Browsing Category

ଦେଶ

ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ତଥା ‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ପରଲୋକ

ମୁମ୍ବାଇ : ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ତଥା 'ଭାବିଜୀ ଘର ପର ହେ' ଫ୍ରେମ ମଲଖାନଙ୍କ ଦେହାନ୍ତ ହୋଇଛି । ଏଭଳି ଖବର ପ୍ରଚାରିତ ହେବା ପରେ ସହ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସୂଚନା ମୁତାବକ ଦିପେଶ ଶନିବାର ସକାଳେ ଖେଳୁଥିବା ବେଳେ ଅଚାନକ ତଳେ ପଡିଯାଇଥିଲେ ।…

ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ : ଅଗଷ୍ଟ ୧୩-୧୫ ମଧ୍ୟରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ 'ହର ଘର ତିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ଏଥିସହିତ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉଡ଼ାଇ 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ବ୍ୟାପକ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।…

ଉତ୍ତର ପ୍ରଦେଶର ହାଥରସ୍‌ରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୬ ମୃତ

ନୂଆଦିଲ୍ଲୀ: ଗତରାତିରେ ଉତ୍ତର ପ୍ରଦେଶର ହାଥରସ୍‌ ଜିଲ୍ଲା ଅନ୍ତର୍ଗତ ବଧାର୍‌ ଗ୍ରାମ ନିକଟ ହାଥରସ୍‌-ଆଗ୍ରା ରାସ୍ତାରେ ଯାଉଥିବା କାଉଡ଼ିଆଙ୍କ ଉପରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯିବାରୁ ୬ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ୫ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିଲା ଏବଂ ଆଉ ଜଣେ…

ଦ୍ରୌପଦୀ ମୁର୍ମୁଙ୍କୁ ‌ଭେଟିଲେ ଓଡ଼ିଶାରୁ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ/ଭୁବନେଶ୍ବର: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ସାକ୍ଷାତ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ, ସାନ୍ତାଳୀ ଲେଖିକା ଦମୟନ୍ତୀ ବେଶ୍ରା, ଲୋକକବି ହଳଧର ନାଗ୍ ଓ ସମାଜସେବୀ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ପ୍ରମାଣପତ୍ର

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ପ୍ରମାଣପତ୍ର। ଭାରତୀୟ ନିର୍ବାଚନ କମିସନ ଦ୍ରୌପଦୀଙ୍କୁ ବିଜୟ ପ୍ରମାଣ ପତ୍ର ଜାରି କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ନିର୍ବାଚନ କମିସନର ଅନୁପ ଚନ୍ଦ୍ର ପାଣ୍ଡେ ମିଳିତ ଭାବେ ବିଜୟ ପ୍ରମାଣ ପତ୍ରରେ…

ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ କନ୍ଧମାଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଯାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି, ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି…

‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମି ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’!ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ…

ଯୁବାକ୍ଷୀ ହେଲେ ସିବିଏସଇ ଟପ୍ପର, ରଖିଲେ ୧୦୦% ନମ୍ବର

ନୋଇଡା : ଉତ୍ତରପ୍ରଦେଶ ନୋଇଡାର ଯୁବାକ୍ଷୀ ବିଗ୍ ସିବିଏସଇ ୧୨ଶ ଶ୍ରେଣୀ ପରୀକ୍ଷାରେ ପରଫେକ୍ସ ରେଜଲ୍ଟ ହାସଲ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପରଫେକ୍ଟ ରେଜଲ୍ଟ ଅର୍ଥ ସେ ମୋଟ ୫୦୦ ମାର୍କରୁ ୫୦୦ ହାସଲ କରିଛନ୍ତି ।ନୋଇଡା ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ…

ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅପେକ୍ଷା କରିଛନ୍ତି ୨୮,୬୬୩ ଆବେଦନକାରୀ

ନୂଆଦିଲ୍ଲୀ: ୨୮,୬୬୩ ଜଣ ଭାରତୀୟ ଆବେଦନକାରୀ ଦେଶରେ ଏକ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅପେକ୍ଷା କରି ରହିଛନ୍ତି ବୋଲି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଶୁକ୍ରବାର ଦିନ କହିଛି। ଏଥିସହ ମନ୍ତ୍ରାଳୟ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ…

ନେହରୁ-ଗାନ୍ଧି ପରିବାର ନାଁରେ ବହୁତ ଟଙ୍କା କମେଇଛନ୍ତି ଦଳୀୟ ନେତା: କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ନିଜର ବିବାଦୀୟ ଓ ବେଧଡ଼କ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ଣ୍ଣାଟକାର କଂଗ୍ରେସ ବିଧାୟକ କେଆର ରମେଶ କୁମାର ଗୁରୁବାର ବଡ଼ ଦାବି କରିଛନ୍ତି। ସେ ନେହରୁ ଓ ଗାନ୍ଧି ପରିବାର ସମ୍ପର୍କରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗାନ୍ଧି ପରିବାର ନାଁରେ କଂଗ୍ରେସ…