Browsing Category

ଦେଶ

କାଗଜପତ୍ରରେ ୩ଟି କମ୍ପାନିର ନିର୍ଦ୍ଦେଶକ ଥିବା ବ୍ୟକ୍ତି ପ୍ରକୃତରେ ଅର୍ପିତାଙ୍କ ଡ୍ରାଇଭର

କୋଲକାତା : କୋଲକାତାର ଜଣେ ବ୍ୟକ୍ତିଙ୍କ ନାମ ହେଉଛି କଲ୍ୟାଣ ଧର । ସରକାରୀ କାଗଜପତ୍ର ଅନୁସାରେ ସେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ତିନୋଟି କମ୍ପାନିର ନିର୍ଦ୍ଦେଶକ । ଏଣୁ ସ୍ବାଭାବିକ ଭାବେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି କୁହାଯାଇପାରିବ । କିନ୍ତୁ ସତ ତାହା ନୁହେଁ । ତାଙ୍କର…

ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ଆମେରିକାର ଟ୍ରେଜେରୀ ବିଭାଗ ମଙ୍ଗଳବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଟ୍ରେଜେରୀ ବିଭାଗର ବିବୃତିରେ କୁହାଯାଇଛି ଯେ, ୟୁକ୍ରେନ…

ଅଗଷ୍ଟ ୫ରୁ ୧୫ ଯାଏ ବିନା ପ୍ରବେଶ ଶୁଳ୍କରେ ଦେଖିହେବ ତାଜମହଲ ଓ କୋଣାର୍କ

ନୂଆଦିଲ୍ଲୀ: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ | ଅର୍ଥାତ ଯେ କୌଣସି ବି ବ୍ୟକ୍ତି ଏସବୁ ସ୍ମାରକ ଭିତରକୁ ମାଗଣାରେ ଯାଇପାରିବେ | ଅର୍ଥାତ୍ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀରେ…

ସପା ନେତାଙ୍କ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଉପରେ ଆଇଟି ରେଡ୍‌

ଲକ୍ଷ୍ନୌ: ଅଡୁଆରେ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା। ଉତ୍ତର ପ୍ରଦେଶର ବଡ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଘନାରାମର ଅନେକ ଠିକଣା ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଝାନ୍ସି, ଲକ୍ଷ୍ନୌ ସମେତ ଅନେକ ଠିକଣା ଉପରେ ଆଇଟି ରେଡ୍‌ କରିବା ସହ ସମସ୍ତ ଦସ୍ତାବିତ ଯାଞ୍ଚ କରୁଛି। ଉକ୍ତ କନ୍‌ଷ୍ଟ୍ରକ୍ସନ…

କଂଗ୍ରେସ ଛାଡ଼ିଲେ ବିଧାୟକ ରାଜ ଗୋପାଲ, ପୁଣି ହେବ ଉପ ନିର୍ବାଚନ

ହାଇଦ୍ରାବାଦ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ପୁଣି ଗୋଟିଏ ହାଇଭୋଲଟେଜ ଉପ ନିର୍ବାଚନ ଦେଖିବାକୁ ମିଳିବ। କାରଣ କଂଗ୍ରେସ ବରିଷ୍ଠ ନେତା ତଥା ମୁନୁଗୋଡେର ବିଧାୟକ କୋମାତିରେଡ୍ଡୀ ରାଜ ଗୋପାଲ ଶେଷରେ ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ସେ କଂଗ୍ରେସ ଛାଡ଼ି…

ତାଇୱାନ୍‌ ଛାଡିଲେ ନାନ୍ସି, ଦଣ୍ଡ ଦେବାକୁ ପ୍ରତିଜ୍ଞା କଲା ଚାଇନା

ବେଜିଂ: ଚାଇନାର ଧମକ ସତ୍ତ୍ୱେ ତାଇୱାନ୍‌ ଯାଇଥିବା ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଆଜି ନିଜ କାର୍ଯ୍ୟକ୍ରମ ସାରି ତାଇପେଇ ଛାଡିଛନ୍ତି। ନାନ୍ସି ତାଇୱାନ୍‌ରୁ ସିଧା ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ତେବେ ନାନ୍ସିଙ୍କ ଗସ୍ତକୁ ବିରୋଧ କରୁଥିବା ଚାଇନା ଏବେ ନିଜର ଆଭିମୁଖ୍ୟକୁ…

ମାଗଣା ଯୋଜନା ଉପରେ ଲାଗିବ ରୋକ : ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାବଡି ପ୍ରଥା ବା ମାଗଣା ଯୋଜନା ଉପରେ ଲାଗିବ ରୋକ୍‌। ଏହି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ବାଚନ ଆସିଲେ ସବୁ ନେତା ମନ୍ତ୍ରୀ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ପୁଳା ପୁଳା ମାଗଣା ପ୍ରତିଶ୍ରୁତି…

ୟଙ୍ଗ ଇଣ୍ଡିଆନ ଲିଃ ଅଫିସ ସିଲ କଲା ଇଡି, ସୋନିଆଙ୍କ ଘର ଆଗରେ ପୁଲିସ ମୁତୟନ

ନଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ଥିବା ହେରାଲ୍ଡ ହାଉସର କିଛି ଅଂଶକୁ ଆଜି ସିଲ୍‌ କରାଯାଇଛି। ବିଲଡିଂରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ହିଁ ଇଡି ଆଜି ସିଲ୍‌ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ ହୋଇଛନ୍ତି । ରାଉଣ୍ଡ-୧ ହିଟ୍ ୫ରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲରୁ ସେ ବଞ୍ଚିତ ହୋଇଛନ୍ତି । ୧୧.୫୫ ସେକେଣ୍ଡରେ ଦୂରତା ପାର କରି ଦୂତୀ ସେମିରୁ ବଞ୍ଚିତ ହୋଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ…

ସୋନିଆ, ରାହୁଲଙ୍କୁ ଜେରା ପରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ କାର୍ଯ୍ୟାଳୟରେ ପଶିଲା ଇଡି

ନୂଆଦିଲ୍ଳୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା ହେବା ପରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ କ‌ାର୍ଯ୍ୟାଳୟ ପରିସରରେ ଚଢ଼ାଉ…