Browsing Category

ଦେଶ

ଟରଣ୍ଟୋ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖା: କାନଡା ସରକାରଙ୍କ ନିକଟରେ ଅଭିଯୋଗ କଲା ଭାରତ

ଟରଣ୍ଟୋ: ‌ଟ‌ରଣ୍ଟୋସ୍ଥିତ ‘ବିଏପିଏସ୍‌ ସ୍ବାମୀନାରାୟଣ ମନ୍ଦିର‌’ରେ ଲିଖିତ ଭାରତ ବିରୋଧୀ ସ୍ଲୋଗାନ୍‌କୁ ଆଜି ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି କାନଡୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

୨ଲକ୍ଷ ୪୩ ହଜାର ମଦ ବୋତଲ ଉପରେ ବୁଲ ଡୋଜର ଚଢ଼ାଇଲା ଆନ୍ଧ୍ରପ୍ରଦେଶ ପୁଲିସ

ଆନ୍ଧ୍ରପ୍ରଦେଶ: ଆକ୍ସନ ମୋଡ଼ରେ ରହିଛି ଆନ୍ଧ୍ରପ୍ରଦେଶ ପୁଲିସ । ରାଜ୍ୟରେ ଚୋରା ଚାଲାଣ ହେଉଥିବା ପୁଳାପୁଳା ବେଆଇନ୍‌ ମଦ ଉପରେ ପୁଲିସ ନଜର ରଖିଛି । ଗତକିଛି ଦିନ ହେବ ପୁଲିସ ଆନ୍ଧ୍ରପ୍ରଦେଶରେ ବିପୁଳ ପରିମାଣର ନକଲି ମଦ ଜବତ କରିଥିବା ବେଳେ, ପୁଣି ଗତକାଲି ବୁଧବାର ପୁଳାପୁଳା ମଦ ବୋତଲ ଜବତ…

ବାହା ହେବାକୁ ମନା କରିବାରୁ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ

ଲଖିମପୁର ଖେରି: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଭୟଙ୍କର ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଦୁଇ ଜଣ ଦଳିତ ନାବାଳିକା ଭଉଣୀ ବାହା ହେବାକୁ ମନା କରିବାରୁ ସେମାନଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ…

ଟ୍ରାକ୍‌ରେ ଦୌଡିଲେ ୧୦୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଳୀ ୧୫।୦୯: ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ବୟସ ବଢ଼ିବା ସହିତ ଏଭଳି ଉତ୍ସାହୀ ଲୋକଙ୍କ ସାହସ ବଢ଼ିଚାଲେ । ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ସେମାନେ କିଛି ଭିନ୍ନ କରନ୍ତି । ବୟସ ୬୦ ଟପିବା ପରେ କେବଳ ଆରାମ…

ଏନଡିଏରେ ହୋଇପାରେ ଚିରାଗ ପାସୱାନଙ୍କ ଘରବାହୁଡା

ନୂଆଦିଲ୍ଲୀ ୧୫/୦୯: ବିଜେପି ଆଡକୁ ଢଳୁଛନ୍ତି ଚିରାଗ ପାସଓ୍ୱାନ । ବୁଧବାର ସୁରଟରେ ହିନ୍ଦୀ ଦିବସ ଉତ୍ସବ କାର୍ଯ୍ୟକ୍ରମ ଥିଲା । ଯାହାକୁ ସମ୍ୱୋଧନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ଅମିତ ଶାହା । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଲୋକ…

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଉଜ୍‌ବେକିସ୍ତାନ ଗସ୍ତ

ନୂଆଦିଲ୍ଲୀ ୧୫।୦୯: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଉଜ୍‌ବେକିସ୍ତାନ ଗସ୍ତ । ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ କରିବେ। ଉଜବେକିସ୍ତାନର ସମରକନ୍ଦରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଏହି…

ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’; ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାପୂର୍ବରୁ ଇଣ୍ଡଷ୍ଟ୍ରି କ୍ୟାପଟେନମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଏସବିଆଇ ଚେୟାରମ୍ୟାନ୍‌ ଦୀନେଶ କୁମାର ଖନ୍ନା,…

ବିଜେପିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଗୁଳି ଚଳାଇପାରିଥାନ୍ତା, ହେଲେ …: ମମତା ବାନାର୍ଜୀ

କୋଲକାତା: ଗତକାଲି ପଶ୍ଚିମବଙ୍ଗରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିଲା । ମମତା ସରକାରଙ୍କ ଭ୍ରଷ୍ଟାଚାର ପ୍ରତିବାଦରେ ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ଗତକାଲି ନବାନ୍ନ ଅଭିଯାନ (ସଚିବାଳୟକୁ ଶୋଭାଯାତ୍ରା) କରିଥିଲେ । ତେବେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା…

ସୀମାରୁ ଗୋଟିଏ ସମସ୍ୟା କମ ହେଲା : ଲଦାଖରେ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ଜୟଶଙ୍କରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗସ୍ଥିତ ପାଟ୍ରୋଲ ପଏଣ୍ଟ-୧୫ରୁ ଭାରତ ଓ ଚୀନ ସୈନ୍ୟ ପ୍ରତ୍ୟାହାର କରିବା ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଯେ, ସୀମାରୁ ଗୋଟିଏ ସମସ୍ୟା କମିଗଲା ।ଫ୍ରାନ୍ସର ବିଦେଶ…

ମାଗଣା ବା ଶସ୍ତା ବିଜୁଳି ଲାଗି ଏଣିକି ଆବେଦନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଏଣିକି ମାଗିଲେ ହିଁ ମିଳିବ ଶସ୍ତା ବିଜୁଳି। ବିନା ଆବେଦନରେ ସବ୍‌ସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା। ଏଭଳି କିଛି ଆଜି ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଲି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ…