Browsing Category

ଦେଶ

ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ଅନ୍ତଃକନ୍ଦଳ ଚରମସୀମାରେ

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଛି। ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇଛି ଯେ, ଦଳରେ ଫାଟ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ରାଜ୍ୟ ପିସିସି ସଭାପତିଙ୍କ ସହ ଯୁବ ନେତା ହାର୍ଦ୍ଦିକ ପଟେଲଙ୍କ ମଧ୍ୟରେ ରାଜନୈତିକ କଳହ ଘନେଇବାରେ ଲାଗିଛି।…

ଏବର୍ଷ ମୌସୁମୀ ସ୍ବାଭାବିକ ବର୍ଷିବ

ନୂଆଦିଲ୍ଲୀ: ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପରେ ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବଭଳି ଭଳି ଏଥର ମଧ୍ୟ ପାଣିପାଗ ବିଭାଗ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ ବୋଲି ଆକଳନ କରିଛି। ବର୍ଷା…

ନାରୀ ନିର୍ଯାତନାକୁ ନେଇ ମମତାଙ୍କୁ ଘେରିଲେ ନିଜ ଦଳର ନେତା

କୋଲକାତା: ନାରୀ ନିର୍ଯାତନାକୁ ନେଇ ନିଜ ଦଳକୁ ନିଶାନା କରିଛନ୍ତି ତ୍ରୁଣମୂଳ କଂଗ୍ରେସ ନେତା ସୌଗତ ରୟ। ଟିଏମସି ନେତା ସୌଗତ କହିଛନ୍ତି ଯେ, ବେଙ୍ଗଲର ଗୋଟିଏ ବି ନାରୀ ନିର୍ଯାତନା ଲଜ୍ଜାଜନକ। ବେଙ୍ଗଲରେ ଯେତେବେଳେ ଜଣେ ନାରୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସେହି ରାଜ୍ୟରା ମହିଳା ବିରୋଧୀ ହିଂସା…

ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟା ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି

ଅବୁୟୋଗ: ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆହୁରି ବହୁ ମୃତଦେହ ପଙ୍କତଳେ ପୋତି ହୋଇରହିଥିବା ଗ୍ରାମମାନଙ୍କରୁ ମିଳିବା ସମ୍ଭାବନା ରହିଛି। ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରାନ୍ତର ଲେଟି ଏହି ବିପର୍ଯ୍ୟୟରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ପ୍ରାନ୍ତ…

ଆପ୍‌ରେ ମିଶିଲେ ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ଇନ୍ଦ୍ରାଣି ଓ ଭସରାମ

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ତା’ପୂର୍ବରୁ ରାଜନୈତିକ ମାହୋଲ ସରଗରମ ହୋଇଛି। ସୌରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ଗୁରୁବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଏଠିକାର କଂଗ୍ରେସର ଟାଣୁଆ ନେତା ଇନ୍ଦ୍ରାଣି ରାଜଗୁରୁ ଏବଂ ଭସରାମ ସାଗଥ୍ୟ…

ଧର୍ମ ସଂସଦରେ ଘୃଣା ଭାଷଣ: ସୁପ୍ରିମ୍‌ କୋର୍ଟ ମାଗିଲେ ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି (ବୁଧବାର) ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଏକ ଷ୍ଟାଟସ (ସ୍ଥିତି) ରିପୋର୍ଟ ମାଗିଛନ୍ତି। ହରିଦ୍ୱାରରେ ଆୟୋଜିତ ହୋଇଥିବା ଏକ ଧର୍ମୀୟ କାର୍ଯ୍ୟକ୍ରମ ସମୟରେ ଗତ ବର୍ଷ ଡିସେମ୍ବରରେ ଦିଆଯାଇଥିବା…

ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ ପୂର୍ବରୁ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଟକାଇଲା ପୁଲିସ

ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା ଏମପି ତେଜସ୍ୱୀ ସୂର୍ଯ୍ୟଙ୍କ ସହ ଅନ୍ୟ ବିଜେପି କର୍ମୀମାନଙ୍କୁ ରଜସ୍ଥାନ ପୁଲିସ ଅଟକ ରଖିଛି। ସେମାନେ ରାଜସ୍ଥାନର ହିଂସାପ୍ରଭାବିତ କରୌଲି ଗସ୍ତ ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖିଛି। ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ସତୀସ…

ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ

ଦିସପୁର: ଆସାମର ୪ ଜିଲ୍ଲାରେ ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆସାମ ମେଡିକାଲ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ପ୍ରଶାନ୍ତ ଡିହିଙ୍ଗିଆ ଏହି ସୂଚନା ଦେଇଛନ୍ତି। ଡାକ୍ତର ପ୍ରଶାନ୍ତଙ୍କ କହିବା ଅନୁଯାୟୀ, ମୃତକମାନେ ବିଷାକ୍ତ ଛତୁ ଖାଇଥିଲେ। ସେମାନଙ୍କର ଚିକିତ୍ସା ବେଳେ…

ଛାୟାପଥରେ ପୃଥିବୀ ଭଳି ଘର ଖୋଜିବ ଚାଇନା

ନୂଆଦିଲ୍ଲୀ: ନୂଆ ଘର ଖୋଜିବ ଚାଇନା। ପୃଥିବୀ ତଥା ସୌରମଣ୍ଡଳ ବାହାରେ ସେ ଏହି ଦୁନିଆ ଖୋଜିବ। ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ଘର ଖୋଜାଯିବ।ରିପୋର୍ଟ ମୁତାବକ, ଅନ୍ତରୀକ୍ଷରେ ନିଜର ନୂଆ ଘର ଖୋଜିବାକୁ ଚାଇନା ଚନ୍ଦ୍ର ଓ ମଙ୍ଗଳ ବାହାରକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ…

ଚୀନରେ କରୋନାର ଉଗ୍ର ରୂପ

ବେଜିଂ: ଭୟଙ୍କର ହେଲାଣି ଭାଇରସ। ଦେଖାଇଲାଣି ଉଗ୍ର ରୂପ। ମହାମାରୀକୁ ନେଇ ଚୀନ୍‌ରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ କାବୁ କରିବା ପାଇଁ ଡ୍ରାଗ୍‌ନର ଫେଲ୍‌ ମାରିଛି ସବୁ ଚାଲ୍‌। ଏଠାରେ ଜିରୋ କୋଭିଡ ପଲିସି ବି କମା ଦେଉନି। କରୋନାର ଉତ୍ପତି ସ୍ଥଳ…