Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପି ଦର ବୃଦ୍ଧିର ବ୍ରାଣ୍ଡ ଆମ୍ବାସଡର: ଥରୁର
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ଟ୍ୱିଟ୍ କରି କହିଛନ୍ତି, କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ବଢାଇଛି। ନିର୍ବାଚନ ପରେ ତେଲ ଦର ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ଟିକସ!-->…
ମୁହଁରେ ପରାଦ ପକାଇଥିବାରୁ ମହିଳାଙ୍କୁ ଅପମାନ, ବନ୍ଦ ହେଲା ଭାରତୀୟ ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ: ବାହାରିନର ଅଦଲିୟାରେ ଥିବା ଗୋଟିଏ ଭାରତୀୟ ରେଷ୍ଟୁରାଣ୍ଟକୁ ସ୍ଥାନୀୟ ପ୍ରଶାସନ ବନ୍ଦ କରିଦେଇଛି। ଏହି ରେଷ୍ଟୁରାଣ୍ଟର କର୍ତ୍ତୃପକ୍ଷ ମୁହଁରେ ପରାଦା ପକାଇଥିବା ଜଣେ ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ମହିଳାଙ୍କ ପ୍ରତି ଏପରି ଅପମାନକୁ ବାହାରିନ ପ୍ରଶାସନ ଗୁରୁତର!-->…
ଦୁଇ ଦିନରେ ବେଙ୍ଗଲରୁ ମିଳିଲାଣି ୨୦୦ରୁ ଅଧିକ ଜୀବନ୍ତ ବୋମା
କୋଲକାତା : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ମାତ୍ର ଦୁଇ ଦିନ ଭିତରେ ୨୦୦ରୁ ଅଧିକ ଜୀବନ୍ତ ବୋମା ଠାବ ହେଲାଣି। ରାଜ୍ୟରୁ ଏଭଳି ବୋମା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଷଡ଼ଯନ୍ତ୍ରର ଆଶଙ୍କା କରିଛନ୍ତି। ଏଥିସହ ସେ ପୁଲିସ୍କୁ ବିଭିନ୍ନ ସ୍ଥାନରେ ସର୍ଚ୍ଚଅପରେସନକୁ ଜୋରଦାର!-->…
‘ମନ କି ବାତ’ରେ ପୁରୀ ନିବାସୀ ସ୍ଵଚ୍ଛାଗ୍ରହୀ ରାହୁଲ ମହାରଣାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ: ପରିବେଶକୁ ପରିଷ୍କାର ରଖିବା ପାଇଁ ତାଙ୍କର ସ୍ୱତନ୍ତ୍ର ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଓଡ଼ିଶାର ପୁରୀ ଜିଲ୍ଲାର ସ୍ଵଚ୍ଛାଗ୍ରହୀ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ରେ ପ୍ରଧାନମନ୍ତ୍ରୀ!-->…
ଦିଲ୍ଲୀ ସରକାର ବଜେଟକୁ ‘କର୍ମସଂସ୍ଥାନ ବଜେଟ୍’ ଆଖ୍ୟା ଦେଲେ
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ‘ଆମ୍ ଆଦ୍ମୀ ପାଟି’ର ୮ମ ବଜେଟ୍ ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ପାଇଁ ଚଳିତ ବର୍ଷର ଏହି ବଜେଟ୍କୁ ସିସୋଦିଆ ‘କର୍ମସଂସ୍ଥାନ ବଜେଟ୍’ ଆଖ୍ୟା ଦେଇଛନ୍ତି। ୫ ବର୍ଷରେ ୨୦ ଲକ୍ଷ!-->…
ବୀରଭୂମ ଘରପୋଡ଼ା ମାମଲା: ‘ଏଫ୍ଆଇଆର୍’ରେ ୨୧ଜଣ ସନ୍ଦିଗ୍ଧଙ୍କ ନାଁ ଉଲ୍ଲେଖ କଲା ‘ସିବିଆଇ’
ନୂଆଦିଲ୍ଲୀ: ବୀରଭୂମ ଘରପୋଡ଼ା ମାମଲାରେ ଫାଇଲ୍ ହୋଇଥିବା ‘ଏଫ୍ଆଇଆର୍’ରେ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ୨୧ଜଣ ସନ୍ଦିଗ୍ଧଙ୍କ ନାଁ ଉଲ୍ଲେଖ କରିଛି।ସୂଚନାଯୋଗ୍ୟ, ମାର୍ଚ ୨୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଅନ୍ତର୍ଗତ ବୋଗତୁଇ ଗାଁରେ ଦୁର୍ବୃତ୍ତମାନେ!-->…
ଝିଅର ମୃତଦେହକୁ କାନ୍ଧେଇ ୧୦ କି.ମି. ଚାଲିଲେ ବାପା, ଭିଡିଓ ଭାଇରାଲ୍
ଅମ୍ବିକାପୁର: ଛତିଶଗଡ଼ର ସୁରୁଗୁଜା ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ତାଙ୍କ ୭ ବର୍ଷୀୟା ଝିଅର ମୃତଦେହକୁ କାନ୍ଧରେ ବୋହି ବୋହି ନେଉଥିବାର ଦୃଶ୍ୟ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍!-->…
ୟୁପି ବିଧାନସଭାରେ ବିରୋଧୀ ଦଳ ନେତା ହେବେ ଅଖିଳେଶ ଯାଦବ
ଲକ୍ଷ୍ନୌ: ଶନିବାର ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭାର ନବନିର୍ବାଚିତ ଦଳର ବିଧାୟକଙ୍କ ବୈଠକରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସର୍ବସମ୍ମତିକ୍ରମେ ସମାଜବାଦୀ ପାର୍ଟି (ଏସ୍ପି) ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।ଦଳର ମୁଖ୍ୟାଳୟରେ!-->…
ନିର୍ବାଚନ ସରିଲା, କୋଭିଡ ପ୍ରମାଣପତ୍ରକୁ ଫେରିଲା ମୋଦିଙ୍କ ଫଟୋ
ନୂଆଦିଲ୍ଲୀ: ପୁଣିଥରେ କରୋନା ବିରୋଧୀ ଟିକା ପ୍ରମାଣପତ୍ରକୁ ଫେରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ୫ ରାଜ୍ୟର ବିଧାନସଭା ନିର୍ବାଚନ ଯୋଗୁ ଟିକା ପ୍ରମାଣପତ୍ର ଗୁଡ଼ିକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା। ଏବେ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇ!-->…
ଏପ୍ରିଲରୁ ମହଙ୍ଗା ହେବ ଔଷଧ
ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ପାଳି ଔଷଧର। ଏପ୍ରିଲରୁ ବଢ଼ିବାକୁ ଯାଉଛି ମେଡିସିନ୍ ଦର। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ। ତେବେ ଗୁରୁତ୍ୟପୂର୍ଣ୍ଣ କଥା ହେଉଛି ଏହା ମଧ୍ୟରେ ରହିଛି ଘରେ ଘରେ ବ୍ୟବହାର ହେଉଥିବା!-->…