Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନ୍ୟୁ ଜଲପାଇଗୁଡ଼ି ଏବଂ ଢାକା ମଧ୍ୟରେ ଚଳାଚଳ ଆରମ୍ଭ କଲା ଭାରତ-ବାଂଲାଦେଶ ‘ମିତାଲି ଏକ୍ସପ୍ରେସ୍’
ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶକୁ ସଂଯୋଗ କରୁଥିବା ରେଳପଥ ନ୍ୟୁ ଜଲପାଇଗୁଡ଼ି-ଢାକା କ୍ୟାଣ୍ଟନ୍ମେଣ୍ଟ୍ରେ ଆଜି ‘ମିତାଲି ଏକ୍ସପ୍ରେସ୍’ ଚଳାଚଳ ଆରମ୍ଭ କରିଛି। ଉଭୟ ଦେଶର ରେଳମନ୍ତ୍ରୀମାନେ ‘ମିତାଲି ଏକ୍ସପ୍ରେସ୍’ର ଶୁଭଯାତ୍ରା ଆରମ୍ଭ କରାଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟର ଏହା ହେଉଛି!-->…
ରୋଷେଇ ଘରୁ ‘ସସ୍ପାନ୍’ଟିଏ ଆଣି ସେଥିରେ ‘ମଗ୍’ ଭଳି ପାଣି ଢାଳି ଗାଧୋଇଲି: ମମତା ବାନାର୍ଜୀ
କୋଲ୍କାତା: ବାଙ୍କୁଡ଼ା ପର୍ଯ୍ୟଟନକାଳୀନ ହୋଟେଲ୍ ବା ପାନ୍ଥଶାଳାରେ ରହଣିଜନିତ ସମସ୍ୟା କଥା ଶୁଣିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମେରିକା ଗସ୍ତ ବେଳେ ଗାଧୋଇବା ପାଇଁ ସମ୍ମୁଖୀନ ହୋଇଥିବା ଅସୁବିଧା କଥା କହିବାକୁ ଯାଇ କହିଲେ, ହୋଟେଲ୍ ରୋଷେଇଘରୁ!-->…
ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର, ଆଜିଠୁ ନୂଆ ଦର ଲାଗୁ
ନୂଆଦିଲ୍ଲୀ: ଜୁନ୍ ପହିଲାରୁ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ଡର ଦାମ ୧୩୫ ଟଙ୍କା ହାସ ପାଇଛି । ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହେବ। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ!-->…
ଅଯୋଧ୍ୟା ଓ ମଥୁରାରେ ଆଉ ମିଳିବନି ମଦ
ଅଯୋଧ୍ୟା: ଏବେ ଭଗବାନ ଶ୍ରୀରାମ ମନ୍ଦିର କ୍ଷେତ୍ରରେ ମଦ ବିକ୍ରି ହେବନି। ଏଠାରେ ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରି ଦିଆଯାଇଛି। ଏହାଛଡ଼ା ଶ୍ରୀକୃଷ୍ଣ ଜନ୍ମ କ୍ଷେତ୍ରରେ ମଧ୍ୟ ଆଜି ଠାରୁ ପୂରାପୂରି ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଅଯୋଧ୍ୟା ଓ ମଥୁରାକୁ ନେଇ ଯୋଗୀ ସରକାର ଏହି ବଡ଼!-->…
କଲେଜ କ୍ୟାମ୍ପସ ଭିତରେ ନମାଜ ପଢ଼ିବାରୁ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ନୌ: କଲେଜ କ୍ୟାମ୍ପସ ଭିତରେ ନମାଜ ପଢ଼ିବା ପ୍ରଫେସରଙ୍କୁ ପଡିଲା ମହଙ୍ଗା। ତାଙ୍କୁ କଡା ବିରୋଧର ସାମ୍ନାକୁ କରିବାକୁ ପଡିଛି। ଏଥିସହ ପ୍ରଶାସନ ପକ୍ଷରୁ ତାଙ୍କୁ ମିଳିଛି କଡା ଦଣ୍ଡ। ଉତ୍ତରପ୍ରଦେଶ ଅଲିଗଡର ଏକ କଲେଜ ପରିସରରେ ଜଣେ ପ୍ରଫେସର ନମାଜ ପଢ଼ିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର!-->…
ଭୟରେ କଶ୍ମୀର ପଣ୍ଡିତଙ୍କ ଶିବିର ସିଲ୍ କଲେ ସରକାର
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ। ଜଣଙ୍କ ପରେ ଜଣଙ୍କୁ ଆତଙ୍କବାଦୀମାନେ କରୁଛନ୍ତି ହତ୍ୟା। ଏହାକୁ ଏବେ ଜୋରଦାର କଶ୍ମୀର ପଣ୍ଡିତମାନେ ବିରୋଧ କରିଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହି କଶ୍ମୀର ଉପତ୍ୟକା ଛାଡିଦେବାକୁ ଗତକାଲି କଶ୍ମୀର ପଣ୍ଡିତମାନେ ସରକାରଙ୍କୁ!-->…
ସୋନିଆ ଗାନ୍ଧି ଓ ରାହୁଲଙ୍କୁ ଇଡିର ସମନ୍
ନୂଆଦିଲ୍ଲୀ: ଗାନ୍ଧି ପରିବାର ପାଇଁ ବଢ଼ିଲା ଅଡୁଆ। ଅର୍ଥ ହେରଫେର୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋନିଆଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ ଜାରି କରିଛି ଇଡ। ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ!-->…
ଓଡ଼ିଶାର କମାଣ୍ଡୋ ଦେବାଶିଷ ସେଠୀ, ସୁଧୀର କୁମାର ଟୁଡୁଙ୍କୁ ଶୌର୍ଯ୍ୟ ଚକ୍ର
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର କମାଣ୍ଡୋ ଶହୀଦ୍ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି।
ଓଡ଼ିଶା ପୋଲିସ କମାଣ୍ଡୋ ଦେବଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ!-->!-->!-->…
ସମସ୍ତେ ମରିବେ: କୁଲଗାମରେ ଶିକ୍ଷୟତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଏଭଳି କହିଲେ ଫାରୁକ୍ ଅବଦୁଲ୍ଲା
କୁଲଗାମ୍: ଆଜି ଜମ୍ମୁ କଶ୍ମୀରର କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ବିବାଦୟ ବୟାନ ଦେଇଛନ୍ତି। ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍ ଅବଦୁଲ୍ଲା!-->…
ରାହୁଲ ଦେଶ ବାହାରେ ଦେଶକୁ ଓ ଅଖିଳେଶ ରାଜ୍ୟ ବାହାରେ ରାଜ୍ୟକୁ ନିନ୍ଦା କରନ୍ତି: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଦଳର ନେତା ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଅଖିଲେଶ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ!-->…