Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜଗନ ମନ୍ତ୍ରିମଣ୍ଡଳ ୨.୦: ଏସସି, ଏସଟି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୭ ମନ୍ତ୍ରୀଙ୍କ ସମେତ ଆସନ୍ତାକାଲି ଶପଥ ନେବେ ୨୫ଜଣ
ହାଇଦ୍ରାବାଦ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏପ୍ରିଲ ୭ରେ ସେ ନିଜ ମନ୍ତ୍ରିମଣ୍ଡଳ ଭାଙ୍ଗିଦେଇଥିବା ବେଳେ ଆସନ୍ତାକାଲି ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି। ଜଗନଙ୍କ ମନ୍ତ୍ରିମଣ୍ଡଳ ୨.୦ରେ!-->…
ଲାଉଡସ୍ପିକର ବିବାଦ: ଶିବସେନା ଭବନ ଆଗରେ ବାଜିଲା ହନୁମାନ ଚାଳିଶା
ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡସ୍ପିକରକୁ ନେଇ ଥମୁନି ବିବାଦ। ଶିବସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଏମ୍ଏନ୍ଏସ୍। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ରାମ ନବମୀ ଅବସରରେ ମୁମ୍ବାଇ ସ୍ଥିତ ଶିବସେନା ଭବନ ବାହାରେ ଲାଉସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ!-->…
CRPF ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀକୁ ଏନ୍କାଉଣ୍ଟର
ଶ୍ରୀନଗର: ଏନ୍କାଉଣ୍ଟରରେ ଟଳିଲା ଆତଙ୍କବାଦୀ। ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।କଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ କହିବା ମୁତାବକ, ଅପରେସନ୍ ଏବେ ବି ଜାରି ରହିଛି। ନିକଟରେ!-->…
କଂଗ୍ରେସ ଆଗ ନିଜଘର ସଜାଡ଼ୁ : ମାୟାବତୀ
ଲକ୍ଷ୍ନୌ: ‘ନିଜ ଘର ସଜାଡ଼ି ପାରୁନ। କିନ୍ତୁ ବିଏସ୍ପି ଉପରକୁ ଅଙ୍ଗୁଳି ଉଠାଉଛ।’ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଆଜି ଏମିତି ପ୍ରତିକ୍ରିୟା ଦେଇଛନ୍ତି ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ। ଗତକାଲି ରାହୁଲ ଗାନ୍ଧି କହିଥିଲେ, ମାୟବାତୀ ହାତ ଟେକି!-->…
ଜୟରାମ ଠାକୁରଙ୍କ ନେତୃତ୍ୱରେ ହିମାଚଳରେ ଲଢ଼ିବ ବିଜେପି: ଜେ.ପି. ନଡ୍ଡା
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଜୟରାମ ଠାକୁର ଏଥର ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।ତାଙ୍କ ନେତୃତ୍ୱରେ ବିଜେପି ହିମାଚଳରେ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ହିମାଚଳ ପ୍ରଦେଶରେ ଏବର୍ଷ ବିଧାନସଭା ନିର୍ବାଚନ!-->…
ବିନା ପଞ୍ଜିକରଣରେ ବୁଷ୍ଟର୍ ଡୋଜ୍, ଟିକା ପାଇଁ ଦେବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣରେ ରହିଛି। ତଥାପି ସମ୍ପୂର୍ଣ୍ଣ ଯାଇନି ମହାମାରୀ। ଏହି ମହାମାରୀକୁ ମାତ୍ ଦେବା ପାଇଁ ସରକାର ପୁଣି ଏକ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ କେନ୍ଦ୍ର!-->…
ଅମିତାଭ, ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ କଲା ମଧ୍ୟପ୍ରଦେଶ କଂଗ୍ରେସ
ଭୋପାଳ: ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ସମାଲୋଚନା କରିବାରେ ଚୟନାତ୍ମକ ହୋଇଥିବା ଅଭିଯୋଗ କରି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ଶନିବାର ଦାହ କରିଛି ମଧ୍ୟପ୍ରଦେଶ କଂଗ୍ରେସ। ଯେତେବେଳେ ୟୁପିଏ କ୍ଷମତାରେ ଥିଲା ସେତେବେଳେ ଦଳ!-->…
ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ
ଶ୍ରୀନଗର: ଶ୍ରୀନଗରର ପ୍ରସିଦ୍ଧ ଜାମିଆ ମସଜିଦ ଭିତରେ ଦେଶ ବିରୋଧୀ ସ୍ଲୋଗାନ ଦେବା ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ମାମଲା କରାଯାଇଛି ବୋଲି ଶନିବାର ପୁଲିସ କହିଛି।ଶ୍ରୀନଗରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାକେଶ ବାଲୱାଲ ଗଣମାଧ୍ୟମକୁ କହିଛନ୍ତି ଯେ!-->…
ଭାରତକୁ ଯଦି ଏତେ ଭଲ ପାଉଛ, ତେବେ ସେଠାକୁ ପଳାଅ; ଭାରତକୁ ପ୍ରଶଂସା କରିବାରୁ ଇମ୍ରାନଙ୍କୁ ଏଭଳି କହିଲେ ମରିୟମ
ଇସ୍ଲାମାବାଦ: ଭାରତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନରେ ବିରୋଧୀ ଦଳର ନେତ୍ରୀ ମରିୟମ ନୱାଜ। ଇମ୍ରାନଙ୍କ ପ୍ରଶଂସା ଶୁଣି ମରିୟମ କହିଛନ୍ତି ଯେ ଯଦି ସେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ। ପାକିସ୍ତାନ ଭାରତଠାରୁ!-->…
ନିର୍ବାଚନ ପୂର୍ବରୁ ଆପ୍କୁ ଝଟ୍କା, ଝାଡୁ ଛାଡି ପଦ୍ମ ଧରିଲେ ରାଜ୍ୟ ସଭାପତି
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ହିମାଚଳ ପ୍ରଦେଶର ଆପ୍ ମୁଖ୍ୟ ଅନୁପ କେଶରୀ ଏବଂ ଅନ୍ୟ ଦୁଇ ନେତା ଶୁକ୍ରବାର ବିଜେପିରେ ସାମିଲ୍ ହୋଇଛନ୍ତି। ରାଜଧାନୀ ଦିଲ୍ଲୀ ସ୍ଥିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ!-->…