Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଖିଳେଶ ଚାହିଁଲେ ୧୫ ଦିନ ମଧ୍ୟରେ ଭାଙ୍ଗିଯିବ ଯୋଗୀ ସରକାର: ସପା ନେତା
ଲଖନଉ: ସପା(ସମାଜବାଦୀ ପାର୍ଟି) ଅଧ୍ୟକ୍ଷ ଅଖିଳେଶ ଯାଦବ ଚାହିଁଲେ ୧୫ ଦିନ ମଧ୍ୟରେ ଯୋଗୀ ସରକାର ଭାଙ୍ଗିଯିବ | କାରଣ ଯୋଗୀଙ୍କୁ ନେଇ ୧୫୦ ଜଣ ବିଧାୟକ ନାରାଜ ଅଛନ୍ତି | ସମାଜବାଦୀ ପାର୍ଟିର ନେତା ତଥା ଅଖିଳେଶ ଯାଦବ ସରକାରରେ ମନ୍ତ୍ରୀ ଥିବା ନାରଦ ରାୟ କିଛି ଏଭଳି କହିଛନ୍ତି | ପୂର୍ବତନ!-->…
ଗିରଫ ପରେ ବିଧାୟକ ରାଜାଙ୍କୁ ନିଲମ୍ବିତ କଲା ବିଜେପି
ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କ ଅଭଦ୍ର ଟିପ୍ପଣୀ କରି ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି। ଆଜି ସକାଳେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏହାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି। ଏଥିସହ କାହିଁକି ତାଙ୍କୁ!-->…
ନୀତୀଶ କୁମାରଙ୍କ ସହ ମନ୍ଦିରରେ ପଶିଲେ ଅଣହିନ୍ଦୁ ମନ୍ତ୍ରୀ, କ୍ଷମା ମାଗିବାକୁ କହିଲା ବିଜେପି
ପାଟନା: ଜଣେ ଅଣହିନ୍ଦୁ ମନ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନା ବେଳେ ଅଣହିନ୍ଦୁ ମନ୍ତ୍ରୀ ଜଣଙ୍କ ନୀତୀଶ କୁମାରଙ୍କ ପାଖରେ ରହିଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଏପରି କରି ନୀତୀଶ କୁମାର ହିନ୍ଦୁ ଲୋକମାନଙ୍କ!-->…
ଅନୁବ୍ରତ ମଣ୍ଡଳଙ୍କୁ ଖଲାସ କରିବାକୁ ସ୍ୱତନ୍ତ୍ର ସିବିଆଇ ଜଜଙ୍କୁ ଧମକପୂର୍ଣ୍ଣ ଚିଠି
କୋଲକାତା: ଗୋରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଟିଏମସ୍ ନେତା ଅନୁବ୍ରତ ମଣ୍ଡଳଙ୍କୁ ଛାଡ଼ିବା ପାଇଁ ବିଚାରପତିଙ୍କୁ ଧମକପୂର୍ଣ୍ଣ ଚିଠି। ପଶ୍ଚିମବଙ୍ଗର ଆସନସୋଲରେ ଥିବା ଗୋଟିଏ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଯଦି ସେ ଅନୁବ୍ରତ ମଣ୍ଡଳଙ୍କୁ!-->…
ବ୍ରହ୍ମୋସ ମିସାଇଲ ବିଭ୍ରାଟ: ୩ ବାୟୁସେନା ଅଧିକାରୀ ବରଖାସ୍ତ
ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ ବିଭ୍ରାଟ ଘଟଣାରେ ଆଜି ବାୟୁସେନାର ୩ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ତତ୍କାଳ ଭାବେ ବାୟୁସେନାର ଜଣେ ଗ୍ରୁପ୍ କ୍ୟାପ୍ଟେନ ଓ ୨ ଜଣ ୱିଙ୍ଗ କମାଣ୍ଡରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ୨୦୨୨ ମାର୍ଚ୍ଚ ୯ରେ ଗୋଟିଏ ବ୍ରହ୍ମୋସ ମିସାଇଲ ଦୁର୍ଘଟଣାବଶତଃ!-->…
ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନମଙ୍କୁ ଆଜି ଜାମିନ ମିଳିଛି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ତାଙ୍କୁ ଆଜି ଜାମିନ ଦେଇଛନ୍ତି। ଏହି ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଜେଲରେ ଅଛନ୍ତି। ସେ ମଧ୍ୟ!-->…
ଠିକ୍ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି ସରକାର : ଗଡ଼କରୀ
ନୂଆଦିଲ୍ଲୀ: ନିଜର ତୁଣ୍ଡ ଓ ବେଧଡ଼କ ବୟାନ ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ପୁଣି ମୁହଁ ଖୋଲିଛନ୍ତି। ନିଜର ଶାଣିତ ସ୍ୱର ପାଇଁ ତାଙ୍କୁ ନିକଟରେ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଥିଲା। ହେଲେ ସେ ଏପରି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଚୁପ ନ ରହି!-->…
ଅନ୍ୟରାଜ୍ୟରୁ ଆସାମର ମଦ୍ରାସାକୁ ଆସୁଥିବା ବ୍ୟକ୍ତିମାନଙ୍କ ପଂଜୀକରଣ କରାଯିବ : ହିମନ୍ତ
ଗୌହାଟୀ : ଆସାମରୁ ଦୁଇଜଣ ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଆସାମ ସରକାର ସତର୍କ ହୋଇଯାଇଛନ୍ତି । ଏହି ଦୁଇ ଆତଙ୍କବାଦୀ ଇମାମ ଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ,!-->…
ମାଂସ ଖାଇ ମନ୍ଦିର ଯିବାରୁ ବିରୋଧ କଲା ବିଜେପି, ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇ ମନ୍ଦିର ଆସିବାକୁ ଭଗବାନ କହିନଥିବା କହିଲେ…
ନୂଆଦିଲ୍ଲୀ: ମାଂସ ଖାଇ ମନ୍ଦିର ଯିବାରୁ ବିବାଦରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଏଖବର ସାମ୍ନାକୁ ଆସିବା ପରେ ସିଦ୍ଦରମୈୟା ହିନ୍ଦୁମାନଙ୍କୁ ଏବଂ ଦେବାଦେବୀମାନଙ୍କୁ ଅପମାନିତ କରିଥିବା କହିଲା ଭାରତୀୟ ଜନତା ପାର୍ଟି (ବିଜେପି)। କର୍ଣ୍ଣାଟକର ବିଜେପି ମୁଖ୍ୟ!-->…
ସିସୋଦିଆ ଭାଙ୍ଗ ଖାଇଦେଇଛନ୍ତି କି ? ଆପ୍ ଭାଙ୍ଗିବା ପ୍ରସ୍ତାବ ଦାବିକୁ ନେଇ ବିଜେପିର ପ୍ରତିକ୍ରିୟା
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦାବିକୁ ଖଣ୍ଡନ କଲା ବିଜେପି। ଆପକୁ ଭାଙ୍ଗି ଆମ ସହ ସାମିଲ ହୁଅ। ସିବିଆଇ-ଇଡି ମାମଲା ବନ୍ଦ କରିଦେବୁ ବୋଲି ବିଜେପି ମୋତେ ପ୍ରସ୍ତାବ ଦେଇଥିବା କହିଥିଲେ ସିସୋଦିଆ। ଏବେ ଏହାକୁ ଖଣ୍ଡନ କରି ସିସୋଦିଆ ଭାଙ୍ଗ ଖାଇଦେଇଛନ୍ତି କି!-->…