Browsing Category

ଦେଶ

ନିଟ୍ ୟୁଜି ରେଜଲ୍ଟ : ରାଜସ୍ଥାନର ତନିସ୍କା ଦେଶରେ ଟପ୍ପର

ଘୋଷଣା ହୋଇଛି ମେଡିକାଲ ଆଶାୟୀମାନଙ୍କ ନିଟ୍ ୟୁଜି ପରୀକ୍ଷା ଫଳ । ୧୮ ଲକ୍ଷରୁ ଊଦ୍ଧ୍ୱର୍ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ ପାଇଛି । ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନଟିଏ ଅନ୍ତିମ ନିଟ୍ ଉତର ପତ୍ର ଓ ସର୍ବଭାରତୀୟ ରାଙ୍କ ପ୍ରକାଶ ପାଇଛି । ରାଜସ୍ଥାନର ତନିଷ୍କା ଦେଶରେ ଟପର ହୋଇଛନ୍ତି । …

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ…

ସାନଫ୍ରାନ୍‌ସିସ୍କୋ ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ୍‌

ଭାରତୀୟ ଷ୍ଟାର୍ଟଅପ୍, ଆମେରିକୀୟ ନିବେଶକ ଏବଂ ଅଗ୍ରଣୀ ଷ୍ଟାର୍ଟଅପ୍ ଅଂଶୀଦାରଙ୍କୁ ସଂଯୁକ୍ତ କରିବ ଏହି ସେତୁସେତୁ ପାଣ୍ଠି ସଂଗ୍ରହ, ବଜାର ପହଂଚ ଏବଂ ବ୍ୟବସାୟୀକରଣ ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ଷ୍ଟାର୍ଟଅପ୍ ଗୁଡିକୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବଆମେରିକୀୟ ଷ୍ଟାର୍ଟଅପ୍ ଏବଂ…

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦାବି ସମାଜବାଦୀ ପାର୍ଟିିର ୧୦୦ ବିଧାୟକ ଭାଜପାରେ ସାମିଲ ହେବାକୁ ପସ୍ତୁତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାବାଙ୍କି ଜନପଦ ଗସ୍ତରେ ଯାଇଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଲା ଭ୍ରମଣରେ ଯାଇଥିଲେ । ପ୍ରଥମେ ସେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଗୋପନୀୟ ଜନପ୍ରତିନିଧି ଓ ପାର୍ଟି ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ଏହାପରେ ସେ…

କେଜ୍ରିୱାଲଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ଚୋରି ଅଭିଯୋଗ; ମୁଖ୍ୟ ସଚିବଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଲେ ଏଲ୍‌ଜି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସେ ଷ୍ଟାମ୍ପ ଡ୍ୟୁଟି ଚୋରି କରିଥିବା ନେଇ ଉପ-ରାଜ୍ୟପାଳ (ଏଲ୍‌ଜି) ଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଉପରେ ଏଲ୍‌ଜି ଭିକେ ସକ୍ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ…

ବିହାରରେ ଏନ୍‌ଆଇଏର ବଡ ଆକ୍ସନ, ଦେଶ ବିରୋଧୀ ଗତିବିଧି ମାମଲାରେ ଅନେକ ସ୍ଥାନରେ ଚଢାଉ

ପାଟଡ଼ା,୮।୯: ବିହାର ରାଜଧାନୀ ପାଟନାରୁ ସାମନାକୁ ଆସିଛି ସବୁଠାରୁ ବଡ ଖବର। ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଅର୍ଥାତ ଏନଆଇଏ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ବିହାରର ୬ଟି ସହରର ୧୩ ଟି ସ୍ଥାନରେ ଚଢାଉ କରିଛି। ଫୁଲୱାରି ଶରିଫ୍‌ ଟେରର ମଡ୍ୟୁଲର ପର୍ଦାଫାଶ କରିବା ପରେ ଏଥିରେ…

ଆଇଏମ୍‌ଡିର ରେଡ ଆଲର୍ଟ: ଆହୁରି ୫ ଦିନ ବର୍ଷା, ଗମ୍ଭୀର ହେବ ବେଙ୍ଗାଲୁରୁ ସ୍ଥିତି!

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ସପ୍ତାହେ ହେଲା ପ୍ରବଳ ବର୍ଷା ଜାରି ରହିଛି। ୩ ଦିନ ହେଲା ସାରା ସହରରେ ପାଣି ଜମି ରହିଛି। ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ଏହା ମଧ୍ୟରେ ପାଣିପାଗ ବିଭାଗ (ଆଇଏମ୍‌ଡି) ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ…

ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌, : ଉତ୍ତରାଖଣ୍ଡର ଚମ୍ପାୱତ ଜିଲାରେ ଏକ ଦୁର୍ଘଟଣା ଘଟିଛି। ୧୨ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଖାଲରେ ପଡ଼ିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।…

ସୁପ୍ରିମକୋର୍ଟରେ ହେବ ‘ଗ୍ରୀନ ବେଞ୍ଚ’

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ 'ଗ୍ରୀନ ବେଞ୍ଚ' (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର କିମ୍ବା ଭୌତିକ ଦଲିଲ୍‌ ଦାଖଲ ନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ କାଗଜ…

ବଦଳିଲା ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ସଡକର ନାମ, ରାଜପଥ ହେଲା କର୍ତ୍ତବ୍ୟପଥ

ନୂଆଦିଲ୍ଲୀ: ଦିଲ୍ଲୀର ରାଜପଥର ନାମ ଏବେ କର୍ତ୍ତବ୍ୟପଥ ନାମରେ ହେବ ଜଣା। ବୁଧବାର ଅନୁଷ୍ଠିତ ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ମୋହର ବାଜିଛି। ଖାସ୍ କଥା ଜାନୁଆରୀ 26 ପରେଡର ମୂକସାକ୍ଷୀ ପାଲଟୁଥିବା ରାଜପଥର ନାମ ପୂର୍ବେ କିଙ୍ଗ୍ସଓ୍ଵେ ଥିଲା। ଗଣତନ୍ତ୍ର ଦିବସ ପରେଡରେ ତିନି…