Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ‘ ନାମ ସହ ଉଦ୍ଧବଙ୍କୁ ମିଳିଲା ମଶାଲ ଚିହ୍ନ
ମୁମ୍ବାଇ: ଅନ୍ଧେରୀ ଇଷ୍ଟ୍ ଆସନରେ ବିଧାନସଭା ଉପ-ନିର୍ବାଚନ ପାଇଁ ଉଦ୍ଧବଙ୍କ ଶିବସେନା ଦଳକୁ ମଶାଲ ଚିହ୍ନ ଦେଇଛନ୍ତି ନିର୍ବାଚନ ଆୟୋଗ । ଅନ୍ଧେରୀ ଇଷ୍ଟ୍ ଆସନ ପାଇଁ ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଶିବସେନାର ଦୁଇଗୋଷ୍ଠୀ ଉଦ୍ଧବ ଏବଂ ସିନ୍ଦେ ଦଳର ଧନୁତୀର ଚିହ୍ନ!-->…
ମୁଲାୟମଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର ୧୦/୧୦: ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ!-->!-->!-->…
ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ,ଗଲାଣି ୩୪ ଜୀବନ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉଦ୍ବେଗନକ ରହିଛି। ବନ୍ୟାରେ ପ୍ରାୟ ଏଯାବତ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ!-->…
ଘେରାବନ୍ଦୀ କରି କିଭ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଛି ରୁଷ
କିଭ୍: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଇତିମଧ୍ୟରେ ଆକ୍ରମଣକାରୀ ରୁଷ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ଦଖଲ କରି ରାଜଧାନୀ କିଭ୍ରେ ପହଞ୍ଚିସାରିଛି। ଏବେ କିଭରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ ସେନା। ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ଼!-->…
ମୁଲାୟମ୍ ସିଂହ ଯାଦବଙ୍କ ମୃତ୍ୟୁ ପାଇଁ ଉତ୍ତର ପ୍ରଦେଶରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ‘ସମାଜବାଦୀ ପାଟି’ର ବିଶିଷ୍ଟ ନେତା ମୁଲାୟମ୍ ସିଂହ ଯାଦବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶ ରାଜ୍ୟରେ ୩ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ!-->…
ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ, ପିଟିସନ ଦାଖଲ କରିଥିଲେ ମନୋଜ…
ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଜେପି ନେତା ମନୋଜ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି ପିଟିସନରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ସଂସ୍କୃତି ବିରୋଧୀ!-->…
ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବାକୁ ମନାକଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବାକୁ ଆଗତ ଏକ ଆବେଦନକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଗ୍ରହଣ କରିବାକୁ ସୋମବାର ମନା କରି ଦେଇଛନ୍ତି। ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆଗତ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ!-->…
ମୁଲାୟମ୍ ସିଂହ ଯାଦବଙ୍କର ଦେହାନ୍ତ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଥିବା କଥା ଟୁଇଟ୍ କରି ପୁତ୍ର ଅଖିଳେଶ ଯାଦବ ସୂଚନା ଦେଇଛନ୍ତି। ସଂକ୍ଷେପରେ ଅଖିଳେଶ ଲେଖିଛନ୍ତି: ମୋର ଆଦରଣୀୟ ପିତା ତଥା!-->…
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିବା ନେଇ ମୋହର ବାଜିଛି। ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ!-->…
ବିନା ଟିକେଟରେ ଟ୍ରେନରେ ଯାଉଥିବା ୨୪ ଲକ୍ଷ ଲୋକଙ୍କ ପାଖରୁ ୧୬୩ କୋଟି ଟଙ୍କାର ଫାଇନ ଆଦାୟ କଲା ରେଳବାଇ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ଲୋକଙ୍କ ପାଇଁ ଲାଇଫ୍ ଲାଇନ୍ ଭାବରେ ଜଣାଯାଇଥାଏ | ପ୍ରତିଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ରେଳବାଇ ଅନେକ ନିୟମ କରିଛି।!-->…