Browsing Category

ଦେଶ

ରାଜ୍ୟସଭା ନିର୍ବାଚନ: ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରବିବାର ରାଜ୍ୟସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କର୍ଣ୍ଣାଟକରୁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାରାଷ୍ଟ୍ରରୁ ପୀୟୁଷ ଗୋୟଲଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ଜୁନ୍ ୧ରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ…

ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାରୀଙ୍କୁ ଛଡ଼ାଯିବନି: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଗାୟକ ସିଦ୍ଧୁ ମୁଜ୍ ୱାଲାଙ୍କୁ ଆକ୍ରମଣରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ରକ୍ଷା…

ଦୁଇ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଆପ୍

ଚଣ୍ଡିଗଡ଼: ରାଜ୍ୟସଭା ପାଇଁ ଦୁଇଟି ନାଁ ସ୍ଥିର କଲା ଆମ୍ ଆଦମୀ ପାର୍ଟି(ଆପ୍) । ପଦ୍ମଶ୍ରୀ ସନ୍ଥ ବଲବୀର ସିଂ ଏବଂ ପଦ୍ମଶ୍ରୀ ବିକ୍ରମଜିତ ସିଂ ସାହନିଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଆପ୍।ନଦୀରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବାକୁ ଯାଇ ଚର୍ଚ୍ଚାକୁ ଆସିଥିଲେ ସନ୍ଥ ବଲବୀର ସିଂ…

ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କଲା ରୁଷ

ମସ୍କୋ : ୟୁକ୍ରେନ ଯୁଦ୍ଧରେ ରୁଷ ଏକ ବଡ଼ ସଫଳତା ହାସଲ କରିଛି । ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କରିଛି ରୁଷ ସେନା । ଏ ସମ୍ପର୍କରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି ।ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ରୁଷ ସେନା ଓ…

ଶ୍ରୀଲଙ୍କାକୁ ବାକିରେ ତେଲ ଯୋଗାଇଲା ରୁଷ

କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାକୁ ତେଲ ଯୋଗାଇଛି ରୁଷ । ଏହା ଦ୍ବାରା ଶ୍ରୀଲଙ୍କାର ତୈଳ ବିଶୋଧନାଗାରଗୁଡ଼ିକ ପୁଣି ଆରମ୍ଭ ହୋଇପାରିବ ।ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଉପରେ ପାଶ୍ଚାତ୍ୟ ଦେଶମାନେ କଟକଣା ଲଗାଇଛନ୍ତି । ତେବେ ତେଲକୁ ଏଥିରୁ ଛାଡ଼ କରାଯାଇଛି । ଫଳରେ ଭାରତ,…

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା

ନୂଆଦିଲ୍ଲୀ : ଓମିକ୍ରନର ଉପ-ପ୍ରଜାତି ବା ସବ-ଭାରିଆଣ୍ଟ ବିଏ.୪ ଓ ବିଏ.୫ର ଆଉ କିଛି ମାମଲା ଭାରତରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ବିଏ.୪ର ୪ଟି ମାମଲା ଓ ବିଏ.୫ର ୩ଟି ମାମଲା ଚିହ୍ନଟ ହୋଇଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା । ରାଜ୍ୟରେ ପ୍ରଥମ ଥର ପାଇଁ ଏସବୁ ମାମଲା…

କେଜିଏଫ୍‌-୨ ଦେଖି ପୁଳାପୁଳା ସିଗାରେଟ୍ ଟାଣି ହସ୍‌ପିଟାଲରେ ଭର୍ତ୍ତି ହେଲେ ନାବାଳକ

ହାଇଦ୍ରାବାଦ: କମୁନି କେଜିଏଫ୍‌ କ୍ରେଜ୍‌। ଫିଲ୍ମ ରିଲିଜକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଦର୍ଶକଙ୍କୁ କେଜିଏଫ୍‌-୨ ନିଶା ଘାରିଛି। ରକି ଭାଇଙ୍କ ଆକ୍ସନ, ଷ୍ଟାଇଲ୍‌ ଓ ତାଙ୍କ ଡାଏଲଗ୍‌ ସମସ୍ତଙ୍କୁ କରିଛି ମତୁଆଲା। ନିକଟରେ ରକି ଭାଇ ଓରଫ୍‌ ଅଭିନେତା ୟଶ୍‌ଙ୍କ ଜଣେ ୧୫ ବର୍ଷୀୟ…

ସିଲିଣ୍ଡର ବିସ୍ଫୋରଣ ପରେ ଭୁଶୁଡ଼ିଲା ବିଲଡିଂ, ୩ ବର୍ଷର ଶିଶୁ ସମେତ ୪ ମୃତ

ଅମରାବତୀ: ଆନ୍ଧ୍ର ପ୍ରଦେଶର ଅନନ୍ତପୁରରେ ଘଟିଛି ବଡ଼ ଅଘଟଣ। ସିଲିଣ୍ଡର ବିସ୍ଫୋରଣ ପରେ ଗୋଟିଏ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ…

ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଡିଏମକେ ସବୁଠୁ ଧନୀ, ତୃତୀୟରେ ବିଜେଡି

ନୂଆଦିଲ୍ଲୀ: ଦେଶରେ ଥିବା ୩୧ଟି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତାମିଲନାଡୁର କ୍ଷମତାସୀନ ଡିଏମକେ ସବୁଠାରୁ ଅଧିକ ଧନୀ। ୨୦୨୦-୨୧ରେ ଉଭୟ ଆୟ ଓ ବ୍ୟୟରେ ଡିଏମକେ ଦେଶର ବାକି ଆଞ୍ଚଳିକ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ(ଏଡିଆର) ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ…

ଭିନ୍ନକ୍ଷମ ପିଲାକୁ ବିମାନ ଯାତ୍ରା ବାରଣ ମହଙ୍ଗା ପଡ଼ିଲା, ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଫାଇନ୍‌  

ନୂଆଦିଲ୍ଲୀ: ରାଞ୍ଚି ବିମାନବନ୍ଦରରେ ଜଣେ ପିଲାକୁ ତାଙ୍କ ବାପାମାଙ୍କ ସହ ବିମାନ ଯାତ୍ରା ପାଇଁ ଅନୁମତି ନଦେବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ପିଲାଟିର ଆଚରଣ ସ୍ୱଭାବିକ୍‌ ନଥିବାରୁ ପିଲାଟିକୁ ବିମାନ ଯାତ୍ରା ପାଇଁ ଅନୁମତି…