Browsing Category

ଦେଶ

ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଘର ଦେବି-ଗିରିରାଜ

ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟ ମିତତା ନେଇ କଡା ଶବ୍ଦ କହିଲେ କେନ୍ଦ୍ରମନ୍ତ୍ରୀ । ବ୍ୟାପକ ଅନିୟମିତତା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଓ ପଂଚାୟତିରାଜ ମନ୍ତ୍ରୀ ଅମାତ ଙ୍କ ଉପସ୍ଥିତିରେ କହିଲେ ।…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ରକ୍ଷା ବନ୍ଧନ ଉତ୍ସବ

ମାଲକାନଗିରି (୧୧।୮) : ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଞ୍ଚଳରେ ଥିବା ବିବେକାନନ୍ଦ ପ୍ରଭାତ ଶାଖାରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି ।…

କୋଇଲା ଖାଇଗଲେ ବରିଷ୍ଠ ପୁଲିସ ଅଧିକାରୀ ! ପଶ୍ଚିମବଙ୍ଗର ୭ ଜଣ ଆଇପିଏସ୍ ଅଧିକାରୀଙ୍କୁ ଦିଲ୍ଲୀ ଡାକିଲା ଇଡି

କୋଲକାତା: କୋଇଲା ଚୋରାଚାଲାଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ୭ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦିଲ୍ଲୀ ଡାକିଛି। ଇଡି ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଜ୍ଞାନବନ୍ତ ସିଂ (ଏଡିଜି, ସିଆଇଡି), କୋଟେଶ୍ୱର ରାଓ, ଏସ…

ମୋଦୀ ଯଦି ପ୍ରଧାନମନ୍ତ୍ରୀ ହୋଇପାରୁଛନ୍ତି ନୀତୀଶ କାହିଁକି ହୋଇପାରିବେ ନାହିଁ: ତେଜସ୍ୱୀ

ପାଟନା: ରେକର୍ଡ ଅଷ୍ଟମ ଥର ପାଇଁ ନୀତୀଶ କୁମାର ଗତକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥି ସହ ସେ ଆର୍‌ଜେଡି ଓ ଅନ୍ୟ ଦଳ ସହ ମିଶି ନୂଆ ‘ମହାମେଣ୍ଟ’ ଓ ନୂଆ ବିଜେପି-ବିହୀନ ସରକାର ଗଢ଼ିଛନ୍ତି। ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଧନଖଡ଼

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି ଦେଶର ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି। ଏଥିସହ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ହୋଇଛନ୍ତି।ଉପ…

ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ

କୋଲକାତା: ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ । ‘ବଂଲା ପୋଖୋ’ ନାମକ ଏକ ଛାପା ଗଣମାଧ୍ୟମରେ ବେଙ୍ଗଲର ରାଜନୈତିକ ସମୀକ୍ଷକ ଗର୍ଗ ଚାଟାର୍ଜୀ ଆସାମୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରକାଶ କରି ଗିରଫ ହୋଇଛନ୍ତି। ଗର୍ଗ ଚାଟାର୍ଜୀଙ୍କ ନାମରେ ଗୋଟିଏ ନିର୍ଦ୍ଦିଷ୍ଟ…

ନଦୀରେ ଡଙ୍ଗା ବୁଡ଼ି ୨୦ ଯାତ୍ରୀଙ୍କ ଜୀବନ ଗଲା 

ନୂଆଦିଲ୍ଲୀ: ଯମୁନା ନଦୀରେ ବୋଟ୍‌ ଟ୍ରାଜେଡି। ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।ଡଙ୍ଗାଟିରେ ୩୬ ଜଣ ଲୋକ ଥିଲେ। ସେମାନେ ଫତେପୁର…

ମୁଁ ଯାହାଙ୍କୁ ବିବାହ କରିଛି ସେ ଜଣେ ଖ୍ରୀଷ୍ଟିଆନ୍‌ : ତେଜସ୍ୱୀ

ପାଟନା: ବିହାରରେ ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହୋଇଥିବା ତେଜସ୍ୱୀ ଯାଦବଙ୍କୁ ନେଇ ଚର୍ଚ୍ଚା। ବାପା ଲାଲୁ ପ୍ରସାଦ ଯାଦବଙ୍କ ପରେ ଆରଜେଡିର ମଙ୍ଗ ସମ୍ଭାଳୁଥିବା ତେଜସ୍ୱୀ ଯୁବ ବୟସରୁ ଜଣେ ପୋଖତ ରାଜନେତା ଭାବେ ଉଭା ହୋଇଛନ୍ତି। ବିଜେପିଠାରୁ ଜେଡିୟୁ ସମ୍ପର୍କ ତୁଟାଇ ଆରଜେଡି ହାତ ଧରି…

ସରକାର କର୍ପୋରେଟଙ୍କ ଫାଇଦାରେ ଅଛନ୍ତି : କେଜ୍ରିୱାଲ

ନୂଆଦିଲ୍ଲୀ: ମାଗଣା ବଣ୍ଟନକୁ କେନ୍ଦ୍ର ବିରୋଧ କରିଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହାର ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ରକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ, ସରକାର କର୍ପୋରେଟଙ୍କ ଫାଇଦାରେ ଅଛନ୍ତି। ଦେଶର ସୁପର ଧନୀମାନଙ୍କର ୧୦ ଲକ୍ଷ…

ମେସ ଖାଦ୍ୟର ଗୁମର ଖୋଲିଲେ କନଷ୍ଟେବଲ, କହିଲେ-ଏମିତି ଖାଇବା କୁକୁର ବି ଖାଇବେନି

ଫିରୋଜାବାଦ: ପୁଲିସ୍ କର୍ମଚାରୀଙ୍କୁ ଉତ୍ତର ପ୍ରଦେଶରେ କେମିତି ଖାଇବାକୁ ଦିଆଯାଉଛି, ତା’ର ଗୁମର ଖୋଲିଛନ୍ତି ଜଣେ କନଷ୍ଟେବଲ। ଫିରୋଜାବାଦରେ କାମ କରୁଥିବା ଜଣେ କନଷ୍ଟେବଲ ବୁଧବାର ରାସ୍ତାରେ ଛିଡ଼ା ହୋଇ ମେସରେ ନିମ୍ନମାନର ଖାଇବା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସେ କାନ୍ଦିବା ସହ ଥାଳି…