Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜାତି ଭିତ୍ତିକ ଜନଗଣନା କରିବାକୁ ନୀତିଶ ପ୍ରସ୍ତୁତ ହେଉଛନ୍ତି
ପାଟନା: ବିଜେପିକୁ ଶକ୍ତ ଝଟ୍କା। ମେଣ୍ଟ ସରକାରରେ ପଡିବ କି ଫାଟ। ବିଜେପିର ବିରୋଧ ସତ୍ତ୍ୱେ ମେଣ୍ଟରେ ଥିବା ବିହାରର ନୀତୀଶ ସରକାର ଜାତିଗତ ଜନଗଣନା ଉପରେ କାମ କରିବେ। ଜାତି ଭିତ୍ତିକ ଜନଗଣନା ଉପରେ ଆସନ୍ତା ମେ’ ୨୭ ତାରିଖ ସର୍ବଦଳୀୟ ବୈଠକ ବସିବ। ଆଜି ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ!-->…
ୟୁକ୍ରେନ୍ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ
କିଭ୍: ୟୁକ୍ରେନ୍ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ!-->…
ମନ୍ଦିରକୁ ନେଇ ଏବେ ତର୍କ-ବିତର୍କ କରିବାର ଅର୍ଥ କିଛି ନାହିଁ – ସଦ୍ଗୁରୁ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମନ୍ଦିର-ମସଜିଦ୍ ବିବାଦକୁ ନେଇ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ପୁରାତନ ଐତିହ୍ୟ ଓ ନିର୍ମାଣକୁ ନେଇ ଚାଞ୍ଚଲ୍ୟକର ଦାବିମାନ ଆସୁଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ସଦଗୁରୁ। ସେ କହିଛନ୍ତି ଯେ,!-->…
୮ ବର୍ଷରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଛି ବିଜେପି: ମୋଦି
ନୂଆଦିଲ୍ଲୀ: ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ ଓ ମଜବୁତ କରିଛି ବିଜେପି। ଜାପାନଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। କ୍ୱାର୍ଡ ସମ୍ମିଳନୀ ଉପଲକ୍ଷେ ଟୋକିଓ ଯାଇଛନ୍ତି ପ୍ରଧାନମନ୍ତ୍ରୀ!-->…
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ମାଛ ଚୋରି କରୁଛି ଚୀନ, ନଜର ରଖିବ କ୍ବାଡ୍
ଟୋକିଓ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ବେଆଇନ ଭାବେ ମାଛ ମାରୁଛନ୍ତି ଚୀନର ଫିସିଙ୍ଗ କମ୍ପାନି । ଏହାର ମୁକାବିଲା ପାଇଁ କ୍ବାଡ୍ ରାଷ୍ଟ୍ରମାନଙ୍କ ପକ୍ଷରୁ ଏକ ସାଟେଲାଇଟ୍ ଭିତ୍ତିକ ଟ୍ରାକିଂ ସିଷ୍ଟମ ଚାଲୁ କରାଯିବ । ଏହା ଦ୍ବାରା ଚୀନର ଫିସିଙ୍ଗ କମ୍ପାନିମାନଙ୍କ ଉପରେ ନଜର ରଖାଯାଇ!-->…
୨୫ଟି ଦେଶରେ ଅନୁଷ୍ଠିତ ହେବ ଆଇଆଇଟି-ଜେଇଇ
ନୂଆଦିଲ୍ଲୀ : ଭାରତର ସବୁଠାରୁ ଶ୍ରେଷ୍ଠ ଇଂଜିନିୟରିଂ କଲେଜ ଆଇଆଇଟିରେ ପଢିବାକୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିବ । ଆଇଆଇଟିରେ ନାମ ଲେଖାପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷା ଆଇଆଇଟି-ଜେଇଇ ଏବେ ବିଶ୍ବର ୨୫ଟି ଦେଶରେ ଅନୁଷ୍ଠିତ ହେବ । ଏହି ୨୫ଟି ଦେଶଙ୍କ ମଧ୍ୟରେ!-->…
ଭାରତକୁ ପ୍ରଶଂସା କରିବାରୁ ଇମ୍ରାନଙ୍କ ଉପରେ ରାଗିଗଲେ ମରିୟମ: କହିଲେ; ଏତେ ଯଦି ପସନ୍ଦ ତାହେଲେ ଭାରତ ପଳାଅ
ନୂଆଦିଲ୍ଲୀ: ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ରୁଷ୍ର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭୂୟସୀ ପ୍ରଶଂସା କରିଥିଲେ। ଅବାଧ ବୈଦେଶିକ ନୀତି ବଳରେ ତାଙ୍କ ସରକାର ମଧ୍ୟ ରିହାତି ଦରରେ!-->…
ବନ୍ଦ ଘରେ ତିନି ମୃତଦେହ, କାନ୍ଥରେ ଲେଖାଅଛି- ‘ଲାଇଟର୍ ଜଳାଇବା ମନା’
ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳ। ସକାଳୁ ସକାଳୁ ହୋ ହଲ୍ଲା କରିଥିଲେ ସାହି ପଡୋଶି। କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା। ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ। ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ଆଉ ଘରର କବାଟ!-->…
ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ ମୋଦି: ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ପୁଣେରେ ଆଜି ଏକ ବିରାଟ ରାଲି କରିଛନ୍ତି। ଏହି ଅବସରରେ ସେ ଦେଶରେ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ!-->…
କୁତବମିନାର ପରିସର ଖୋଳାଯିବା ଯୋଜନାକୁ ଅସ୍ବୀକାର କଲେ ମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପୁରାତନ ଐତିହ୍ୟ କୁତବ ମିନାର ପରିସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏସଆଇ) ପକ୍ଷରୁ ଉତ୍ଖନନ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଏହାର ଅବସାନ ଘଟାଇଛନ୍ତି ଦିଲ୍ଲୀର ସଂସ୍କୃତି ମନ୍ତ୍ର ଜିକେ ରେଡ୍ଡୀ। କୁତବ ମିନାର ପରିସରରେ ସର୍ବେକ୍ଷଣ ପାଇଁ ସେମିତି!-->…