Browsing Category

ଦେଶ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି। ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଗୃହରେ ବିରୋଧୀଦଳର ନେତା…

ପଞ୍ଜାବ ଆପଣାଇବ ଦିଲ୍ଲୀ ମଡେଲ୍

ଚଣ୍ଡିଗଡ: ପଞ୍ଜାବରେ କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ଆମ୍‌ ଆଦମୀ ପାର୍ଟି। ପଞ୍ଜାବରେ ଆପ୍‌ ସରକାର ପୂର୍ବତନ ବିଧାୟକଙ୍କୁ ପେନ୍‌ସନ୍‌ ଦେବାକୁ ନିଷ୍ପତ୍ତି ଦେବା ପରେ ଏବେ ଆଉ ଏକ ବଡ ଘୋଷଣା କରିଛନ୍ତି। ଏଥର ରାଜଧାନୀ ଦିଲ୍ଲୀ ରାସ୍ତାରେ ଚାଲିବ ପଞ୍ଜାବ। ଆପଣାଇବ ଦିଲ୍ଲୀ ମଡେଲ୍।…

ହାତ ମିଳାଇଲେ ଯୋଗୀ-ଅଖିଲେଶ

ଲକ୍ଷ୍ନୌ: ସାମ୍ନା ସାମ୍ନି ହେଲେ ପରସ୍ପରକୁ ଟାର୍ଗେଟ୍‌ କରୁଥିବା ଦୁଇ ବିରୋଧୀ ଓ ଶାସକ। ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି। ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଅଖିଲେଶଷଙ୍କ ସହ…

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ। ଦିଲ୍ଲୀ ବିମାନ ବନ୍ଦରରେ ଘଟିଛି ଏହି ଦୁର୍ଘଟଣା। ସ୍ପାଇସ୍‌ଜେଟ୍‌ର ଏକ ଯାତ୍ରୀବାହୀ ବିମାନ, ବିମାନ ବନ୍ଦରରେ ଥିବା ଏକ ଲ୍ୟାମ୍ପ ପୋଷ୍ଟ ସହ ଧକ୍କା ହୋଇଛି। ଏଥିରେ ଲମ୍ପ ପୋଷ୍ଟ ଟି ବଙ୍କା ହୋଇଯିବା ସହ ବିମାନ ମଧ୍ୟ…

ଚୀନରେ ପୁଣି କରୋନାର କରାଳରୂପ

ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନ୍‌ରେ ଏହି ମହାମାରୀକୁ ନେଇ ଲୋକେ ଛାନିଆ। ଏଠାରେ ତାଣ୍ଡବ ରଚିଛି କରୋନା। ଫେଲ୍‌ ମାରିଛି ଚୀନ୍‌ର ଜିରୋ କୋଭିଡ ପଲିସି। ଏଠାରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମ ମାମଲା। ରେକର୍ଡ ପରିମାଣର କୋଭିଡ୍‌-୧୯ ସଂକ୍ରମଣ ମାମଲା ଚିହ୍ନଟ ଯୋଗୁ ୨୬ ନିୟୁତ ଲୋକ…

ପ୍ରତିଭା ରାୟ ଏବଂ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାର: ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲେଖିକା ପ୍ରତିଭା ରାୟ ଏବଂ ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ…

ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ: ପ୍ରଭାବିତ ହେବ ଏହି ସବୁ ସେବା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ…

ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ: ଜେଲେନସ୍କି

ନୂଆଦିଲ୍ଲୀ: ଚାହୁଁ ଚାହୁଁ ୩୨ଦିନ ବିତିଲାଣି। ହେଲେ ଶେଷ ହୋଇନି ଯୁଦ୍ଧ। ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୟୁକ୍ରେନର ଛାତିକୁ କ୍ଷତବିକ୍ଷେତ କରିଚାଲିଛି ରୁଷ। ଏବେ ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଆକ୍ରମଣ ଜାରି ରଖିଥିବା ବେଳେ ପୁଣି ଥରେ ପାଶ୍ଚାତ୍ୟ ରାଷ୍ଟ୍ରକୁ ସମାଲୋଚନା…

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମାଡ଼, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଜି ଜଣେ ବ୍ୟକ୍ତି ମାଡ଼ ମାରିଛନ୍ତି। ନୀତୀଶ କୁମାରଙ୍କ ନିଜ ସହର ବଖତିୟାରପୁରରେ ଏପରି ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ନୀତୀଶ କୁମାରଙ୍କୁ ମୁଥ ମାରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି…

କାର୍ଯ୍ୟନିର୍ବାହୀ ସଂସ୍ଥାର ପୁର୍ନଗଠନ କରିବ ବିଏସପି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସ୍‌ପି ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏହି ବିପର୍ଯ୍ୟୟ ପରେ ଏବେ ଦଳ ତା’ର ୩ ପଦ ଛାଡ଼ି ତା’ର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଭାଙ୍ଗି ଦେଇଛି। ଏହାର ଅର୍ଥ ବିଏସପି ତା’ର…