Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅପରାଧୀଙ୍କଠାରୁ ଦୁଇପାଦ ଆଗୁଆ ରହିବାକୁ ହେଲେ ପୁଲିସକୁ ପ୍ରଯୁକ୍ତି ଦକ୍ଷ ହେବାକୁ ପଡ଼ିବ : ଅମିତ ଶାହା
ଭୋପାଳ : ଅପରାଧୀମାନଙ୍କଠାରୁ ଦୁଇ ପାଦ ଆଗୁଆ ରହିବାକୁ ହେଲେ ପୁଲିସ କର୍ମଚାରୀମାନଙ୍କୁ ଟେକ୍-ସେଭି ( ପ୍ରଯୁକ୍ତି ଦକ୍ଷ) ହେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ ପକ୍ଷରୁ ଆୟୋଜିତ ୪୮ତମ ଅଲ ଇଣ୍ଡିଆ ପୁଲିସ ସାଇନ୍ସ କଂଗ୍ରେସର!-->…
ଗାନ୍ଧୀ ପରିବାର ବାହାରେ ଆଉଜଣେ ନେତୃତ୍ବ ନେବା ଦରକାର : ପିକେ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ପୁଣି ଥରେ ପ୍ରଶାନ୍ତ କିଶୋରଙ୍କୁ ସାଥିରେ ଆଣି କାମ କରିବାକୁ ଚେଷ୍ଟା କରୁଛି। ଏହି ପର୍ଯ୍ୟାୟରେ, କଂଗ୍ରେସ ନେତୃତ୍ୱ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଅନେକ ବୈଠକ ବସିସାରିଲାଣି |!-->…
୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ : ବ୍ରିଟିଶ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ କେବେ ଶେଷ ହେବ, ତାହାକୁ ନେଇ ବିଶ୍ବବାସୀ ଚାହିଁରହିଥିବାବେଳେ ଭାରତ ଗସ୍ତରେ ଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିବାର ଆଶଙ୍କା ରହିଛି ।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଳିତ!-->!-->!-->…
ଗଣତନ୍ତ୍ରକୁ ଧ୍ୱଂସ ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ସୁପରିକଳ୍ପିତ ଭାବେ ତିଆରି କରାଯାଉଛି: ଓବାମା
ୱାଶିଂଟନଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦୀର୍ଘଦିନର ନୀରବତା ଭାଙ୍ଗି ସାମାଜିକ ଗଣମାଧ୍ୟମ ଉପରେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ସୁପରିକଳ୍ପିତ ଭାବେ ତିଆରି କରାଯାଉଛି।!-->…
୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ଉପରେ ଚାଲିଲା ବୁଲଡୋଜର
ଅଲୱାର: ଏବେ ଚାରିଆଡ଼େ କେବଳ ବୁଲଡୋଜରକୁ ନେଇ ଚର୍ଚ୍ଚା। ଏହିକ୍ରମରେ ରାଜସ୍ଥାନର ଅଲୱାର ଠାରେ ଥିବା ୩୦୦ ବର୍ଷ ପୁରୁଣା ଗୋଟିଏ ଶିବ ମନ୍ଦିର ଉପରେ ବୁଲଡୋଜର ଚାଲିଛି। ବୁଲଡୋଜର ଦ୍ୱାରା ମନ୍ଦିର ଭଙ୍ଗା ଯିବାକୁ ବିରୋଧ କରି ନଗର ପଞ୍ଚାୟତର ଇଓ, ସବ ଡିଭିଜନାଲ ମାଜିଷ୍ଟ୍ରେଟ ଓ ରାଜଗଡ଼!-->…
ଆଇଆଇଟି ମାଡ୍ରାସରେ କରୋନା ବିସ୍ଫୋରଣ, ବାହାରିଲେଣି ୩୦ ଆକ୍ରାନ୍ତ
ଚେନ୍ନାଇ: ଆଇଆଇଟି ମାଡ୍ରାସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଦୁଇ ଦିନରେ ଏଠାରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଦେଶରେ ବିଭିନ୍ନ ପ୍ରାନ୍ତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଇଆଇଟିରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା!-->…
ଜିନୋମ ସିକ୍ୟୁଏନସିଂରୁ ଜଣାପଡ଼ିଲା : ଦିଲ୍ଲୀରେ ସଂକ୍ରମଣ ବଢ଼ାଉଛି ଓମିକ୍ରନର ୯ଟି ଉପପ୍ରଜାତି
ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖି ଦିଲ୍ଲୀ ସରକାର ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏଭଳି ହଠାତ୍ ସଂକ୍ରମଣ ବୃଦ୍ଧି ପଛର କାରଣ ଜାଣିବା ପାଇଁ କରୋନା ଆକ୍ରାନ୍ତଙ୍କ!-->…
ସାବରମତି ଆଶ୍ରମରେ ଚରଖା ଚଳାଇବା ଶିଖିଲେ ବୋରିସ ଜନସନ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଭାରତରେ ପହଞ୍ଚିବା ପରେ ସେ ପ୍ରଥମେ ଗୁଜରାଟର ଅହମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ବୋରିସ୍ ଏଠାରେ ଚରଖା ଚଲାଇବା ମଧ୍ୟ!-->…
ଫ୍ରିଜ ଭିତରେ ରହି ଯାଇଥିବା ହେତୁ ଭୂସ୍ଖଳନରୁ ବଞ୍ଚିଗଲା ୧୧ବର୍ଷର ବାଳକ
ନୂଆଦିଲ୍ଲୀ: ଫିଲିପାଇନ୍ସରେ ଦିନସାରା ଫ୍ରିଜ୍ ଭିତରେ ରହିବା ପରେ ଜଣେ ୧୧ ବର୍ଷର ବାଳକ ଭୂସ୍ଖଳନରୁ ବଞ୍ଚି ଯାଇଥିବା ଖବର ମିଳିଛି। ଗତ ଶୁକ୍ରବାର ଦିନ ସିଜେ ଜେସ୍ମେ ନାମକ ବାଳକ ନିଜ ପରିବାର ସହିତ ଘରେ ଥିବା ବେଳେ ଫିଲିପାଇନ୍ସର ବେବେ ସିଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି!-->…
ବନ୍ଦର ସହର ମାରିୟୁପୋଲ ଏବେ ସ୍ୱାଧୀନ: ପୁଟିନ୍
କିଭ୍: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ। ଏ ସମ୍ପର୍କରେ ଆକ୍ରମଣକାରୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ସୋହିଗୁ ପୁଟିନଙ୍କୁ ଜଣାଇଥିଲେ। ତେବେ!-->…