Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପ୍ୟାକିଂ ହୋଇ ନଥିଲେ ଏହି ୧୪ଟି ଜିନିଷ ପାଇଁ ଦେବାକୁ ପଡ଼ିବନି ଜିଏସଟି
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଭଳି ବିବାଦ ମଧ୍ୟରେ ଟ୍ବିଟ କରି ଏକ ବଡ଼ ସୂଚନା ଦେଇଛନ୍ତି!-->…
ଚାଲିଗଲେ ବର୍ଷିୟାନ୍ ଗାୟକ ଭୁପିନ୍ଦର ସିଂହ
ମୁମ୍ବାଇ: ଭାରତର ବର୍ଷୀୟାନ ଗାୟକ ଭୁପିନ୍ଦର ସିହଙ୍କର ଆଜି ପରଲୋକ ଘଟିଛି। ବଲିଉଡ୍ ଜଗତର ଜଣାଶୁଣା ଗାୟକ ଭୁପିନ୍ଦର କୋଭିଡ ଜଟିଳତା ଓ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ହସପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ!-->…
ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ Y+ ସୁରକ୍ଷା
ମୁମ୍ବାଇ: ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା। ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଏହାପରେ ଏମାନଙ୍କୁ!-->…
ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ମାର୍ଗାରେଟ ଆଲଭା
ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ବଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମାର୍ଗାରେଟ ଆଲଭା। ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ମାର୍ଗାରେଟ ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କଂଗ୍ରେସ ନେତା ରାହୁଲ!-->…
ନିଟ୍ରେ ଦୁର୍ନୀତି: ୨୦ ଲକ୍ଷରେ ବିକ୍ରି ହେଉଛି ସିଟ୍
ନୂଆଦିଲ୍ଲୀ: ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍ରେ ହୋଇଛି ବ୍ୟାପକ ଦୁର୍ନୀତି। ଏହି ଦୁର୍ନୀତି ସହ ଜଡ଼ିତ ଗୋଟିଏ ବଡ଼ ତଥ୍ୟ ଆଜି ସାମ୍ନାକୁ ଆସିଛି। ମେଡିକାଲ କଲେଜରେ ଆଡମିସନ ପାଇଁ ଆଶାୟୀଙ୍କୁ ଦେବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା। ବିନା ପରୀକ୍ଷାରେ ଦଲାଲ!-->…
ପୁଣି ବିବାଦରେ ଅଗ୍ନିପଥ ଯୋଜନା, ଏଥର ଜାତି ଓ ଧର୍ମ ପ୍ରମାଣପତ୍ର
ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଫସିଛି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା। ଅଗ୍ନିପଥ ଯୋଜନାରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆଶାୟୀ ଯୁବକଙ୍କୁ ଜାତିଗତ ଓ ଧର୍ମ ଭିତ୍ତିକ ପ୍ରମାଣପତ୍ର ମାଗୁଥିବା ଅଭିଯୋଗ ହୋଇଛି। ନିଯୁକ୍ତି ପାଇଁ ଉପଲବ୍ଧ ହେଉଥିବା!-->…
ଗିରଫ ଆଇଏଏସଙ୍କ ସହ ଅମିତ ଶାହଙ୍କ ଫଟୋ ଶେୟାର କରି ଫିଲ୍ମ ନିର୍ମାତା ଅବିନାଶ ଦାସ ଗିରଫ
ଅହମଦାବାଦ: ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜରାଟ ପୁଲିସ୍। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ ଗିରଫ ଆଇଏଏସ ପୂଜା ସିଙ୍ଘଲଙ୍କ ଗୋଟିଏ ଫଟୋକୁ ଶ୍ରୀ ଦାସ ଟ୍ୱିଟର୍ରେ ଶେୟାର କରିଥିଲେ। ଏଥିପାଇଁ ତାଙ୍କ ନାଁରେ ମାମଲା ହୋଇଥିଲା। ଏବେ ଗୁଜରାଟ ପୁଲିସ୍ ମୁମ୍ବାଇ!-->…
ନୂପୁର ଶର୍ମାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ କୌଣସି ପ୍ରକାରରେ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ!-->…
ହୁଇଲ ଚ୍ୟାୟରରେ ଭୋଟ ଦେବାକୁ ଆସିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ
ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି।
ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ!-->!-->!-->…
ରାଷ୍ଟ୍ରପତି ନିର୍ବାଚନ: ଦିଲ୍ଲୀରେ ଭୋଟ ଦେଲେ ବିଜେଡିର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ
ନୂଆଦିଲ୍ଲୀ/ ଭୁବନେଶ୍ବର: ବିଜେଡିର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଆଜି ମଧ୍ୟାହ୍ନ ୧୨ଟାରେ ସଂସଦ ଭବନରେ ଥିବା ବିଜେଡି ସଂସଦୀୟ ପାର୍ଟି ଅଫିସରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଓଡ଼ିଶାର ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ଯାଇଥିଲେ।