Browsing Category

ଦେଶ

ଆରଏସଏସ ନେତାଙ୍କୁ ହତ୍ୟା ମାମଲାରେ ପିଏଫଆଇ ନେତାଙ୍କୁ ଗିରଫ କଲା ପୁଲିସ, ୨୭କୁ ବଢ଼ିଲା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା

ତିରୁବନନ୍ତପୁରମ: ଆରଏସଏସ ନେତା ଶ୍ରୀନିବାସନଙ୍କ ହତ୍ୟା ଘଟଣାରେ କେରଳ ପୁଲିସ ସୋମବାର ବିଳମ୍ବିତ ରାତିରେ ପାଲକ୍କଡ ଜିଲ୍ଲାରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଜିଲ୍ଲା ସଚିବ ଆବୁ ବକର ସିଦ୍ଦିକଙ୍କୁ ଗିରଫ କରିଛି। ସ୍ଥାନୀୟ ଆରଏସଏସ ନେତା ଶ୍ରୀନିବାସନଙ୍କୁ ହତ୍ୟା କରିବା ପାଇଁ…

ନିର୍ବାଚନୀ ସ୍ବଚ୍ଛତା: ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ଲାଗି ଡିଜିଟାଲ୍‌ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍‌…

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଅଜ୍ଞାତ ରାଜନୈତିକ ଦାନକୁ ୨୦,୦୦୦ ରୁ ୨,୦୦୦ ଟଙ୍କାକୁ ହ୍ରାସ କରିବା ଏବଂ ନଗଦ ଦାନକୁ ୨୦ ପ୍ରତିଶତ କିମ୍ବା ସର୍ବାଧିକ ୨୦ କୋଟି ଟଙ୍କା ମଧ୍ୟରେ ସୀମିତ (କ୍ୟାପ୍‌) କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର…

ବମ୍ବେ ଆଇଆଇଟି : ଛାତ୍ରୀ ହଷ୍ଟେଲ ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ସୁଟିଂ କରିଥିବା ଅଭିଯୋଗରେ କ୍ୟାଣ୍ଟିନ…

ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଏମଏମଏସ୍ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବାବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ରେକର୍ଡିଂ କରିବା…

ପାର୍ଥଙ୍କ ଲିଙ୍କରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କଲାଣି ଇଡି

କୋଲକାତା: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ବିରୋଧରେ ପଶ୍ଚିମବଙ୍ଗ ବିଧାନସଭା ଗୋଟିଏ ସଂକଳ୍ପ ପାରିତ କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାଂଘାତିକ ତଥ୍ୟ ଦେଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଫସି ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ…

କେନ୍ଦ୍ର ମନ୍ତ୍ରୀଙ୍କ ବଙ୍ଗଳା ଉପରେ ବୁଲିବ ବୁଲଡୋଜର୍‌

ମୁମ୍ବାଇ: ଭାଙ୍ଗିବ କେନ୍ଦ୍ର ମନ୍ତ୍ରୀଙ୍କ ଘର। ତାଙ୍କ ବଙ୍ଗଳା ଉପରେ ବୁଲିବ ବୁଲଡୋଜର୍‌। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାରେ ତିଆରି ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବ୍ରିହାନ୍‌ମୁମ୍ବାଇ ମହାନଗରପାଳିକା ବା ବିଏମ୍‌ସିକୁ…

ଦିଲ୍ଲୀରୁ ଫେରିବା ପରେ ଜୋଶ୍‌ରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ…

ମୋଦି, ମୋଦି ନାରାରେ କେଜ୍ରିୱାଲଙ୍କୁ ସ୍ୱାଗତ

ଭଦୋଦରା: ଗୁଜରାଟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ଭଦୋଦରା ଏୟାରପୋର୍ଟରୁ ବାହାରିବା ବେଳେ ତାଙ୍କୁ ମୋଦି, ମୋଦି ନାରାରେ ସ୍ୱାଗତ କରାଯାଇଛି। ସେ…

ଭାରତ ଯୋଡ଼ୋ ପଦଯାତ୍ରା ଗୁଜରାଟ କିମ୍ବା ଅନ୍ୟ କୌଣସି ବିଜେପି ଶାସିକ ରାଜ୍ୟରୁ ଆରମ୍ଭ ହୋଇଥିଲେ ଏହାର ପ୍ରଭାବ ଅଧିକ…

ନାଗପୁର: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ଜନ ବିରୋଧୀ ନୀତି ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରାଯାଇଛି। ଏହାର ନେତୃତ୍ୱ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ନେଉଛନ୍ତି।ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି…

୧୦ ବର୍ଷ ହେଲା ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇଆସୁଥିଲେ ଲିଙ୍ଗାୟତ ଗୁରୁ

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ଅପରାଧ ସଂପର୍କରେ ଚାଲିଥିବା ତଦନ୍ତରୁ ଆଉ କେତେକ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ସେ ଗତ ପ୍ରାୟ ଏକ ଦଶନ୍ଧି ଧରି…

‘ବିନା ରାଜ୍ୟରେ ରାଜା: ଗଜପତି’ ପୁସ୍ତକ ଉନ୍ମୋଚିତ

ନୁଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର ଆଧ୍ୟାତ୍ମିକ ରାଜତ୍ବ ତାଙ୍କ ଅଧୀନରେ ରହିଥିବା ବିଖ୍ୟାତ ବୁଦ୍ଧିଜିବୀ ଡଃ କରଣ ସିଂହ ମତପ୍ରକାଶ…