Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ ଖାନ, ଭିଡିଓ ଭାଇରାଲ
ଇସଲାମାବାଦ: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କୌଣସି ଭଲ କାମ ନୁହେଁ, ବରଂ କଥା ଛଳରେ ସେ ନିଜକୁ ଗଧ ସହ ତୁଳନା କରି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଇମ୍ରାନ ଖାନ ଗଧ ସବୁବେଳେ ଗଧ ହୋଇ ରହିବ ବୋଲି କହିବା ବେଳର ଭିଡିଓ ମଧ୍ୟ!-->…
ଲେମ୍ବୁ କିଣାରେ ଦୁର୍ନୀତି, ପୁଲିସ୍ ଅଧିକାରୀ ନିଲମ୍ବିତ
ଚଣ୍ଡିଗଡ଼: ଜେଲରେ ରହୁଥିବା କଏଦୀଙ୍କ ଖାଇବା ପିଇବା ପାଇଁ କିଣା ଯାଉଥିବା ସାମଗ୍ରୀରେ ବ୍ୟାପକ ହେରଫେର ହୋଇଛି। ବିଶେଷ କରି କଏଦୀଙ୍କ ପାଇଁ ଲେମ୍ବୁ କିଣିବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି। ଏମିତି ଏକ ଅଭିଯୋଗ ଆସିଥିବା ପରେ ପଞ୍ଜାବର ଜଣେ ଜେଲ ସୁପରିନଟେଣ୍ଡଣ୍ଟଙ୍କୁ ନିଲମ୍ବିତ!-->…
ତେଲେଙ୍ଗାନା ଚାଷୀମାନଙ୍କୁ ଭେଟିବା ପୂର୍ବରୁ ରାହୁଲ ରାଜ୍ୟର କଂଗ୍ରେସ ନେତାମାନଙ୍କୁ ପଚାରିଲେ – ‘କ’ଣ କହିବା…
ନୂଆଦିଲ୍ଲୀ: ନାଇଟ କ୍ଲବ ପରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଜେପି ପକ୍ଷରୁ ରାହୁଲଙ୍କ ନୂଆ ଭିଡିଓ ପୋଷ୍ଟ କରାଯାଇଛି। ତେଲେଙ୍ଗାନାର ଚାଷୀମାନଙ୍କୁ ସମ୍ବୋଧନ କରିବା ପୂର୍ବରୁ ରାହୁଲ ଗାନ୍ଧି ରାଜ୍ୟର କଂଗ୍ରେସ ନେତାମାନଙ୍କୁ ସାକ୍ଷାତ!-->…
କୋଭିଡ୍-୧୯ ସଙ୍କଟ ଯୋଗୁଁ ୨୦୨୩ ଯାଏଁ ସ୍ଥଗିତ ରହିଲା ହାଙ୍ଗ୍ଜୋଉ ଏସୀୟ କ୍ରୀଡ଼ା
ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଚୀନା ନଗରୀ ହାଙ୍ଗ୍ଜୋଉରେ ହେବାକୁ ଥିବା ‘ଏସୀୟ କ୍ରୀଡ଼ା ୨୦୨୨’କୁ କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କଥା ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଛି।ଚଳିତ ବର୍ଷ ପ୍ରାରମ୍ଭରେ ବେଜିଙ୍ଗ୍ରେ ଚୀନ୍!-->…
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ନିର୍ମଳା ଗହଟୋରିଙ୍କୁ ପ୍ରାର୍ଥୀ କଲା
ଡେରାଡୁନ: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ନିର୍ମଳା ଗହଟୋରିଙ୍କୁ ପ୍ରାର୍ଥୀ କରିଛି। ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ମତଦାନ ମେ ୩୧ରେ ହେବାକୁ ଥିବାବେଳେ ୩ ଜୁନ୍ ରେ ଭୋଟ୍!-->…
ମସଜିଦରେ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ : ଆହ୍ଲାବାଦ ହାଇକୋର୍ଟ
ବାଙ୍ଗାଲୋର : ମସଜିଦରେ ଲାଉଡସ୍ପିକର ଲଗାଇବା ଲାଗି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା ଏକ ମୌଳିକ ଅଧିକାର ନୁହେଁ ବୋଲି ହାଇକୋର୍ଟ ନିଜ ରାୟରେ କହିଛନ୍ତି ।ଇରଫାନ ନାମକ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବିବେକ କୁମାର ବିରଳା ଓ ଜଷ୍ଟିସ ବିକାଶଙ୍କୁ!-->…
ମୋ ସ୍ବାମୀଙ୍କୁ ସେମାନେ ମାରୁଥିଲେ; ମୁଁ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଥିଲି, କେହି ଆସିଲେନି ଦୂରରେ ଠିଆହୋଇ…
ହାଇଦ୍ରାବାଦ୍ : ମଣିଷ ମାନବିକତା ହରାଇ ବସୁଛି? ହାଇଦ୍ରାବାଦରେ ଘଟିଥିବା ଘଟଣା ଏହା ହିଁ ଇଙ୍ଗିତ କରୁଛି। ଏକ ବ୍ୟସ୍ତବହୁଳ ରାସ୍ତାରେ ସମସ୍ତଙ୍କ ଆଖି ସାମ୍ନାରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଉଛି କିନ୍ତୁ କେହି ବି ମୁହଁ ଖୋଲୁ ନାହାନ୍ତି। ବରଂ ଘଟଣାର ଭିଡିଓ ଉତ୍ତୋଳନ କରୁଛନ୍ତି।!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହୁଦ୍ଦିନର ସବୁଠାରୁ ପୁରୁଣା!-->…
ଜଣକର ବ୍ୟକ୍ତିଗତ ମତ ଗୁରୁତ୍ୱପୂର୍ଣ୍ଣ ନୁହଁ : ନୀତିଶ କୁମାର
ପାଟନା: ବିହାରର ନୀତିଶ ସରକାରଙ୍କ ଶାସନ ନୀତିକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସମାଲୋଚନା କରିବାର ଦିନକ ପରେ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ନୀତୀଶ କହିଛନ୍ତି ଯେ, ଆମେ ବିହାରରେ ଭଲ କାମ କରିଛୁକି!-->…
ବେଦାନ୍ତର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ
ନୂଆଦିଲ୍ଲୀ: ଓଡ଼ିଶାର କଳାହାଣ୍ତି ସ୍ଥିତ ଲାଞ୍ଜିଗଡ଼ରେ ବେଦାନ୍ତ ଲିଃ ବେଆଇନ ଭାବେ ତା’ର ପ୍ଲାଣ୍ଟକୁ ସଂପ୍ରସାରଣ କରିଛି। ଏପରି କରି ପରିବେଶ ସୁରକ୍ଷା ନିୟମକୁ କମ୍ପାନୀ ଉଲ୍ଲଙ୍ଘନ କରିଛି। ଏଥିପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କମ୍ପାନୀ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ!-->…