Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହାରିଗଲେ ଋଷି, ଲିଜ୍ ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସ୍ରେ ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବାଜି ମାରିନେଲେ ଲିଜ୍ ଟ୍ରସ୍। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ!-->…
ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରତ୍ନ ପାଇଁ ନବୀନ ଯୋଗ୍ୟ ବୋଲି କାର୍ଯ୍ୟକ୍ରମରେ ଉଠିଲା ପ୍ରସଙ୍ଗ । ଜନସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ କରାଯାଇଛି ସମ୍ମାନିତ ।
!-->!-->!-->…
ଶିକ୍ଷକଙ୍କ ଉଦ୍ୟମ ଆମକୁ ନୂଆ ଉପଲବ୍ଧି ହାସଲ ଦିଗରେ ସହାୟକ ହେବ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁଦିବସ ପୂର୍ବ ସନ୍ଧ୍ୟାରେ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ଡଃ ଏସ୍ ରାଧାକ୍ରିଷ୍ଣନ୍ ସମସ୍ତ ଶିକ୍ଷକଙ୍କ ପାଇଁ ଏକ ପ୍ରେରଣା ବୋଲି କହିଛନ୍ତି।ରାଷ୍ଟ୍ରପତି ମୁର୍ମୁ ଏହି!-->…
ଚିଟଫଣ୍ଡ ଦୁର୍ନୀତି: ତୃଣମୂଳ ବିଧାୟକ ସୁବୋଧ ଅଧିକାରୀଙ୍କ ଘରେ ଚଢାଉ କଲା ସିବିଆଇ
କୋଲକାତା: ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଜପୁରର ତୃଣମୂଳ (ଟିଏମସି) ବିଧାୟକ ସୁବୋଧ ଅଧିକାରୀଙ୍କ ବାସଭବନ ସମେତ ଉତ୍ତର ୨୪ପ୍ରଗଣାର ଅନେକ ସ୍ଥାନରେ ରବିବାର (ସେପ୍ଟେଟର ୪) କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଚଢାଉ ଆରମ୍ଭ କରିଛି।ସିବିଆଇର ଏକ ପ୍ରତିନିଧି ଦଳ ସୁବୋଧ ଅଧିକାରୀଙ୍କ!-->…
ଋଷି ସୁନକ ବନାମ ଲିଜ୍ ଟ୍ରସ: ସୋମବାର ବ୍ରିଟେନ୍ ପାଇବ ନୂଆ ପ୍ରଧାନମନ୍ତ୍ରୀ
ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀ ଦୌଡ଼ରେ ଶେଷକୁ ରହିଛନ୍ତି ଦୁଇ ପ୍ରତିଦ୍ବନ୍ଦ୍ବୀ ଋଶି ସୁନକ ଓ ଲିଜ ଟ୍ରସ। ଏମାନଙ୍କ ମଧ୍ୟରେ ଦୌଡ଼ର ପରିସମାପ୍ତି ଘଟିବ ସୋମବାର ସନ୍ଧ୍ୟାରେ, ଯେତେବେଳେ କଞ୍ଜରଭେଟିଭ୍ ପାର୍ଟି ନିଜର ତଥା ଦେଶର ନେତା ବାଛିବା ପାଇଁ!-->…
ଦେଓଘର ବିମାନବନ୍ଦର ମାମଲାରେ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଓଘର ବିମାନବନ୍ଦର ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଦନ୍ତ ନିର୍ଦ୍ଦେଶ ଦେଛନ୍ତି। ନିଜ ଚାଟାର୍ଡ଼ ଫ୍ଲାଇଟ୍ ପାଇଁ ଝାରଖଣ୍ଡର ଦେଓଘର ବିମାନବନ୍ଦର ଅଧିକାରୀଙ୍କୁ ଟ୍ରାଫିକ୍ କ୍ଲିଅରାନ୍ସ ପାଇଁ ଚାପ ପୟୟୋଗ କରିଥିବା ଅଭିଯୋଗରେ ବିଜେପି ନେତା!-->…
ମହିଳାଙ୍କ ପେଟରୁ ବାହାରିଲା ୪୫ କେଜିର ଟ୍ୟୁମର
ନୂଆଦିଲ୍ଲୀ: କେଜିଏକି ୨ କେଜି ନୁହଁ। ମହିଳାଙ୍କ ପେଟରୁ ବାହାରିଛି ୪୫ କେଜିର ଟ୍ୟୁମର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ମହିଳାଙ୍କ ପେଟରୁ ପ୍ରାୟ ୪୫ କେଜି ଟ୍ୟୁମର ବାହାର କରିବାରେ ଡାକ୍ତର ସଫଳ ହୋଇଛନ୍ତି। ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇଛି। ବ୍ରାଜିଲର ସାଓ ଜୋସେ ଡୋ ଅଭାନି!-->…
ଆଜାଦଙ୍କ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’
ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେବା ପରେ ନୂଆ ଗଠନ କଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ ବୋଲି ଘୋଷଣା କରିଛନ୍ତି। ଏହି ଦଳକୁ ସର୍ବ ଧର୍ମ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ବୁଝି ପାରିବେ ବୋଲି ସେ!-->…
ଯେବେଠାରୁ ବିଜେପି କ୍ଷମତାକୁ ଆସିଛି ଦରଦାମ ବେଲଗାମ ହୋଇଛି: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଆଜି ହାଲ୍ଲାବୋଲ କରାଯାଇଛି। ରାଜଧାନୀ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ଏହି ରାଲିରେ କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ନାରାବାଜି କରାଯାଇଥିଲା। ଦିଲ୍ଲୀର!-->…
ଦୁର୍ଘଟଣାରେ ଚାଲିଗଲେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ
ମୁମ୍ବାଇ: ଦୁର୍ଘଟଣାରେ ଚାଲିଗଲେ ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଆଜି ପରଲୋକ ଘଟିଛି। ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘରର!-->…