Browsing Category

ଦେଶ

ବିଜେପି ନେତ୍ରୀଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ: ସୋନାଲିଙ୍କୁ ଅଧିକ ନିଶା ଦିଆଯାଇଥିଲା

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ କାହାଣୀରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ଘଟଣା ଦିନ ସୋନାଲିଙ୍କୁ ଅତ୍ୟଧିକ ନିଶା ଦିଆଯାଇଥିଲା। ଏହି ନିଶା ସୋନାଲିଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଗୋଆ ପୁଲିସ କହିଛି। ଶବ ବ୍ୟବଚ୍ଛେଦ…

ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ

ଅମ୍ବାଲା: ଘର ଭିତରରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ। ପରିବାର ସବୁ ସଦସ୍ୟ ଗୁରୁବାର ରାତ୍ର ଭୋଜନ କରି ଶୋଇଥିବା ବେଳେ ଆଜି ଆଉ ଉଠି ନାହାନ୍ତି। ହରିଆଣାର ଅମ୍ବାଲା ଅନ୍ତର୍ଗତ ବାଲାନା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ପୁଲିସ୍‌ ଖବର ପାଇ…

ରାହୁଲଙ୍କ ପାଇଁ ୨୦୧୪ରେ ହାରିଥିଲା କଂଗ୍ରେସ: ଗୁଲାମ ନବୀ

ନୂଆଦିଲ୍ଲୀ: ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ…

କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ଠିକ୍‌ ସେଇଆ ହୋଇଛି। ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରୁଥିବା କରି ଆସୁଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରି ଦେଇଛନ୍ତି। ସେ ଆଜି କଂଗ୍ରେସର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିବା କଥା ଘୋଷଣା…

ନିଜ ସରକାର ସପକ୍ଷରେ ସୋମବାର ଅନାସ୍ଥା ଭୋଟ୍ ଡାକିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଅପରେଶନ ଲୋଟସ୍‌ ଚର୍ଚ୍ଚାକୁ ଆସିବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜ ସରକାର ବିପକ୍ଷରେ ଅନାସ୍ଥା ଭୋଟ୍‌ ଆଣିଛନ୍ତି । ସୋମବାର ଏହି ଭୋଟ ହେବ। ନିଜ ଦଳର କୌଣସି ବିଧାୟକ…

ଫୋନ୍‌ରୁ ମିଳିଥିବା ‘ମାଲ୍‌ୱେର୍‌’ ‘ପେଗାସସ୍‌’ ବୋଲି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୨୯ଟି ଫୋନ୍‌ ଯାଞ୍ଚ କରାଯିବା ପରେ ୫ଟି ଫୋନ୍‌ରୁ ‘ମାଲ୍‌ୱେର୍‌’ ମିଳିଛି। କିନ୍ତୁ, ତାହା ଯେ, ‘ପେଗାସସ୍‌’ ଏହାର କୌଣସି ସୁନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ବୋଲି ଆଜି ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି।‘ପେଗାସସ୍‌’ କେଳଙ୍କାରୀ…

ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବାରୁ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ…

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରାଯିବା ଘଟଣାରେ ଆଜି ସୁପ୍ରିମ୍‌ କ‌ୋର୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ସୁପ୍ରିମ୍‌…

ପୁଲିସ ଅବହେଳାରୁ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ତ୍ରୁଟି ଘଟିଲା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜାନୁଆରି ମାସରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ‘ପଞ୍ଜାବ ପୁଲିସ’ର ଅବହେଳାଜନିତ ବୋଲି ତଦନ୍ତକାରୀ କମିଟି ଜାଣିପାରିଥିବା କଥା ଆଜି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ,…

ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀ ହେଲେ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ

ଲଖନଉ: ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାର ପୁରସ୍କାର ମିଳିଲା | ଆଉ ଆଜି ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି | ଚର୍ଚ୍ଚା ହେଉଛି ଯେ ଭୁପେନ୍ଦ୍ର ସିଂଙ୍କୁ ଜାଠ ସମୁଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ସହ ପଶ୍ଚିମ…

ଏକାଥରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହେଲେ ଜଣେ ବ୍ୟକ୍ତି

ରୋମ: ମେଡିକାଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବରିଳ ଘଟଣା ଘଟିଛି। ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକଥରକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ୩ଟି ଯାକ ଭାଇରସର ଟେଷ୍ଟ ପଜିଟିଭ ଆସିଛି। ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି।ଜର୍ଣ୍ଣାଲ ଅଫ…