Browsing Category

ଦେଶ

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ…

ପୁଣିଥରେ କରୋନା ପଜିଟିଭ୍ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସରକାରୀ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ କ୍ଵାରେଣ୍ଟିନ୍ ରେ ରଖାଯିବ। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଜୟରାମ ରମେଶ ଟ୍ୱିଟରେ ଲେଖିଛନ୍ତି ଯେ, ଆଜି କଂଗ୍ରେସ ସଭାପତି…

ଆଜିଠାରୁ ଆରମ୍ଭ ହେଉଛି ‘ହର ଘର ତ୍ରିରଙ୍ଗା’ ଅଭିଯାନ

ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ 'ହର ଘର ତ୍ରିରଙ୍ଗା' ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଭିଯାନ 13 ରୁ 15 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏଭଳି ପରିସ୍ଥିତିରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ବ୍ୟବହାର ଏବଂ ଉତ୍ତୋଳନ ସହ ଜଡିତ ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ଅନୁଯାୟୀ ନିୟମ…

ସ୍ବାଧୀନତା ଦିବସ ପୂର୍ବରୁ ସାରା ଦେଶରେ ହାଇଆଲର୍ଟ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆଜାଦି କା ଅମୃତ ମହୋତ୍ସବ ପାଳନ ନେଇ ନାନା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଅବସରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ଏବଂ ଦେଶ ବିରୋଧୀ ଶକ୍ତି। ବିଭିନ୍ନ ସ୍ଥାନରେ ଆତଙ୍କବାଦ…

ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି

ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ପକ୍ଷରୁ…

ଆରଏସ୍‌ଏସ ନିଜ ଡିପିରେ ଲଗାଇଲା ତ୍ରିରଙ୍ଗା, ମୁଖ୍ୟାଳୟରେ ଉଡ଼ାଇଲା ଜାତୀୟ ପତାକା

ନାଗପୁର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ୍‌) ନିଜର ସୋଶାଲ ମିଡିଆ ଆକାଉଣ୍ଟର ଫୋଟ ପରିବର୍ତ୍ତନ କରିଛି। ପୂର୍ବରୁ ଆରଏସ୍‌ଏସ୍‌ ନିଜ ଡିପିରେ ଗେରୁଆ ପତାକା ଲଗାଇଥିଲା। ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ…

ବଳପୂର୍ବକ ଋଣ ଆଦାୟ ଉପରେ ନିୟମ କଡ଼ାକଡ଼ି କଲା ରିଜର୍ଭ ବ୍ୟାଙ୍କ

କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ କରିବା ଓ ନିର୍ଯ୍ୟାତନା ନଦେବା ଲାଗି ନିୟମ କଡାକଡି । ଗ୍ରାହକଙ୍କଠାରୁ ଋଣ ଅର୍ଥ ଆଦାୟ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। ଏନେଇ ସବୁ ବ୍ୟାଙ୍କ ଓ…

ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇ ବିଶ୍ୱ ରେକର୍ଡ

ଜୟପୁର: ବିଶ୍ୱ ରେକର୍ଡ କରିଛି ରାଜସ୍ଥାନ। ଦେଶରେ ଅମୃତ ମହୋତ୍ସବ ଚାଲିଥିବା ବେଳେ ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପିଲା ସାମିଲ ହୋଇଥିଲେ। ପୂରା ରାଜ୍ୟରେ ୧ କୋଟି ପିଲା ସକାଳ ୧୦.୧୫ରୁ…

ବରିଷ୍ଠ ନାଗରିକଙ୍କ ସୁରକ୍ଷା ଧର୍ମକୁ ଆଖିଠାର : ମିଳୁନି ନ୍ୟାୟ ହେଉଛନ୍ତି ନିର୍ଯ୍ୟାତିତ

ବ୍ରହ୍ମପୁର : ନ୍ୟାୟ ମିଳୁନି ବରିଷ୍ଠ ନାଗରିକଙ୍କୁ | ସମ୍ପ୍ରତି ସମାଜରେ ଏବେ ବୁଢା ବାପା ଓ ମାତାଙ୍କୁ ଅଣଦେଖା କରିବା ଭଳି ଘଟଣା ବରମ୍ବାର ପଦାକୁ ଆସୁଛି । ପୁଅ ବୋହୁ ଙ୍କ ନିର୍ଯ୍ୟାତନା ସହି ନପାରି ବାପା ଓ ମା ଆଇନର ଦ୍ବାରସ୍ଥ ହେଇ ଅଦାଲତ, ଓ କଚେରି ରେ ଅଭିଯୋଗ କରି ଫଳ ପ୍ରାୟ ଶୂନ୍ୟ |…

ବାଲିଗୁଡ଼ାରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା : ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…