Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ
ବେଙ୍ଗାଲୁରୁ: ରାଗିଗଲେ ମନ୍ତ୍ରୀ। ଦେଖାଇଲେ ଦବଙ୍ଗଗିରି। ଗୁହାରି କହିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଲେ ଚାପୁଡା। କର୍ଣ୍ଣାଟକର ଚାମରାଜ ନଗରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶନିବାର ଦିନ!-->!-->!-->…
ସମଗ୍ର ଦେଶରୁ ବିଦାୟ ନେଲା ମୌସୁମୀ ବାୟୁ
ନୂଆଦିଲ୍ଲି: ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରବିବାର ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଚଳିତ ବର୍ଷ ମୌସୁମୀଜନିତ ସ୍ୱଭାବିକଠାରୁ ଅଧିକ ବର୍ଷା ହୋଇଛି। ସେପ୍ଟମ୍ବର ୨୯ରୁ ରାଜଧାନୀ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଥିଲା। କେବଳ ସେପ୍ଟେମ୍ବର ମାସରେ!-->…
ବାତ୍ୟା ଲାଗି ପଶ୍ଚିମବଙ୍ଗରେ ଦୀପାବଳି ଏବଂ କାଳୀ ପୂଜା ଉତ୍ସବ ଫିକା
କୋଲକାତା: ଭୀଷଣ ବର୍ଷା ହେବ। ୧୦୦ କିମି ବେଗରେ ପବନ ବହିବ। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସମ୍ଭାବ୍ୟ ବାତ୍ୟା ରୂପନେଇ ପଶ୍ଚିମବଙ୍ଗ ଉପକୂଳରେ ହିଟ୍ କରିବ। ତେଣୁ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ମଚାଇପାରେ ପ୍ରକୃତି। ଆଜି ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା!-->…
ଦୀପାବଳି ଅବସରରେ କର୍ମଚାରୀଙ୍କୁ ସୋଲାର ପାନେଲ ଉପହାର ଦେଇ ପୁଣିଥରେ ଚର୍ଚ୍ଚାରେ ଗୁଜରାଟ ସୁରତର ଗୋବିନ୍ଦ ଢୋଲାକିଆ
ସୁରଟ: ନିଜ କମ୍ପାନୀର କର୍ମଚାରୀଙ୍କ ପାଇଁ ହୃଦୟ ଖୋଲିଦେଲେ ମାଲିକ। ଦୀପାବଳି ଅବସରରେ କର୍ମଚାରୀଙ୍କୁ ସୋଲାର ପାନେଲ ଉପହାର ଦେଇ ପୁଣିଥରେ ଚର୍ଚ୍ଚାରେ ଗୁଜରାଟ ସୁରତର ଗୋବିନ୍ଦ ଢୋଲାକିଆ।SRKଡାଏମଣ୍ଡ୍ କମ୍ପାନୀର କମ୍ପାନୀର ମାଲିକ ଗୋବିନ୍ଦ ଢୋଲାକିଆ ୧ ହଜାର କର୍ମଚାରୀଙ୍କୁ ଦୀପାବଳି ବୋନସ!-->…
ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା
ମୁମ୍ବାଇ: ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା। ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣାଙ୍କ ବିରୋଧରେ ମୁମ୍ବାଇ ଶିୱରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ନକଲି ଜାତିପ୍ରମାଣପତ୍ର ନେଇ ଉଭୟ ନବନୀତ ଓ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି!-->…
ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ
ଲଣ୍ଡନ:ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ହିଁ ସଫଳତା ହାସଲ ହୋଇଛି। ତାଙ୍କୁ ମିିଳିଛି ମ୍ୟାଜିକ୍!-->…
ରୋଜଗାର ମେଳା ଉଦଘାଟନ କଲେ ମୋଦି, ଦେଲେ ୭୫ ହଜାର ନିଯୁକ୍ତି ପତ୍ର
ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ଉଦଘାଟନ କରିଛନ୍ତି। ୧୦ଲକ୍ଷ ନିଯୁକ୍ତି ଅଭିଯାନରେ ଏହି ମେଳା ଆରମ୍ଭ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରାମ୍ଭ ହୋଇଥିବା ବେଳେ ୭୫,୦୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।!-->…
୫ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର
ଭୋପାଳ: ୫ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର। ସୌଦା ପାଇଁ ଯାଇଥିବା ବେଳେ ବୁଲା କୁକୁର ମାନେ ଘେରିଯାଇ ଆକ୍ରମଣ କରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ମଧ୍ୟପ୍ରଦେଶର ଖାରଗୋନେ ଜିଲ୍ଲାରେ ଘଟିଛି। ମୃତ ଝିଅଟି ହେଉଛି ସୋନିଆ। ତାଙ୍କ ବେକରେ କୁକୁର କାମୁଡ଼ାର!-->…
ମନ୍ତ୍ରୀଙ୍କ ଦୀପାବଳି ଅଫର, ଟ୍ରାଫିକ୍ ନିୟମ ଭାଙ୍ଗିଲେ ଫାଇନ ଦେବାକୁ ପଡ଼ିବନି
ଅହମ୍ମଦାବାଦ: ବିବାଦରେ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି। ଦୀପାବଳି ଅବସରରେ ଅକ୍ଟୋବର ୨୧ରୁ ୨୭ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବହ ନାହିଁ ବୋଲି ସାଙ୍ଗଭୀ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ପୁଲିସ ଯାତ୍ରୀମାନଙ୍କୁ ଜରିମାନା ଆଦାୟ କିମ୍ବା ହଇରାଣ କରିବ!-->…
ଡାକ୍ତରଙ୍କୁ ଆକ୍ରମଣ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ : ଡାକ୍ତରଙ୍କ ବିରୋଧରେ ଆକ୍ରମଣ ପ୍ରସଙ୍ଗରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଏମ୍ସିଆଇ (ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ)କୁ ନୋଟିସ୍ କରିଛନ୍ତି। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଏବଂ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଉକ୍ତ!-->…