Browsing Category

ଦେଶ

ଖୁବ ଶିଘ୍ର ବିଜେପିରେ ମିଶିବେ କ୍ୟାପ୍ଟେନ ଅମରିନ୍ଦର ସିଂହ 

ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଖୁବଶୀଘ୍ର ବିଜେପିରେ ମିଶିବେ। ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜେପି ବିରୋଧୀ ଅକାଳୀ ଦଳ

ନୂଆଦିଲ୍ଲୀ: ଦୀର୍ଘ ୨୧ ମାସ ହେଲା ବିଜେପି ମେଣ୍ଟରୁ ଦୂରେଇ ଯାଇଥିବା ଶିରୋମଣି ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜର ଆଭିମୁଖ୍ୟ ବଦଳାଇଛି। ଦଳ ବିଜେପି ସହ ନଥିଲେ ମଧ୍ୟ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ…

ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କଲେ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଘଟଣାକୁ ନେଇ ଅନେକ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ କିଛି ନେତା ତାଙ୍କୁ କଟାକ୍ଷ କରିଥିବାବେଳେ କିଛି ଲୋକ ବିଜେପିର…

ମୁଁ ଦ୍ରୌପଦୀଙ୍କୁ ସମର୍ଥନ ଦେଇଥାନ୍ତି, କିନ୍ତୁ ବିଜେପିର ଭୁଲ ପାଇଁ ସମର୍ଥନ ଦେବି ନାହିଁ – ମମତା

କୋଲକାତା: ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ପସନ୍ଦ କରେ | ତାଙ୍କୁ ସମର୍ଥନ ଦେଇଥାନ୍ତି, କିନ୍ତୁ ବିଜେପିର ଭୁଲ ପାଇଁ ସମର୍ଥନ ଦେବି ନାହିଁ | ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ବିଜେପି ଆମ ସହ…

ନୂପୁର ଶର୍ମା ପୂରା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ…

ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ ବାହାର କର : ପୁଟିନଙ୍କୁ କହିଲେ ମୋଦୀ

ନୂଆଦିଲ୍ଲୀ : କେବଳ ଆଲୋଚନା ମାଧ୍ୟମରେ ହିଁ ସମାଧାନ ସମ୍ଭବ ବୋଲିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ କହିଛନ୍ତି । ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା…

ପାଇଲଟ ବିହୀନ ବିମାନ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭିନ୍ନ ଦେଶମାନଙ୍କୁ ନୂଆନୂଆ ପ୍ରତିରକ୍ଷା କୌଶଳ ଉଦ୍‌ଭାବନ କରିବାକୁ ପ୍ରେରଣା ଯୋଗାଉଛି | ଆଧୁନିକ ଯୁଗରେ ଯୁଦ୍ଧ ଲଢିବାର ପଦ୍ଧତି ବଦଳିଗଲାଣି । ସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଯାଇ ଲଢିବା ଅପେକ୍ଷା ସ୍ବୟଂଚାଳିତ ବିମାନ ବା ପାଇଲଟ…

‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ‘ଇଡି’ରେ ହାଜର ହେଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ‘ନିର୍ଭିକ’ ବୋଲାଉଥିବା ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି।ତାଙ୍କ ବକ୍ତବ୍ୟରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ଜୀବନରେ କେବେ କ‌ୌଣସି ଭୁଲ୍‌ କରି ନ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ମାନହାନୀ ମାମଲା ରୁଜୁ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାନହାନୀ ମାମାଲା ରୁଜୁ କରିଛନ୍ତି।ରାଜ୍ୟ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ହିମନ୍ତ ବିଶ୍ବଶର୍ମା ‘କୋଭିଡ୍‌ ପର୍ସନାଲ୍‌ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌’…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନବୀସ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂ କୋସିୟାରି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏକନାଥ ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ ।ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…