Browsing Category

ଦେଶ

ତାଇଓ୍ବାନକୁ ଡରାଇଲେ ଚୀନର ୬୮ଟି ଲଢୁଆ ବିମାନ,୧୩ ଯୁଦ୍ଧ ଜାହାଜ

ତାଇପେଇ : ତାଇଓ୍ବାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନର ଏହି କାର୍ଯ୍ୟକୁ ତାଇଓ୍ବାନ ନିନ୍ଦା କରିଛି ।ଆମେରିକାର ନିମ୍ନ…

ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ, ୧୫ ଗୁରୁତର

ଛାପ୍ରା: ବିହାରରେ ପୁଣି ନକଲି ମଦମୃତ୍ୟୁ । ରାଜ୍ୟରେ ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି। ମାକେର ପୁଲିସ ଷ୍ଟେସନ ଅଧିନରେ ଏହି ଘଟଣା ଘଟିଥିବା ସରନ ଜିଲ୍ଲାପାଳ ରାଜେସ ମିନା…

ଆମେରିକା ସହ ସମ୍ପର୍କଚ୍ଛିନ୍ନ କଲା ଚାଇନା ! ନାନ୍ସିଙ୍କ ଉପରେ ଲଗାଇଲା କଟକଣା

ବେଜିଂ: ତାଇୱାନ ସହ ବିବାଦକୁ ଦୃଷ୍ଟିରେ ରଖି ରାଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ଚାଇନା। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଚାଇନାର ଧମକ ସତ୍ତ୍ୱେ ତାଇୱାନ ଗସ୍ତ କରିଥିବାରୁ ବେଜିଂ ଏବେ ପ୍ରତିଶୋଧ ନେବା ମୁଡରେ ରହିଛି। ପୂର୍ବରୁ ତାଇୱାନର ଜଳ ରାଶି ଓ…

ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ, କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ପାଖାପାଖି ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟର ହିତାଧିକାରୀଙ୍କ ପାଇଁ ଆବାସ୍ ପ୍ଲସ୍ ପୋର୍ଟାଲ ଖୋଲିବା ଆବଶ୍ୟକ । ଜଣେ ହେଲେ ବି ହିତାଧିକାରୀ ଏହି ଯୋଜନାରୁ ଯେପରି ବଞ୍ଚିତ ନହେବେ, ସେଥିଲାଗି ବ୍ୟାପକ…

ଝିଅକୁ ୪ ମହଲାରୁ ତଳକୁ ଫିଙ୍ଗିଦେଲେ ମହିଳା ଦାନ୍ତ ଡାକ୍ତର

ବେଙ୍ଗାଲୁରୁ: ଭୟଙ୍କର ଘଟଣା ଘଟାଇଛନ୍ତି ଜଣେ ମହିଳେ ଦାନ୍ତ ଡାକ୍ତର। ସେ ହଠାତ୍‌ ନିଜର ୪ ବର୍ଷର ଝିଅକୁ ୪ ମହଲାରେ ଥିବା ଘରର ବାଲକୋନୀରୁ ତଳକୁ ‍ଫିଙ୍ଗି ହତ୍ୟା କରିଛନ୍ତି। ବେଙ୍ଗାଲୁରୁର ଗୋଟିଏ ଆପାର୍ଟମେଣ୍ଟର ରହୁଥିବା ଜଣେ ଡାକ୍ତର ଏପରି କାଣ୍ଡ ଘଟାଇଛନ୍ତି।ମହିଳା ଡାକ୍ତର ଜଣଙ୍କ ଝିଅକୁ…

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ, ରାଷ୍ଟ୍ରପତିଙ୍କୁ ବି ସାକ୍ଷାତ କରିବେ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବର୍ତ୍ତମାନ ୪…

ଧକ୍କା ଦେବା ପରେ ଜଳିଗଲା ଦ୍ରୁତଗାମୀ ମର୍ସିଡିଜ, ଚାଲିଗଲା ଗର୍ଭବତୀଙ୍କ ସହ ୬ ଜଣଙ୍କ ଜୀବନ

ୱାଶିଂଟନ: ଭୟଙ୍କର ସଡ଼କ ଦୁର୍ଘଟଣାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି। ଗୋଟିଏ ଦ୍ରୁତଗାମୀ ମର୍ସିଡିଜ୍‌ କାର ନାଲି ଲାଇଟ ଅତିକ୍ରମ କରି ଏକାଧିକ କାର୍‌କୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମର୍ସିଡିଜ ସମେତ ୩ଟି କାର୍‌ରେ ନିଆଁ ଲାଗି ଯାଇଛି। ଏଥିରେ ୬ ଜଣ ପ୍ରାଣ…

କଂଗ୍ରେସ ରାମ ଜନ୍ମଭୂମି ବିରୋଧୀ, ତେଣୁ ଅଗଷ୍ଟ ୫ରେ କଳା ବିକ୍ଷୋଭ କରୁଛି : ଅମିତ ଶାହ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆଜି କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି। କଂଗ୍ରେସର ସବୁ ନେତା କଳା ପୋଷାକ ଓ କଳା ପତାକା ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। ତେବେ କଂଗ୍ରେସ ଏହି ‘କଳା ବିରୋଧ’କୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର…

୧୪ ଦିନ ପାଇଁ ଜେଲ ହାଜତକୁ ଗଲେ ପାର୍ଥ ଓ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ…

ଏବେ ‘ଶିବସେନା’ ବିବାଦ ଉପରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ନିର୍ବାଚନ କମିସନ୍‌କୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ସିନ୍ଦେ ଅଥବା ଠାକ୍‌ରେଙ୍କ ମଧ୍ୟରୁ କିଏ ମୂଳ ‘ଶିବସେନା’ର ପ୍ରତିନିଧିତ୍ବ କରୁଛନ୍ତି ସେ ସଙ୍କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିସନ୍‌କୁ କହିଛନ୍ତି। ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ…