Browsing Category

ଦେଶ

ଧମକ ପରେ ବଢ଼ିଲା ନୂପୁରଙ୍କ ସୁରକ୍ଷା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ନିଲମ୍ବିତ ନୂପୁର ଶର୍ମାଙ୍କ ବଢ଼ିଲା ସୁରକ୍ଷା। ଧମକ ପରେ ଦିଲ୍ଲୀ ପୁଲିସ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ଓ ତାଙ୍କ ପରିବାରର ସୁରକ୍ଷା କଡାକଡି କରିଛି।ବାସ୍ତବରେ ପ୍ରଫେଟ…

କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ନିଜ ଅଫିସ ଭିତରେ ହିଁ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ। ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ତାଙ୍କ ଅଫିସ ଭିତରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଜଣେ ତାଙ୍କ ଘନିଷ୍ଟ ସାଙ୍ଗ ସୋମବାର ଅଫିସ ଭିତରକୁ ଆସି ଗୁଳିମାଡ କରିଥିବା ସୂଚନା…

ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ…

ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବୋରିସ ଜନସନ୍, ନିଜ ଦଳ କରୁଛି ଇସ୍ତଫା ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କ୍ଷମତାରେ ଥିବା କନଜରବେଟିବ ପାର୍ଟିର ୪୦ରୁ ଅଧିକ ସାଂସଦ ନିଜ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଇସ୍ତଫା ଦାବି ଜୋର ଧରିବା ପରେ ଏବେ ଜନସନଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ…

ଦେଶ ବର୍ତ୍ତମାନ ଗୃହଯୁଦ୍ଧ ଅଭିମୁଖେ : ଲାଲୁ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଏଥିସହ ଦେଶ ବର୍ତ୍ତମାନ ଗୃହଯୁଦ୍ଧ ଅଭିମୁଖେ ଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହାବାଦ ବେକାରୀ ଓ ମାନ୍ଦାବସ୍ଥା ବିରୋଧରେ ଲୋକଙ୍କୁ ଏକାଠି…

କେରଳରୁ ଠାବ ହେଲା ନୋରୋ ଭାଇରସ, ୨ ପିଲା ସଂକ୍ରମିତ

ଥିରୁଅନନ୍ତପୁରମ: କେରଳରୁ ଠାବ ହୋଇଛି ନୋରୋ ଭାଇରସ। ଏହି ଭାଇରସ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ ଜଣ ପିଲାଙ୍କୁ ସଂକ୍ରମିତ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରୁ ନୋରୋ ଭାଇରସ ଚିହ୍ନଟ ହୋଇଛି। କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଉଭୟ…

କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ

କୋଲକାତା: ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଗଲାଣି। ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ କ୍ୟାଲକାଟା ହାଇକୋର୍ଟରେ…

‘ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା, ଆମକୁ ଶୁଦ୍ର କରିଦେବ’

ଚେନ୍ନାଇ: ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଧସେଇ ପଶିଛନ୍ତି ତାମିଲନାଡୁରେ କ୍ଷମତାସୀନ ଡିଏମକେର ସାଂସଦ ଟିକେଏସ ଇଲାଙ୍ଗୋଭାନ। ସେ ହିନ୍ଦୀ ଭାଷାକୁ ନେଇ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମତରେ ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା। ଏଥିସହ ସହ ହିନ୍ଦୀ କେବଳ…

ନୂପୁର ଶର୍ମାଙ୍କ ଗିରଫ ଦାବି କଲେ ଓୱେସୀ

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଅସନ୍ତୋଷ ତେଜୁଛି। ନୂପୁରଙ୍କୁ ଗିରଫ କରିବା ପାଇଁ ସୋମବାର ଏଆଏମଆଇଏମ ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀ ଦାବି କରିଛନ୍ତି। ସେହିପରି ନୂପୁରଙ୍କ…

ଗାଁ ରାସ୍ତାରେ ନାଥୁରାମ ଗଡ଼ସେଙ୍କ ନାମ ଫଳକକୁ ନେଇ ଉତ୍ତେଜନା

ଉଡୁପି: ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସକୁ ନେଇ ଏକ ଚର୍ଚ୍ଚିତ ଖବର ଆସିଛି। କର୍ଣ୍ଣାଟକର ଉଡ଼ୁପିର ଏକ ରାସ୍ତାରେ କେହି ଦୁର୍ବୃତ୍ତ ନାଥୁରାମ ଗଡ଼ସେଙ୍କ ନାମରେ ସାଇନ ବୋର୍ଡ଼ ଲଗାଇଥିବା ଜଣାପଡ଼ିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ମାମଲା…