Browsing Category

ଦେଶ

୩୦୦ ଫୁଟ୍‌  କୂଅ ଭିତରକୁ ଖସିପଡ଼ିଲା ୬ ବର୍ଷର ଛୁଆ

ଅମୃତସର: ୩୦୦ ଫୁଟ୍‌ର ଏକ ଗଭୀରକୂଅ ଭିତରକୁ ଖସିପଡ଼ିଲା ୬ ବର୍ଷର ଛୁଆ। ଏମିତି ଏକ ଅଭାବନୀୟ ଘଟଣା ପଞ୍ଜାବର ହୋସିଆରପୁରରେ ଘଟିଛି। ପିଲାଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର ପାଇଁ ସେନାକୁ ଡକାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଏକ ଜେସିବି ମେସିନ…

ରାତାରାତି ଦୁଇକୋଟି ଟଙ୍କା ଲଟେରୀ ଜିତିଲେ କାଶ୍ମୀର ଯୁବକ

ଜମ୍ମୁ:ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍‌ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍‌ ଚମକି ଉଠିଛି। ଗରିବରୁ ରାତାରାତି ଧନୀ ହୋଇ ଯାଇଛନ୍ତି ସେ। ତାଙ୍କ ହାତରେ ଲାଗିଛି ୨ କୋଟି ଟଙ୍କା। ଯାହାକୁ କମେଇବା ପାଇଁ ତାଙ୍କୁ ସାରା ଜୀବନ…

ଟିଏମସିକୁ ଫେରିଗଲେ ଅର୍ଜୁନ ସିଂହ

କୋଲକାତା: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଛି। ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ବିଜେପି ଛାଡ଼ି ପୁଣି ଥରେ ଆଜି ଟିଏମସିରେ ଯୋଗ ଦେଇଛନ୍ତି। ସେ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ୨୦୧୯ ରେ ବିଜେପିରେ ଯୋଗ ଦେଇଥିଲେ। ଟିଏମସିରେ ଯୋଗଦେବା ପରେ ଅର୍ଜୁନ ସିଂ…

କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି କେସିଆରଙ୍କ ସମବେଦନା

ଅମୃତସର: ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଆଜି ପଞ୍ଜାବ ଗସ୍ତରେ ଥିବା ବେଳେ କେସିଆର ଚାଷୀ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି…

ପଶ୍ଚିମ ବଙ୍ଗ : ଜଙ୍ଗଲରୁ ମିଳିଲା ୧୫ଟି ବୋମାଭର୍ତ୍ତି ପେଟି

କୋଲକାତା : ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଜ୍ୟରେ ଅପରାଧୀ ଓ ଦେଶବିରୋଧୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଆଜି ରାଜ୍ୟର ପୂର୍ବ ମେଦିନିପୁର ଜିଲ୍ଲା ବକଛାଠାରେ ଥିବା ହୋଗଲା ଜଙ୍ଗଲରୁ ବିପୁଳ ପରିମାଣର ବୋମା ଜବତ ହୋଇଛି । ୧୫ଟି…

ମାରିୟୁପୋଲ ନଗରୀ ଉପରେ ବିଜୟ ଘୋଷଣା କଲା ରୁଷ, ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି । ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି ।ଏହି ବିଜୟ ସମ୍ପର୍କରେ ରୁଷର…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଲୋକସଭା ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ସୁନୀଲ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ନେତା ସୁନୀଲ ଜାଖର ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ | ଆଉ ସୁନୀଲ ଜାଖରଙ୍କୁ ଦଳର ସଦସ୍ୟତା ପ୍ରଦାନ କରି ଜେପି ନଡ୍ଡା କହିଥିଲେ ଯେ ସୁନୀଲ ଜାଖର…

ଭାରତୀୟ ବିଦେଶୀ ସେବାକୁ ଅହଙ୍କାରୀ ବୋଲି କହିଥିଲେ ରାହୁଲ; ଅହଙ୍କାର ନୁହେଁ, ଆତ୍ମବିଶ୍ବାସ ବୋଲି ଜବାବ ଦେଲେ…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ଏବେ ବିଦେଶ ଗସ୍ତ କରିଥିବା ବେଳେ ସେଠାରେ ସେ ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିଥିଲେ। ଆଜି ଏହାର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର…

ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ମାମଲା ଚିହ୍ନଟ

ଚେନ୍ନାଇ: ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତକାଲି ହାଇଦ୍ରାବାଦରେ ପ୍ରଥମ ମାମଲା ଚିହ୍ନଟ କରାଯାଇଥିବାବେଳେ ଆଜି ଦ୍ଵିତୀୟ ମାମଲା ତାମିଲନାଡୁର ଚେନ୍ନାଇରୁ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର…

ଜେଲରେ ସିଦ୍ଧୁ

ଅମୃତସର: ୧୯୮୮ ରୋଡ଼ରେଜ୍‌ ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଯାଇଛନ୍ତି। ଗତକାଲି ସେ ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି। ସେ ଏବେ ପଟିଆଲା ଜେଲରେ କଏଦୀ ନମ୍ବର ୨୪୧୩୮୩। ୧୯୮୮…