Browsing Category

ଦେଶ

କୁଆଡ଼େ ଗଲା ସିଏଏ? ନିରାଶ ହୋଇ ପାକିସ୍ତାନ ଫେରିଲେ ୧୫ଶହ ହିନ୍ଦୁ

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ…

ଭାରତରେ ହମଲା ମସୁଧା: ଆଇଏସ୍‌ ଆତଙ୍କୀକୁ ଧରିଲା ରୁଷ, ଟାର୍ଗେଟରେ ଥିଲେ ରାଜନେତା

ନୂଆଦିଲ୍ଲୀ: ଭାରତ ବିରୋଧରେ ଇସଲାମିକ ଷ୍ଟେଟ(ଆଇଏସ) କରୁଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ରୁଷ। ଭାରତୀୟ ଜଣେ ବଡ଼ ରାଜନେତାଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲାର ଯୋଜନା କରୁଥିବା ଆଇଏସ ଆତଙ୍କୀକୁ ଧରିଛନ୍ତି ରୁଷ ସୁରକ୍ଷାକର୍ମୀ। ଏହି ଆତଙ୍କୀ ଜଣକ ରୁଷରୁ ଭାରତକୁ ଆସିବା ପାଇଁ ଉଦ୍ୟମ କରୁଥିବା…

ସିସୋଦିଆଙ୍କ ମଦ କାରବାର ଲିଙ୍କରେ କେସିଆର ଝିଅଙ୍କୁ ଟାଣିଲା ବିଜେପି

ହାଇଦ୍ରାବାଦ: ଅ‍ବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଈ ରେଡ୍‌ କରିଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଧାନସଭା ପରିଷଦର ସଦସ୍ୟ କଭିଥା। ଦିଲ୍ଲୀ ଅବକାରୀ କାରବାର…

ମନିଷ ସିସୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା…

ଜୁନିଅର ଏନଟିଆରଙ୍କୁ ଶାହ ଭେଟିବା ପରେ ତେଲେଙ୍ଗାନା ରାଜନୀତିରେ କମ୍ପନ

ବିଶାଖାପାଟଣା :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାତିରେ ହାଇଦ୍ରାବାଦର ଏକ ହୋଟେଲରେ ଟଲିଉଡ ତାରକା ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ରାଜମୌଲିଙ୍କ ଦ୍ଵାରା ନିର୍ଦ୍ଦେଶିତ ‘RRR’ ସିନେମାରେ ଜୁନିଅର ଏନଟିଆରଙ୍କ ଅଭିନୟ…

ଅଣକଶ୍ମୀରଙ୍କୁ ଭୋଟ ଦେବା ପ୍ରସଙ୍ଗରେ ବିରୋଧୀ ଦଳ ଏକାଠି

ଜମ୍ମୁ: କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ବିରୋଧୀ ଦଳ ଏକାଠି ହୋଇଥିଲେ । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସମେତ ଆହୁରି ଅନେକ ଦଲରେ ନେତା ମଧ୍ୟ ସାମିଲ ହୋଇଥିଲେ । ସେପ୍ଟେମ୍ବରରେ ଆମେ ଜମ୍ମୁ କାଶ୍ମୀରକୁ…

ଧିରେ ଧିରେ ସୁସ୍ଥ ହେଉଛନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ: ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେଣି କମେଡିଆନ ରାଜୁ ଶ୍ରୀବାସ୍ତବ । ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ଜଣାପଡ଼ିଛି । ରାଜୁଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାମ କରିବା ଆରମ୍ଭ କରିଛି । ଡାକ୍ତରମାନେ ବି ଘଟଣାକୁ ନେଇ ଆଶା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା…

ମେହବୁବା ପୁଣି ନଜର ବନ୍ଦୀ, ଘର ସମ୍ମୁଖରେ ସିଆର୍‌ପିଏଫ୍‌ ଗାଡ଼ି

ଶ୍ରୀନଗର : ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଯୌତୁକ ହତ୍ୟା ପାଇଁ ଅପରାଧୀଙ୍କୁ ମିଳିବ କଠୋର ଶାସ୍ତି : ସୁପ୍ରିମକୋର୍ଟ

ଝାଡଖଣ୍ଡ: ବର୍ତ୍ତମାନ ସମୟ ଯୌତୁକ ପ୍ରଥାକୁ ରୋକିବା ପାଇଁ କାହିଁ କେତେ ଯେ ନୂଆ ରୁଲ ଅଣାଯାଉଛି । ଯାହା ଦ୍ୱାରା ଦେଶକୁ ଯୌତୁକ ମୁକ୍ତ କରାଯାଇ ପାରିବ । କିନ୍ତୁ ଏହି ଆଇନ କାନୁନକୁ କେହି ମାନୁ ନାହାନ୍ତି । ଯାହା ପାଇଁ ସାରା ଦେଶରେ ଯୌତୁକ ଜନିତ ମୃତ୍ୟୁ ମାମଲା ଧୀରେ ଧୀରେ ବୃଦ୍ଧି…

ପୁଣିଥରେ କର୍ଣ୍ଣାଟକରେ ଏକାଠି ହେବେ ଜେଡିଏସ୍ ଓ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ୨୦୨୩ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ…