Browsing Category

ଦେଶ

ଡାକ୍ତରଖାନାରେ ଭର୍ତ୍ତି ହେଲେ ତିହାର୍‌ ଜେଲ୍‌ରେ ଅନଶନ‌ କରୁଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ଅନଶନ କରୁଥିବା କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆରଏମଏଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ମଲିକଙ୍କ ରକ୍ତଚାପ ବଢ଼ିଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଇଡ଼ି ଜେରାକୁ ପ୍ରତିବାଦ କରି କଂଗ୍ରେସର ସତ୍ୟାଗ୍ରହ: ପୁଲିସ୍ ସହ ଖଣ୍ଡଯୁଦ୍ଧ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଇଡ଼ି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ହାଜର ହେବାକୁ ନୋଟିସ୍ କରିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଲାଗିଥିବା ଅସନ୍ତୋଷର ନିଆଁକୁ ତେଜିବାରେ ଲାଗିଛି। ଇଡ଼ିର ଏଭଳି କାର୍ଯ୍ୟକୁ ବିରୋଧ କରି ଆଜି ପୁଣି ଦିଲ୍ଲୀ ସମେତ ବିଭିନ୍ନ…

୩ ଦିନ ମଧ୍ୟରେ ସୋନିଆଙ୍କୁ ଇଡି ୧୨ ଘଣ୍ଟା ଜେରା କଲା

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ପ୍ରାୟ ୩ ଘଣ୍ଟାର ଜେରା ପରେ ଛାଡ଼ିଛି। ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇଡି ଜେରାରର ସମ୍ମୁଖୀନ ହୋଇଛନ୍ତି ସୋନିଆ। ମଙ୍ଗଳବାର ତାଙ୍କୁ ଦୁଇଟି ପର୍ଯ୍ୟାୟରେ…

ମାଟି ପରେ ମହାକାଶରେ ହେବ ସୀମା, ୨୦୨୪ରେ ସ୍ପେସ୍ ଷ୍ଟେସନ ଛାଡ଼ିବ ରୁଷ

ନୂଆଦିଲ୍ଲୀ: ମାଟି ପରେ ଏବେ ଆକାଶରେ ତିଆରି ହେବ ସୀମା। ରୁଷ ଏହି ସୀମା ତିଆରି କରିବ। ଆଗକୁ ଆଉ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାମ କରିବନି ରୁଷ କିମ୍ବା ରୁଷର ବୈଜ୍ଞାନିକ। ୨୦୨୪ ସୁଦ୍ଧା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିବାକୁ ଯାଉଛି ରୁଷ। ଏଭଳି ସୀମା ନିର୍ଦ୍ଧାରଣକୁ ନେଇ ଅଲୋଚନା…

ଉହାନରେ କରୋନା ପୁଣି ପରମୁହାଁ

ବେଜିଂ: ପୁଣି ଉପର ମୁହାଁ ହେଲାଣି ମହାମାରୀ। କିଛି ଦିନର ବିରତି ପରେ ପୁଣି ବଢ଼ିଲାଣି କରୋନା ଗ୍ରାଫ। ଯେଉଁଠୁ ଉତ୍ପତ୍ତି ହୋଇଥିଲା ଏହି ମାରାତ୍ମକ ଭୂତାଣୁର ଏବେ ସେଇଠି ପୁଣି ଆତଙ୍କ ଖେଳାଇଛି। ଚୀନର ଉହାନକୁ ପୁଣି ଫେରିଛି କରୋନା। ଉହାନ ସେହି ଅଞ୍ଚଳ ଯେଉଁଠି କରୋନାର ପ୍ରଥମ ମାମଲା ଚିହ୍ନଟ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ମିଡିଆ ଟ୍ରାଏଲକୁ ନେଇ ମମତା ବାନାର୍ଜୀ ଖପ୍ପା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଏହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ନିଜକୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛନ୍ତି। ପାର୍ଥ ଚାଟାର୍ଜୀ ଏଯାଏ ଦୋଷୀ ସାବ୍ୟସ୍ତ ହୋଇ ନଥିଲେ ମଧ୍ୟ ମିଡିଆ ସେ ହିଁ…

ପୁଣି ଜଣେ +୨ ଛାତ୍ରଙ୍କ ଆତ୍ମହତ୍ୟା ! ୨ ସପ୍ତାହରେ ଜୀବନ ହାରିଲେଣି ୫ ଜଣ

ଚେନ୍ନାଇ: ତାମିଲନାଡୁରେ ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହିକ୍ରମରେ ଆଜି ପୁଣି ଜଣେ +୨ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଗତ ୨ ସପ୍ତାହ ମଧ୍ୟରେ ୫ ଜଣ ଶିକ୍ଷାର୍ଥୀ ଜୀବନ ହାରିଲେଣି। ସେହିପରି ୨୪ ଘଣ୍ଟା ମଧ୍ୟରେ…

ପୁଟିନଙ୍କ ସ୍ୱାସ୍ଥାବସ୍ଥା ସାଂଘାତିକ!

ମସ୍କୋ: ରକ୍ତ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅବସ୍ଥା ହଠାତ୍‌ ଗୁରୁତର ହୋଇ ପଡ଼ିଛି। ତାଙ୍କର ମୁଣ୍ଡ ବୁଲାଇବା ସହ ସେ ପ୍ରବଳ ବାନ୍ତି କରିଛନ୍ତି। ଏହି ଖବର ପାଇ ୨ ଜଣିଆ ଡାକ୍ତରୀ ଟିମ୍‌ ରାଷ୍ଟ୍ରପତି ଭବନର କ୍ୱାର୍ଟର୍ସକୁ ଯାଇ…

ମନି ଲଣ୍ଡରିଂ ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା…

ନୂଆଦିଲ୍ଲୀ: ଏକ ମନି ଲଣ୍ଡରିଂ ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ମଙ୍ଗଳବାର ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମ୍ମୁ- କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଆଗତ ହୋଇଥିବା…

ମଙ୍କିପକ୍ସ ଭୂତାଣୁ ଚିହ୍ନଟ ପାଇଁ ‘ଜେନ୍ସଟୁମି’ ପ୍ରସ୍ତୁତ କଲା ଆରଟି-ପିସିଆର କିଟ୍

ନୂଆଦିଲ୍ଲୀ: କମାଲ କଲା ଭାରତୀୟ କମ୍ପାନି। ଗୁରୁଗ୍ରାମ ଭିତ୍ତିକ ଜେନ୍ସଟୁମି ପ୍ରଥମ କରି ମଙ୍କିପକ୍ସ ଭୂତାଣୁ ଚିହ୍ନଟ ପାଇଁ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି। ଏହି କିଟ୍ ମାଧ୍ୟମରେ ମାତ୍ର ୫୦ମିନିଟ ମଧ୍ୟରେ ଆପଣ ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ କି ନାହିଁ ଜାଣିପାରିବେ।କମ୍ପାନି ଏକ…