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଜିଲ୍ଲା ହସ୍ପିଟାଲର ଜରୁରୀକାଳିନ ବିଭାଗରେ ଜଣେ ତାନ୍ତ୍ରିକ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଡାକ୍ତରଙ୍କ ବିରୋଧରେ ପ୍ରଶ୍ନବାଚୀ…