Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି କୁମାର ବିଶ୍ୱାସ ଓ କହ୍ନେୟା କୁମାର
ଜୟପୁର: ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି କୁମାର ବିଶ୍ୱାସ ଓ କହ୍ନେୟା କୁମାର | ରାଜସ୍ଥାନର ସିରୋହି ବିଧାନସଭା ଆସନରୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ରାଜନୈତିକ ପରାମର୍ଶଦାତା ସଂଯମ ଲୋଡା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର!-->…
ୟାସିନକୁ ଦଣ୍ଡ ଦେବା ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ: ପାକିସ୍ତାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆତଙ୍କବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଦଣ୍ଡ ଘୋଷଣା ହେବା ମାତ୍ରେ ପଡୋଶୀ ଦେଶ ପାକିସ୍ତାନରେ ଦୁଃଖର କଳା ବାଦଲ ଖେଳିଯାଇଛି | ଆଉ ଦଣ୍ଡ ଘୋଷଣା ପରେ ପାକିସ୍ତାନ!-->…
ପେଟ୍ରୋଲ ପମ୍ପରେ ତେଲ ନାହିଁ, ଏଟିଏମରେ ଟଙ୍କା ନାହିଁ: ନିଜ ଦେଶ ପାକିସ୍ତାନର ଅବସ୍ଥା ବାବଦରେ ମୁହଁ ଖୋଲିଲେ ପୂର୍ବତନ…
ଲାହୋର: ପାକିସ୍ତାନରେ ଯଦିଓ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଦେଶର ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଘଟିବ । ତେବେ ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର!-->…
କଳିଙ୍ଗା ଘାଟିରେ ବସ ଓଲଟିବା ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା। ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ!-->…
ଜ୍ଞାନବାପୀ ପରେ ମାଙ୍ଗାଲୋରରେ ମସଜିଦକୁ ନେଇ ବିବାଦ, ୧୪୪ ଧାରା ଲାଗୁ
ବେଙ୍ଗାଲୁରୁ: ଦେଶରେ ମନ୍ଦିର-ମସଜିଦକୁ ନେଇ ବିବାଦ ଲାଗତର ଭାବେ ବୃଦ୍ଧି ପାଉଛି। ଜ୍ଞାନବାପୀ ମାମଲା ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୋରରେ ଏବେ ଏକ ନୂଆ ବିବାଦ ଉପୁଜିଛି। ମାଙ୍ଗାଲୋରରେ ଥିବା ଏକ ପୁରୁଣା ଜାମା ମସଜିଦ ତଳୁ ହିନ୍ଦୁ ମନ୍ଦିର ଭଳି ଡିଜାଇନ୍ ମିଳିଥିବା ଦାବି ହୋଇଛି। ସେଠାରେ!-->…
ବଢ଼ିଲା କାର୍ତ୍ତି ଚିଦାମ୍ବରମ୍ଙ୍କ ଅଡୁଆ, ରୁଜୁ ହେଲା ଆଉ ଏକ ମାମଲା
ନୂଆଦିଲ୍ଲୀ: ପୁଣି ବଢ଼ିଲା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଅଡୁଆ। ଚାଇନା ଭିସା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି।ଏହାପୂର୍ବରୁ ସୋମବାର ଦିନ ଚୀନ!-->…
ବିଜେପି ନେତାଙ୍କୁ ଗଳାକାଟି ହତ୍ୟା
ଚେନ୍ନାଇ: ଚେନ୍ନାଇର ମଙ୍ଗଳବାର ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ଏକ ଅଜଣା ଗ୍ୟାଙ୍ଗ ସମ୍ପୃକ୍ତ ନେତାଙ୍କ ଗଳାକାଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇ ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଡିଏମକେ!-->…
ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଦଳ ଛାଡ଼ିଲେ
ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍କା। ଦଳ ଛାଡ଼ିଲେ କପିଲ ଶିବଲ | ଦଳ ଛାଡ଼ିବା ପରେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ଯିବା ଲାଗି ସ୍ୱାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ନାମାଙ୍କନ ଭରିଛନ୍ତି।କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ କାର୍ଯ୍ୟାଳୟକୁ!-->…
ୟାସିନ୍ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ
ଜମ୍ମୁ: କଶ୍ମୀରିର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୟାସିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଜି ତାଙ୍କ ବିରୋଧରେ ରାୟ ଆସିଛି। ୟାସିନ୍ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ!-->…
ରୋବର୍ଟ କରିବ ଜଟିଳ ଅପରେସନ ! ଏହା ସମ୍ଭବ କରିବ ମେଟାର ଏଆଇ ପ୍ଲାଟଫର୍ମ
ନୂଆଦିଲ୍ଲୀ : କଣ ଭବିଷ୍ୟତରେ ରୋବର୍ଟ ମଣିଷ ଶରୀରରେ ଜଟିଳ ଅସ୍ତ୍ରୋପଚାର କରିପାରିବେ ? ଏହା କଣ ସମ୍ଭବ ? ଏପରି ଏକ ସମ୍ଭାବନା ଉପରେ କାମ ଆରମ୍ଭ କରିଦେଇଛି ମେଟା ବା ପୂର୍ବର ଫେସବୁକ । ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି!-->…