Browsing Category

ଦେଶ

ମୁଁ ନିଶ୍ଚିତ ଯେ ତାଙ୍କ ମନ‌ରେ ଆଘାତ ଲାଗିଛି; ଗାଙ୍ଗୁଲିଙ୍କ ବିସିସିଆଇ ସଭାପତି ପଦ ଯିବା ପରେ ଏଭଳି କହିଲେ ଦିଦି

କୋଲକାତା: ପୁଣି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିସିସିଆଇ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ନବଢ଼ାଇ ସଭାପତି ଭାବେ ୧୯୮୩ ଦିନିକିଆ କ୍ରିକେଟ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ଅଲ୍‌ରାଉଣ୍ଡର ତଥା ସେହି ବିଶ୍ବକପ୍‌ର…

ଦୀପାବଳିରେ ଯୁବପିଢ଼ିଙ୍କୁ ମେଗା ଉପହାର ଦେବେ ମୋଦି

ନୂଆଦିଲ୍ଲୀ: ଖୁସି ଖବର ଦେବେ ମୋଦି। ଏହି ଦୀପାବଳିରେ ଯୁବପିଢ଼ିଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପି ୭୫,୦୦୦ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର। ଶନିବାର ଏ ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ଆଲୋଚନା କରିବାର…

ବାଣ ଗୋଦାମରେ ବିସ୍ଫୋରଣ, କୋଠା ଭୁଶୁଡି ୪ ମୃତ

ଭୋପାଳ: ଦୀପାବଳି ପୂର୍ବରୁ ଅଘଟଣ। ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ପରେ ଭୁଶୁଡିଲା କୋଠା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି। ସେହିପରି ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶର…

ସ୍ମାର୍ଟ ଫୋନ କିଣିବା ଲାଗି ରକ୍ତ ବିକିବାକୁ ୩୦ କିମି ଗଲା ନାବାଳିକା

କୋଲକାତା: ଚକିତ ଓ ବିବ୍ରତ କଲା ଭଳି ଘଟଣାଟିଏ। ଦାରିଦ୍ର୍ୟର ପ୍ରତିବନ୍ଧକ ସତ୍ତ୍ୱେ ଜଣେ ନିଜ ଲକ୍ଷ ହାସଲ ପାଇଁ କେତେ କଣ କରିପାରେ ତାର ଏକ ହୃଦୟ ବିଗଳିତ ଚିତ୍ର ସାମ୍ନାକୁ ଆସିଛି। ୫ ନୁହଁକି ୧୦ ନୁହଁ ମୋବାଇଲ ଫୋନ୍‌ ପାଇଁ ଜଣେ ନାବାଳିକା ରକ୍ତ ବିକିବାକୁ ୩୦ କିମି ଯାତ୍ରା କରିବା…

ବିଶ୍ୱକପକୁ ପାକିସ୍ତାନର ବୟକଟ ଧମକ: ଜବାବ ରଖିଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପରୁ ଦରକାର ପଡ଼ିଲେ ପାକିସ୍ତାନ ଓହରିଯିବ ବୋଲି କହିବା ପରେ ବିବାଦ ତୀବ୍ର ହୋଇଛି। ଏହାପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ପାକିସ୍ତାନରେ ହେବାକୁ ଥିବା ୨୦୨୩ ଏସିଆ କପ ପାଇଁ ଭାରତ ଇସଲାମାବାଦ ଯିବ ନାହିଁ ବୋଲି…

ବାଣ ନୁହେଁ ମିଠା କିଣ, ଲୋକଙ୍କୁ ନିଶ୍ୱାସ ନେବାକୁ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଏଥର ବାଣ ଫୁଟିବ କି ନାହିଁ? ଲୋକେ ଆତସବାଜୀ କରିବେ ନା ନାହିଁ? ଏନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଆସିଛି କୋର୍ଟଙ୍କ ରୋଚକ ରାୟ। ଉଚ୍ଚତମ ନ୍ୟାୟଳୟ କହିଛନ୍ତି, ‘ ଦିଲ୍ଲୀବାସୀଙ୍କୁ ପ୍ରଥମେ ପ୍ରଦୂଷଣମୁକ୍ତ ବାୟୁରେ ନିଶ୍ୱାସ ନେବାକୁ ଦିଆଯାଉ। ଲୋକେ…

୨୩ ମହଲାରେ ଥିବା ଜିମ୍‌ରୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ

ମୁମ୍ବାଇ: ଜୀବନ ହାରିଛନ୍ତି ମୁମ୍ବାଇର ଜଣେ ବ୍ୟବସାୟୀ। ରିୟଲ ଇଷ୍ଟେଟ ବ୍ୟବସାୟ କରୁଥିବା ପାରସ ପୋରୱାଲା ଆଜି ମୁମ୍ବାଇରେ ଥିବା ତାଙ୍କ ଘରର ଜିମରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପାରସ ମୁମ୍ବାଇରେ ଥିବା ଗୋଟିଏ ବିଲଡିଂର ୨୩ତମ ମହଲାରେ ରହୁଥିଲେ। ସେଠାରେ ସେ ନିଜର ଗୋଟିଏ ଜିମ ମଧ୍ୟ…

ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା

ଚେନ୍ନାଇ: ଜୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି।ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ…

ଉତ୍ତର ପ୍ରଦେଶ ମତଦାନରେ ଅତି ସାଂଘାତିକ ଅନିୟମିତତା ହୋଇଛି: ଶଶୀ ଥରୁର୍‌ଙ୍କ ଏଜେଣ୍ଟ୍‌

ନୂଆଦିଲ୍ଲୀ: ଦଳର ଅଧ୍ୟକ୍ଷ ପଦ ନିମନ୍ତେ ଉତ୍ତର ପ୍ରଦେଶରେ ହୋଇଥିବା ମତଦାନରେ ‘ଅତି ସାଂଘାତିକ ଅନିୟମିତତା’ ହୋଇଛି ବୋଲି ଶଶୀ ଥରୁର୍‌ଙ୍କ ଅନ୍ୟତମ ନିର୍ବାଚନ ଏଜେଣ୍ଟ୍‌ ସଲ୍‌ମାନ୍‌ ସୋଜ୍‌ ‘କଂଗ୍ରେସ ଚିଫ୍‌ ଇଲେକ୍‌ସନ୍‌ ଅଥରିଟି’ର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ନିକଟରେ ଲିଖିତ…

ନୂଆ ଜାତୀୟ ରାଜପଥରେ ନିର୍ମାଣ ହେବ ‘ହେଲିପ୍ୟାଡ୍‌’: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନସ୍ଥାନାନ୍ତରଣ ନିମନ୍ତେ ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ ବୋଲି ମଙ୍ଗଳବାର ଦିନ ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ’ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…