Browsing Category

ଦେଶ

ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି। ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ ରାଜ୍ୟପାଳ ରମେଶ ବୈଶଙ୍କୁ ଚିଠି ପଠାଇଛନ୍ତି।ଚିଠିରେ ଇସି…

ପୂଜା ପାଇବେ ୧୮ ଫୁଟ୍‌ ଉଚ୍ଚ ସୁନାର ଗଣେଶ ମୂର୍ତ୍ତି

ଲକ୍ଷ୍ନୌ: ପାଖେଇ ଆସୁଛି ଗଣେଶ ଚତୁର୍ଥୀ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି। ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନ୍‌ର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। କିଏ ଚକୋଲେଟ୍ ତ କିଏ…

ଘୋଡ଼ା ବେପାର ଅଭିଯୋଗ, ଆପ୍‌ର କିଛି ବିଧାୟକଙ୍କ ପତ୍ତା ମିଳୁନି!

ନୂଆଦିଲ୍ଲୀ: ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ସାଂଘାତିକ ତଥ୍ୟ। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି…

ଆରଏସ୍‌ଏସ୍‌ର ଅନୁମତି ପରେ ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇଛି ବିଜେପି!

ନୂଆଦିଲ୍ଲୀ: ନିଜର ବେଧଡ଼କ ବୟାନ ପାଇଁ ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା। ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ବିଜେପି ମୁଖ୍ୟ ତଥା…

ମନି ଲଣ୍ଡରିଂ ଆଇନ: ନିଜ ରାୟର ପୁଣି ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନ ଉପରେ କେନ୍ଦ୍ରୀୟ ଏଜେନ୍ସିର ସବୁ କ୍ଷମତାକୁ କାଏମ ରଖିଥିବା ରାୟର ପୁଣି ବିଚାର କରିବେ ସୁପ୍ରିମକୋର୍ଟ । ବିଶେଷ କରି ଆଇନରେ ଥିବା ଦୁଇଟି ବ୍ୟବସ୍ଥାର ବିଚାର କରାଯିବାର ଆବଶ୍ୟକ ରହିଥିବା ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ…

ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ନୂଆଦିଲ୍ଲୀ: ସୁସ୍ଥ ହେଉଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୧୫ ଦିନ ପରେ ଫେରିଲା ତାଙ୍କ ଚେତା। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି। ଏନେଇ ତାଙ୍କ ପିଆର୍‌ଓ ଆଜି ସୂଚନା ଦେଇଛନ୍ତି।ରାଜୁ ଶ୍ରୀବାସ୍ତବଙ୍କ ପିଆର୍‌ଓ ତଥା…

ଆସ୍ଥା ଭୋଟରେ ଜିତିଲେ ନୀତିଶ କୁମାର

ପାଟନା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ। ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର…

ହରିୟାଣା ଓ ପଞ୍ଜାବରେ ୨ଟି ବଡ଼ ହସ୍ପିଟାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଫରିଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ​ବୁଧବାର‌ ହରିୟାଣାର ଫରିଦାବାଦ ଜିଲ୍ଲାରେ ଅମୃତା ହସ୍ପିଟାଲକୁ ଉଦ୍‍ଘାଟନ କରିଛନ୍ତି। ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ଏହି ସୁପର୍‍ ସ୍ପେଶାଲିଟି ହସ୍ପିଟାଲରେ ୨୦୦ଶଯ୍ୟା ରହିଛି । ଏହାର ନିର୍ମାଣ ବାବଦରେ ୬ ହଜାର କୋଟି ଟଙ୍କା…

ସୁବ୍ରତ ରାୟଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ

ନୂଆଦିଲ୍ଲୀ: ଯଦି ଆପଣଙ୍କ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଅପଡେଟ୍ ଆସିଛି । ସାହାରା ଇଣ୍ଡିଆରେ ନିବେଶ କରିଥିବା ଅଧିକାଂଶ ନିବେଶକଙ୍କ ଅର୍ଥ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଭାରତୀୟ ପ୍ରତିଭୂତ ଓ ବିନିମୟ…

ପୂରା ହେଲା ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଶୁଣାଣି, ଆସନ୍ତା ୧୨ ତାରିଖରେ ଆସିବ ରାୟ

ବାରାଣସୀ: ପୂରା ହୋଇଛି ଶୃଙ୍ଗାର ଗୌରୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାରେ ଶୁଣାଣି । ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖାଯାଇଛି। ତେବେ ଆସନ୍ତା ୧୨ ତାରିଖରେ ରାୟ ପ୍ରକାଶ ପାଇବ। ସେହି ଦିନ ଏହାର ନିଷ୍ପତ୍ତି ନିଆଯିବ ଯେ ମାମଲାର ଆଗକୁ ଶୁଣାଣି ଜାରି ରହିବ କି ନାହିଁ। …