Browsing Category

ଦେଶ

ତିସ୍ତା ସିତଲବାଦ ଓ ମହମ୍ମଦ ଜୁବୈରଙ୍କ ଗିରଫଦାରୀକୁ ମମତାଙ୍କ ସମାଲୋଚନା

କୋଲକାତା: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଓ ମୁମ୍ବାଇର ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଗିରଫଦାରୀକୁ ବିରୋଧ କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା…

୨୦୧୮ ମସିହା ଟ୍ୱିଟ ପାଇଁ ଗିରଫ ହୋଇଥିବା ଜୁବୈରଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ତଥା ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଆଜି ପୁଣିଥରେ ୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ସୋମବାର ଜୁବୈରଙ୍କୁ ୨୦୧୮ ମସିହାରେ ସେ କରିଥିବା ଗୋଟିଏ ଟ୍ୱିଟ ପାଇଁ ହଠାତ୍‌ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପରେ…

ରାଷ୍ଟ୍ରପତି ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ଉପରେ ବ୍ୟାନ ଲଗାଇଲା ରୁଷ

ମସ୍କୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ସମେତ ୨୫ ଜଣ ଆମେରିକୀୟ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି ରୁଷ। ବ୍ୟାନ ଲାଗିବାର ଅର୍ଥ ଏମାନେ ରୁଷରେ ପ୍ରବେଶ କରିପାରିବେ ନାହିଁ। ପୂର୍ବରୁ ରୁଷ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ମଧ୍ୟ ସମାନ କଟକଣା ଲଗାଇଥିଲା।ରୁଷର ବୈଦେଶିକ…

ଜୁଲାଇ ୧ରୁ ସାରା ଦେଶରେ ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ । ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି…

ମହିଳାଙ୍କ ସହ ବନ୍ଧୁତା ଯୌନ ସମ୍ପର୍କ ପାଇଁ ତାଙ୍କର ସହମତି ନୁହେଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିବାହ ବାହାନାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରତ୍ୟାଖ୍ୟାନ କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭାରତୀ ଏଚ୍‌ ଡାଙ୍ଗ୍ରେ…

ମାନବ ଚୋରାଚାଲାଣର କରୁଣ ପରିଣତି : ଆମେରିକାରେ ଟ୍ରକରୁ ମିଳିଲା ୪୬ଟି ମୃତଦେହ

ଟେକ୍ସାସ : ମାନବ ଚୋରାଚାଲାଣ କେତେ ଭୟଙ୍କର ହୋଇପାରେ ତାହାର ପ୍ରମାଣ ମିଳିଛି ଆମେରିକାର ଟେକ୍ସାସ ରାଜ୍ୟରେ । ଆମେରିକା-ମେକ୍ସିକୋ ସୀମାବର୍ତ୍ତୀ ସାନ୍ ଆଣ୍ଟୋନିଓଠାରେ ଆଜି ଛିଡ଼ା ହୋଇଥିବା ଏକ କଣ୍ଟେନର ଟ୍ରକ୍ (ଟ୍ରେଲର)ରୁ ୪୬ଟି ମୃତ ଦେହ ଜବତ କରାଯାଇଛି । ଏହା ସହିତ ସେଥିରେ ଥିବା ଆଉ ୧୬…

ବିଦ୍ରୋହୀ ବିଧାୟକଙ୍କୁ ଚିଠି ଲେଖିଲେ ଉଦ୍ଧବ ଠାକରେ: ମୁମ୍ବାଇ ଆସ, ମୋ ସହ କଥା ହୁଅ

ମୁମ୍ବାଇ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ ଜଣ ବିଧାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗୌହାଟୀରେ ରହିଛନ୍ତି। ସେମାନଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ରର କ୍ଷମତାସୀନ ମହା…

ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ: ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ସେ ନିର୍ଦ୍ଦେଶ ପଦ ଛାଡ଼ିବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ଅର୍ଥ ଏଣିକି ଆକାଶ ଅମ୍ବାନୀଙ୍କ…

ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସମର୍ଥନ କରିବେ କି ?

ରାଞ୍ଚି: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମର୍ଥନ କରିବେ କି ନାହିଁ ସେନେଇ ବିଚାର ବିମର୍ଶ ଜାରି ରଖିଛନ୍ତି। ଏ ସମ୍ପର୍କରେ ସେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।…

ଚାହିଁଲେ ବି କ୍ଷମତା ଛାଡ଼ି ପାରୁ ନାହାନ୍ତି ଉଦ୍ଧବ

ମୁମ୍ବାଇ: ମଣିଷ ଉପଭୋଗ କରୁଥିବା ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ଠାରୁ କ୍ଷମତାର ସ୍ୱାଦ ନିଆରା। ଏହି କ୍ଷମତା ପାଇଁ କେତେ ରକ୍ତପାତ ପୁଣି କେତେ ସଂଘର୍ଷ ଘଟିଛି ତାର ହିସାବ ନାହିଁ। ହେଲେ ଏହି କ୍ଷମତାର ଚୌକି ଯେବେ କଣ୍ଟା ସାଜି ଗଳାରେ ଲାଗେ ନା ତାକୁ କାଢ଼ି ହୁଏ ନା ଢ଼ୋକି ହୁଏ। କେବଳ…