Browsing Category

ଦେଶ

ଗୁଜରାଟରେ ମଦ ନିଷେଧ ପରେ ବି ୧୫ବର୍ଷ ମଧ୍ୟରେ ୮୪୫ଜଣଙ୍କ ଜୀବନ ଯାଇଛି: ଆପ୍

ନୂଆଦିଲ୍ଲୀ: ଗତକାଲି ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ୪ଜଣକ ମୃତ୍ୟୁ ହୋଇଥିଲା। ଆଜି ଏହି ସଂଖ୍ୟା ବଢ଼ି ୨୮ରେ ପହଞ୍ଚିଥିବା ବେଳେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ସମ୍ପର୍କରେ…

୨୦୧୭ ମସିହାରୁ ଏଯାଏଁ ୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୧୭ ମସିହାରୁ ଏଯାଏଁ ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଏଥିମଧ୍ୟରୁ ବିହାରର ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ବ୍ୟତୀତ ମହାରାଷ୍ଟ୍ରର ୨ ଜଣ ଶ୍ରମିକ ଏବଂ ଝାଡ଼ଖଣ୍ଡର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ଗୃହ…

ଜେରା ପାଇଁ ପୁଣି ଇଡିରେ ଅଫିସରେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣିଥରେ ଇଡିରେ ହାଜର ହୋଇଛନ୍ତି। ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଦିନ ପ୍ରାୟ ୧୧ଟା ବେଳେ ସୋନିଆ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଇଡି…

ଅଲଗା ଦଳର ସାଂସଦଙ୍କୁ ଫୋନ କରୁଥିବାରୁ ଫୋନକୁ ବିଏସ୍‌ଏନଏଲ ଡାଇଭର୍ଟ କରି ଦେଉଥିବା ଅଭିଯୋଗ କଲେ ମାର୍ଗାରେଟ ଆଲଭା

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବାଣ ମାରିଛନ୍ତି ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା। ସେ ସିଧାସଳଖ କାହା ନାଁ ନେଇ ନଥିଲେ ମଧ୍ୟ ‘ବଡ଼ ଭାଇ’ ରାଜନେତାମାନଙ୍କ ଫୋନ ଟ୍ୟାପିଂ କରି ସବୁ କିଛି ଶୁଣୁଥିବା ଅଭିଯୋଗ କରିଛନ୍ତି।…

ଲଖିମପୁର ମାମଲା: ମନ୍ତ୍ରୀ ପୁଅଙ୍କୁ ଝଟ୍‌କା, ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ମନ୍ତ୍ରୀ ପୁଅ ତଥା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଝଟ୍‌କା। ଖାରଜ ହେଲା ତାଙ୍କ ଜାମିନ ଆବେଦନ । ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ମୋଦି ସରକାରଙ୍କ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ…

ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ

ତୁର୍କୀ: ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ। ଜଣେ ବୀମାନ କ୍ର୍ୟୁ ସଦସ୍ୟଙ୍କ ଖାଦ୍ୟ ଥାଳିରୁ ବାହାରିଛି ଏହି ସାପ ମୁଣ୍ଡ। ଖାଦ୍ୟ ଥାଳିରେ ଥିଲା ଶାଗ ସମେତ ବିଭିନ୍ନ ପ୍ରକାର ସ୍ନାକ୍ସ। ତେବେ କ୍ର୍ୟୁ ସଦସ୍ୟ ନିଜ ଖାଦ୍ୟ ଥାଳିରୁ ଶାଗ ଖାଉଥିବା ବେଳେ ଏହା ଭିତରୁ ସାପ ମୁଣ୍ଡ ବାହାରିଥିଲା।…

ପାର୍ଥ ଓ ଅର୍ପିତାଙ୍କ ଦୁର୍ନୀତି ଗୁମର ଖୋଲିବ କଳା ଡାଏରୀ!

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଜାରି ରଖିଛି। ତଦନ୍ତ ଯେତେ ବଢ଼ୁଛି ସେତେ ଅଶ୍ଚର୍ଯ୍ୟକର ଖୁଲାସା ହେଉଛି। ତଦନ୍ତ ବେଳେ ଅର୍ପିତା ମୁଖାର୍ଜୀଙ୍କ ଘରୁ ଏକ କଳା ରଙ୍ଗର ଡାଏରୀ ଇଡି ହାତରେ ଲାଗିଛି। ଏହି ଡାଏରୀରୁ ମନ୍ତ୍ରୀ…

ଭାରତକୁ ବଡ଼ ଝଟକା: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ନୀରଜ ଚୋପ୍ରା ଆଉଟ୍‌

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା। ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପରେ ନିଜର ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍‌ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ…

କାଉଡିଆମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କଲେ ମୁସଲମାନ ସଂପ୍ରଦାୟ

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଦୃଶ୍ୟ। ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଜଳଭାର ଧରି ଯାଉଥିବା କାଉଡ଼ିଆମାନଙ୍କୁ ମୁସଲମାନ ସଂପ୍ରଦାୟର ଲୋକମାନେ ବାଟରେ ଟେଣ୍ଟ ଲଗାଇ ସେମାନଙ୍କୁ ସ୍ୱାଗତ କରିବା ସହ ସେବା କରୁଥିବାର ଦେଖାଯାଇଛି। ଟେଣ୍ଟରେ ସେମାନେ…