Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁଁ ସଭାପତି ହେଲେ ହାଇକମାଣ୍ଡ ସଂସ୍କୃତି ହଟାଇ ଦେବି: ଶଶି ଥରୁର୍
ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସକୁ ଆଗକୁ ନେବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଯଦି ସେ ସଭାପତି ନିର୍ବାଚିତ ହୁଅନ୍ତି, ତା’ହେଲେ ଦଳରେ ଥିବା!-->…
ଅକ୍ଟୋବର ୧ରେ ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଏକ ନୂଆ ପ୍ରଯୁକ୍ତି ଯୁଗର ଅୟମାରମ୍ଭ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧, ପୂର୍ବାହ୍ନ ୧୦ଟା ବେଳେ ପ୍ରଗତି ମଇଦାନ, ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ। ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ଼ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ!-->…
ଆରଏସଏସ୍ ମୁଖ୍ୟଙ୍କୁ ଭେଟିଲେ ବୋଲି ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭାଗବତଙ୍କୁ ଭେଟିବା ପରେ ସର୍ବ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲ୍ୟାସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଫୋନରେ ତାଙ୍କୁ ହତ୍ୟା ଧମକ ମିଳୁଛି ।ଇଲ୍ୟାସିଙ୍କ କହିବା ଅନୁସାରେ ଜଣେ ଅଜଣା!-->…
ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ, ୧୦୦ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ
କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ବୋମା ବିସ୍ଫୋରଣ ଘଟଣା ହ୍ରାସ ପାଇବାର ନାମ ନେଉନାହିଁ। ଆଜି ରାଜଧାନୀ କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୦୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିସ୍ପୋରଣର!-->…
ବିମାନରେ ଏୟାରହୋଷ୍ଟେସଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କଲା ପାକିସ୍ତାନ
କରାଚୀ: ଅନ୍ତବସ୍ତ୍ର ନ ପିନ୍ଧିଲେ ଏଣିକି ବିମାନରେ ଚଢ଼ିପାରିବ ନାହିଁ | ବିମାନରେ ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ | ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ପକ୍ଷରୁ ଏହାର!-->…
ମୋ ନିମନ୍ତ୍ରଣକୁ ରାଜନୀତି କରିଦେଲେ: କେଜ୍ରିୱାଲଙ୍କୁ ଡାକି ଘରେ ଖୁଆଇବାର ରହସ୍ୟ କହିଲେ ଅଟୋ ଡ୍ରାଇଭର
ଅହମ୍ମଦାବାଦ: ରାଜନୀତିରେ କେତେବେଳେ କ’ଣ ହେବ ତାହା କେହି କହିପାରିବେ ନାହିଁ। ଜଣେ ଭୋଟର କେବେ କାହାର ପ୍ରଶଂସକ ହୋଇପାରନ୍ତି ତ ପୁଣି କେବେ ତାଙ୍କ ବିରୋଧରେ ମଧ୍ୟ କହିପାରନ୍ତି | ଆଜି ଆମେ ଆପଣଙ୍କୁ ଗୁଜୁରାଟର ଏକ ଘଟଣା ବାବଦରେ କହିବୁ | କିଛିଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ!-->…
ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ।ପ୍ରଧାନମନ୍ତ୍ରୀଙ୍କ!-->…
ଆମ୍ବୁଲାନ୍ସକୁ ବାଟ ଦେବାକୁ ନିଜ ‘କାରକେଡ୍’କୁ ଅଟକାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଅହମଦାବାଦ: ସଂପ୍ରତି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ତେବେ, ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍’କୁ ଅଟକାଇ ଦେଇଥିଲେ। ଏହି ଘଘଟଣା ଏବେ ଚର୍ଚାର ବିଷୟ!-->…
ବୁଦ୍ଧଖୋଲରେ ବୁଗୁଡ଼ା ବ୍ଲକ ସ୍ତରୀୟ କଳାକାରଙ୍କ ସମାବେଶ
ବୁଗୁଡ଼ା : ବୁଗୁଡ଼ା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପଠାରେ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବି.କରଡ଼ାବାଡ଼ିର ଧବଳେଶ୍ବର ନାଟ୍ଯ ସଂସଦ , ଖୋଳଖାଳିର ବ୍ରହ୍ମଣୀଦେବୀ ନାଟ୍ଯକଳା ପରିଷଦ , ସୋଲଣ୍ଡିର ମା ସନ୍ତୋଷୀ ନାଟ୍ଯ ସଂସଦ, ଆଦିପୁର!-->…
ଆସିଲା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ
ମୁମ୍ବାଇ: ଆସିଲା ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ। ଦ୍ରୁତ ଗତିରେ ଗାଡ଼ି ଚାଳନା ହିଁ ତାଙ୍କ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ କୁହାଯାଇଛି। ଗତ ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ସାଇରସଙ୍କର!-->…