Browsing Category

ଦେଶ

ମହିଳା ସଂରକ୍ଷଣକୁ ନେଇ ପାୱାରଙ୍କ ‘ଉତ୍ତର ଭାରତ ମାନସିକତା’ ବୟାନ

ପୁଣେ: ଚର୍ଚ୍ଚାରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବୟାନ। ମହିଳା ସଂରକ୍ଷଣ ବିଲ୍‌କୁ ନେଇ ସେ ଦେଇଥିବା ଉତ୍ତର ଭାରତ ମାନସିକତା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ଭାରତ ଓ ସଂସଦର ମାନସିକତା ଏଯାଏ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ସଂରକ୍ଷିତ ବ୍ୟବସ୍ଥା ଲାଗୁ କରିବା…

ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରିଆସୁଛି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରୁଛି। ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଜନ ପ୍ରତିନିଧୀ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି କହିଛନ୍ତି। ଏଥି ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ଜେଲରେ ଥିବା ଆପ ବିଧାୟକଙ୍କ ୪ ସହଯୋଗୀ  ଗିରଫ

ନୂଆଦିଲ୍ଲୀ: ଆପ ବିଧାୟକ ଅମାନତୁଲ୍ଲା ଖାନ ଗିରଫ ହେବାର ୨ ଦିନ ପରେ ଦିଲ୍ଲୀ ପୁଲିସ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଦିଲ୍ଲୀ ୱାକଫବୋର୍ଡ଼ ନିଯୁକ୍ତିରେ ଦୁର୍ନୀତିକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରଥମେ ଅଟକାଯାଇଥିଲା। ସେହିପରି…

ରାଘବ ଚଢ଼ାଙ୍କୁ ବଡ଼ ଦାୟିତ୍ୱ ଦେଲା ଆପ୍‌

ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘ‍ବ ଚଢ଼ାଙ୍କୁ ବଡ଼ ଦାୟିତ୍ୱ ଦେଇଛି ଦଳ। ଗୁଜରାଟ ପାଇଁ ରାଘବଙ୍କୁ ମିଳିଛି କୋ-ଇନ୍‌ଚାର୍ଜ ଦାୟିତ୍ୱ। ଆଗକୁ ଗୁଜରାଟ ନିର୍ବାନ ଥିବାରୁ ରାଘବଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ। ପଞ୍ଜାବ ନିର୍ବାଚନ ବେଳେ ସମାନ ଦାୟିତ୍ୱ ନିଭାଇଥିଲେ ରାଘବ। ଏଠାରେ ପୂରା ଦମରେ…

ବିଶ୍ୱବିଦ୍ୟାଳୟର ସ୍ପଷ୍ଟୀକରଣ: କେବଳ ଜଣେ ଝିଅଙ୍କୁ ଛାଡ଼ି କାହାରି ଆପତ୍ତିଜନକ ଭିଡିଓ ତିଆରି ହୋଇନି

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଘଟିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଜୋରଦାର ହଙ୍ଗାମା ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କୈଫତ ଜାରି କରାଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ, ହଷ୍ଟେଲରେ କୌଣସି ଆପତ୍ତିଜନକ ଭିଡିଓ ତିଆରି…

ସାଥୀ ଝିଅମାନଙ୍କର ଆପତ୍ତିଜନ ଭିଡିଓ ଭାଇରାଲ କରିଥିବା ଯୁବତୀ ଗିରଫ

ଚଣ୍ଡିଗଡ଼: ଚଣ୍ଡିଗଡ଼ ୟୁନିଭର୍ସିଟିରେ ନିଜ ରୋମମେଣ୍ଟଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପଞ୍ଜାବ ପୁଲିସ ସମ୍ପୃକ୍ତ ଯୁବତୀଙ୍ଗୁ ଗିରଫ କରିଛି। ହଷ୍ଟେଲର ସାଥୀ ଯୁବତୀମାନେ ଏହି ଅଭିଯୋଗ ଆଣିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏ ବିଷୟରେ ବିଶ୍ୱବିଦ୍ୟାଳୟ…

ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପାଇଁ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅଭିଯାନ ଜୋରଦାର ହୋଇଛି।  ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ…

ତାଇୱାନରେ ବଡ ଧରଣର ଭୂମିକମ୍ପ, ଜାପାନରେ ସୁନାମୀ ସତର୍କତା

ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି। ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ବିଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତାଙ୍କର ୭୨ତମ ଜନ୍ମଦିନ ଅବସରରେ ସାରା ଦେଶବାସୀଙ୍କଠାରୁ ଏବଂ ବିଦେଶରୁ ମଧ୍ୟ ତାଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଆସୁଛି। ତେବେ ଏମଧ୍ୟରେ ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା…

ଜନ୍ମଦିନରେ ନିଜ ମା’ଙ୍କ ଆଶୀର୍ବାଦ ନେଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜନ୍ମଦିନରେ ନିଜ ମା’ଙ୍କ ଆର୍ଶୀବାଦ ନେଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନ ଅବସରରେ ଶନିବାର ସକାଳେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାକୁ ଛାଡ଼ିଥିଲେ। ଏହି ସମୟରେ ସେ କହିଥିଲେ…