Browsing Category

ଦେଶ

ରୁଷରୁ ୩୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିବ ଆଇଓସିଏଲ୍

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ରୁଷର ଏକ ତୈଳ କମ୍ପାନି ସହିତ ୩ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ ପାଇଁ ଚୁକ୍ତି କରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଥିପାଇଁ ଦୁଇ କମ୍ପାନି ମଧ୍ୟରେ…

ଚୀନ ସୀମାରେ ୨୫ଟି ସଡ଼କ ନିର୍ମାଣ କରୁଛି ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ଗୁଡ଼ିକ ଦେଇ ଅନୁପ୍ରବେଶ ଓ ଚୋରାଚାଲାଣ ମାମଲା ବଢିଚାଲିଥିବାରୁ ସରକାର ସୀମାଗୁଡ଼ିକର ସୁରକ୍ଷା ଓ ଭିତ୍ତିଭୂମି ବଢାଇବାକୁ କେତେକ ପ୍ରକଳ୍ପ ଉପରେ କାମ କରୁଛନ୍ତି । ଏସବୁ ପ୍ରକଳ୍ପରେ ଆସନ୍ତା ୨୦୨୩ ସୁଦ୍ଧା ପ୍ରାୟ ୭ ହଜାର କୋଟି ଟଙ୍କା ବ୍ୟୟ ହେବ ।ଚୀନକୁ…

ଗୋଟିଏ ମାସରେ ୨୫ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବେ ଭଗୱନ୍ତ ମାନ ସରକାର

ଚଣ୍ଡିଗଡ଼: ଆଜି ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଜଣେ ନେତ୍ରୀଙ୍କ ସମେତ ‘ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ପରେ ଆଜି ନବଗଠିତ କ୍ୟାବିନେଟ୍‌ ବୈଠକରେ…

ବାଂଲାଦେଶ ସରକାର ହିନ୍ଦୁମାନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି : ଆରଏସଏସ୍

ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) । ବାଂଲାଦେଶ ସରକାର ହିନ୍ଦୁମାନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି ବୋଲି ଆରଏସଏସ୍ ଅଭିଯୋଗ କରିଛି ।ଆରଏସଏସ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ…

କଶ୍ମୀର ପଣ୍ଡିତ ନିଜ ଇଚ୍ଛାରେ ଛାଡ଼ିଥିଲେ ଭିଟାମାଟି, ନ୍ୟାସନାଲ କନଫରେନ୍ସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ଏହି ଚଳଚ୍ଚିତ୍ର ପୁଣିଥରେ ୧୯୯୦ ମସିହାରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାର ଓ ଗଣହତ୍ୟାର କ୍ଷତକୁ ଜୀବନ୍ତ କରିଦେଇଛି । କିନ୍ତୁ ଏହି…

ମୃତ୍ୟୁର ୨୦ ଦିନ ପରେ ଭାରତରେ ପହଞ୍ଚିବ ୟୁକ୍ରେନରେ ମୃତ ଭାରତୀୟ ଛାତ୍ରଙ୍କ ମୃତଦେହ

ବେଙ୍ଗାଲୁରୁ : ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପାଙ୍କ ମୃତଦେହ ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୨୦ ତାରିଖରେ ଭାରତରେ ପହଞ୍ଚିବ । ଏ ନେଇ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୂଚନା ଦେଇଛନ୍ତି । ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ବିଶ୍ୱର ସବୁଠାରୁ ଖୁସିର ଦେଶ ଫିନଲ୍ୟାଣ୍ତ, ଭାରତର ସ୍ଥାନ ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶ ହେଉଛି ଫିନଲ୍ୟାଣ୍ଡ। ଏଠାରେ ଲୋକମାନେ ବେଶ ହସଖୁସିରେ ଜୀବନ ବିତାଉଛନ୍ତି। କ୍ରମାଗତ ୫ମ ଥର ପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶର ମାନ୍ୟତା ପାଇଛି। ଜାତିସଂଘ ପ୍ରାୟୋଜିତ ଏହି ତାଲିକାର ସବୁଠାରୁ ଶେଷରେ…

ସୋନିଆଙ୍କୁ ଭେଟିବା ପରେ ବଡ଼ ବୟାନ ଦେଲେ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଇଥିବା ଗୁଲାମ ନବୀ ଆଜାଦ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ବିଦ୍ରୋହୀ ଗୋଷ୍ଠୀ ବା ଜି-୨୩ ନେତା ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ଓ ସାଂଗଠନିକ ପୁର୍ନଗଠନ କଥା କହୁଥିବାରୁ ଆଜାଦ…

ହିନ୍ଦୁ ପର୍ବରେ ପରିବେଶ ଦ୍ୱାହି ଦେଇ ସାଂସ୍କୃତିକ ଆତଙ୍କବାଦ ପ୍ରସାର କରାଯାଉଛି: ମନ୍ତ୍ରୀ

ଭୋପାଳ: ପରିବେଶର ଦ୍ୱାହି ଦେଇ ଦେଶର ସାଂସ୍କୃତିକ ଆତଙ୍କବାଦକୁ ବିସ୍ତାର କରାଯାଉଛି। ଏମିତି ଏକ ସାଂଘାତିକ ଅଭିଯୋଗ ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଆଣିଛନ୍ତି। ହୋଲି ଅବସରେ ଜଳର ସୁରକ୍ଷା ନେଇ ଚାଲୁଥିବା ସଚେତନତା କ୍ୟାମ୍ପେନିଂ ଉପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି…

ସଂକ୍ରମଣ ବଢୁଥିବାରୁ ଭାରତ ସରକାରଙ୍କ ମନରେ ଛନକା ପଶିଲା

ନୂଆଦିଲ୍ଲୀ: ପୁଣିଥରେ ଡରେଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। ଦକ୍ଷିଣପୂର୍ବ ଏସିଆ ଓ ୟୁରୋପର କିଛି ପ୍ରାନ୍ତରେ କରୋନା ଲେଉଟୁ ଥିବାରୁ ଭାରତ ସରକାରଙ୍କ ଛାତିରେ ଛନକା ପଶିଛି। ଏଥିପାଇଁ ଆଜି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି କରୋନା ପ୍ରତି ସତର୍କ ରହିବାକୁ କହିଛନ୍ତି।…