Browsing Category

ଦେଶ

୭ରେ ବଙ୍ଗୋପସାଗରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ। ଫଳରେ ଉତ୍ତରପ୍ରଦେଶ ଏବଂ ବିହାରର ଶୁଖିଲା ସ୍ଥାନକୁ ବର୍ଷା ଆଣିବ ମୌସୁମୀ। ପାଣିପାଗ ପୂର୍ବାନୁମାନକାରୀମାନେ ଆକଳନ କରି କହିଛନ୍ତି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଲକ୍ଷଣ ପରିଲକ୍ଷିତ…

ସିବିଆଇ ଚଢଉ ପରେ ଗୁଜୁରାଟରେ ଆମର ଭୋଟ ଭାଗ ୪% ବଢିଛି : କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପରେ ସିବିଆଇ ଚଢଉ ପରେ ବିଜେପିକୁ ଟାର୍ଗେଟ୍ କରିଚାଲିଛି ଆପ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତ୍ୟେକ ଦିନ ବିଜେପି ବିରୋଧରେ ନୂଆ ନୂଆ ଅଭିଯୋଗ ଆଣିଚାଲିଛନ୍ତି । ଗୁରୁବାର ଦିନ…

ରୁଷରେ ଆରମ୍ଭ ହେଲା ବୃହତ୍ ସମରାଭ୍ୟାସ ଭୋସ୍ତକ୍-୨୦୨୨ ; ଆମେରିକାର ସମାଲୋଚନା ସତ୍ତ୍ବେ ଅଂଶଗ୍ରହଣ କରୁଛି ଭାରତ

ମସ୍କୋ : ରୁଷରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାର୍ଷିକ ବହୁଦେଶୀୟ ସମରାଭ୍ୟାସ ଭୋସ୍ତକ୍-୨୦୨୨ । ବିଭିନ୍ନ କାରଣରୁ ଏହି ସମରାଭ୍ୟାସ ବିବାଦ ସୃଷ୍ଟି କରିଛି । ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ନିଜର ପ୍ରଭାବ ଦେଖାଇବାକୁ ଚାହୁଁଛି । ଅନ୍ୟପଟେ ଭାରତ…

ମହାରାଷ୍ଟ୍ର : ରାଜ ଠାକରେଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ, ନିର୍ବାଚନୀ ମେଣ୍ଟ ସମ୍ଭାବନା ବଢିଲା

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାରଦିନ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ସାକ୍ଷାତ କରିଛନ୍ତି । ରାଜଙ୍କ ଦାଦରସ୍ଥିତ ଘରେ ଏହି ସାକ୍ଷାତ ହୋଇଥିଲା । ଗଣେଶ ପୂଜା ଅଭିନନ୍ଦନ ଜଣାଇବାକୁ ଏହି ସାକ୍ଷାତ ହୋଇଥିବା କୁହାଯାଉଥିଲେ ବି…

ଅଷ୍ଟ୍ରେଲିଆରେ ଭୟଙ୍କର କାର ଦୁର୍ଘଟଣାରେ ପଞ୍ଜାବୀ  ଗାୟକଙ୍କ ମୃତ୍ୟୁ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରୁ ଆସିଛି ଦୁଃଖଦ ଖବର। ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପ୍ରଖ୍ୟାତ ପଞ୍ଜାବ କଣ୍ଠଶିଳ୍ପୀ ନୀରବରୀ ସିଂହ। ବୁଧବାର ଅପରାହ୍ନ ୩.୩୦ରେ ମେଲବର୍ଣ୍ଣ ନିକଟ ବୁଲ୍ଲା-ଡିଗର୍ସ ରେଷ୍ଟ ରୋଡ ନିକଟରରେ ଏହି ଘଟଣା ଘଟିଥିଲା। ଶ୍ରୀ ସିଂହ କାରରେ ଯାଉଥିବା ବେଳେ…

ସିରିଏଲ କିଲର ଆତଙ୍କ, ୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତଙ୍କ ଖେଳିଯାଇଛି। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ହତ୍ୟା ପଛରେ ଜଣେ…

ରାଜ ଠାକେରଙ୍କ ପାର୍ଟିର ନେତାଙ୍କ ଗୁଣ୍ଡାଗର୍ଦ୍ଦି, ମହିଳାଙ୍କୁ ସର୍ବସମ୍ମୁଖରେ ପିଟିଲେ

ମୁମ୍ବାଇ: ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍‌)ର ଜଣେ ନେତା। ସେ ବିଚ୍‌ ରାସ୍ତାରେ ଜଣେ ମହିଳାଙ୍କୁ ଧକ୍କା ମାରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାଙ୍କର ଏହି ହରକତ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ମାଡ଼ ଖାଇଥିବା ମହିଳା…

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି…

ଜୁଲାଇରେ ୨.୩ ନିୟୁତ ହ୍ୱାଟସଆପ୍‌ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ହ୍ୱାଟସଆପ୍‌ ଭାରତରେ ୨ ନିୟୁତରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ବ୍ୟାନ କରିଥିବା ଘୋଷଣା କରିଛି। ଏହା ଜୁନ ମାସରେ ବ୍ୟାନ ହୋଇଥିବା ଆକାଉଉଣ୍ଟ ଠାରୁ ଅଧିକ। ଜୁନ ମାସରେ ପ୍ରାୟ ୨୨ ଲକ୍ଷ ଆଉଣ୍ଟକୁ ହ୍ୱାଟସଆପ ବ୍ୟାନ କରିଥିଲା। ହେଲେ ଜୁଲାଇରେ ଏହି ବ୍ୟାନ…

କାନ୍ଦିଲେ ଶବାନା ଆଜମୀ, କହିଲେ- ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ଲଜ୍ଜାଜନକ

ମୁମ୍ବାଇ: କ୍ୟାମେରା ଆଗରେ କାନ୍ଦି ପକାଇଲେ ବଳିଉଡର ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜମୀ। ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ମାମଲାରେ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବାକୁ ନେଇ ସେ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା କହିବା ସହ ବଖାଣିଛନ୍ତି ନିଜ ମନର…