Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗ୍ୟାଙ୍ଗଷ୍ଟର୍ଙ୍କ ଉପରେ NIAର ଆକ୍ସନ, ୫୦ରୁ ଅଧିକ ସ୍ଥାନରେ ରେଡ୍
ନୂଆଦିଲ୍ଲୀ: ଆକ୍ସନ ମୋଡରେ ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ତଥା ଏଏନ୍ଆଇ। ଗ୍ୟାଙ୍ଗଷ୍ଟର୍ଙ୍କ ବିରୋଧରେ ଏନ୍ଆଇଏ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ସାରା ଦେଶର ପ୍ରାୟ ୫ ରାଜ୍ୟରେ ୫୦ରୁ ଅଧିକ ସ୍ଥାନରେ ଏନ୍ଆଇଏ ଚଢ଼ାଉ କରିଛି। ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ ଲିଙ୍କ,!-->…
କେଦାରନାଥ ଯାଉଥିବା ହେଲିକପ୍ଟର କ୍ରାଶ୍, ୬ ମୃତ
ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା। କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଛି। କେଦାରନାଥ ଠାରୁ ୯ କିଲୋମିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟ୍ ଅଛନ୍ତି। ବର୍ଷା ଓ କୁହୁଡି!-->!-->!-->…
ଗହମ ଓ ସୋରିଷର ଏମଏସ୍ପି ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ସରକାର ରବି ଫସଲ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍ପି) ବୃଦ୍ଧି କରିଛନ୍ତି। ୨୦୨୩-୨୪ ରବି ପାଇଁ ଏହି ବର୍ଦ୍ଧିତ ଏମଏସ୍ପି ଦାମରେ ସରକାର ଚାଷୀଙ୍କ ଠାରୁ!-->…
ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଆଇନାନୁଯାୟୀ ଖଲାସ କରାଯାଇଛି- କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଜରାଟ ସରକାର ୧୯୯୨ ମସିହାର ପୁରୁଣା କ୍ଷମା ନୀତି ବଳରେ ଛାଡ଼ିବାକୁ ଚାହୁଁଥିବା ବେଳେ!-->…
ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ
ନୂଆଦିଲ୍ଲୀ: କ୍ରାଶ ହେଲା ରୁଷର ଲଢ଼ୁଆ ବିମାନ। ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ମାଡ ହୋଇଛି। ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟରେ ଲୋକେ ରହୁଥିବା ଅଞ୍ଚଳରେ ବିମାନଟି କ୍ରାଶ୍ ହୋଇଛି। ଫଳରେ ଏକ ଆପର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି!-->…
ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ!
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ତଦନ୍ତ କରିବାକୁ!-->…
ପ୍ରଥମେ ଶାହାରୁଖଙ୍କୁ ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟାଅ; ଗାଙ୍ଗୁଲିଙ୍କୁ ସମର୍ଥନ କରିବାରୁ ଦିଦିଙ୍କୁ କହିଲେ ଶୁଭେନ୍ଦୁ…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୋମବାର ସେ ଗାଙ୍ଗୁଲିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ପଠାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ତାଙ୍କର ଏଭଳି!-->…
ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’। ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି।!-->…
ମସଜିଦ ଜମିରେ ଧସେଇ ପଶିଲେ, ମୂର୍ତ୍ତି ରଖି ପୂଜାର୍ଚ୍ଚନା କଲେ ଶତାଧିକ ଲୋକ
ହାଇଦ୍ରାବାଦ: ଚିନ୍ତା ବଢ଼ାଇବା ଭଳି ଘଟଣା ହାଇଦ୍ରାବାଦରେ ଘଟିଛି। ହାଇଦ୍ରାବାଦର ରାଇଦୁଗାମରେ ଥିବା କୁତବ ଶାହି ମସଜିଦ ଜମି ଭିତରକୁ ଶତାଧିକ ଲୋକ ଧସେଇ ପଶିଛନ୍ତି। ସେମାନେ ମସଜିଦ ଜମିରେ ମୂର୍ତ୍ତି ପ୍ରତିଷ୍ଠା କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ରବିବାର ଏହି ଘଟଣା ଘଟିଥିବା ବେଳେ ଏହାକୁ!-->…
ଆଶ୍ରୟ ଦେବା ନାଁରେ ମହିଳାଙ୍କୁ ଆଶ୍ରମରେ ଗଣଦୁଷ୍କର୍ମ!
ଲକ୍ଷ୍ନୌ: ଜଣେ ଅସହାୟ ମହିଳାଙ୍କୁ ଆଶ୍ରୟ ଦେବା ନାଁରେ କିଛି ଲୋକ ଆଶ୍ରମ ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଖାଦ୍ୟରେ ନିଶା ଦେଇ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଯଦି ମହିଳା ମୁହଁ ଖୋଲନ୍ତି, ତା’ହେଲେ ତାଙ୍କୁ ହତ୍ୟା କରି ପୋତି ଦିଆଯିବ ବୋଲି ଆଶ୍ରମର ମହନ୍ତ ଧମକ!-->…