Browsing Category

ଦେଶ

କୋଭିଡ୍‌-୧୯ କ୍ଷତିପୂରଣ ପାଇବା ପାଇଁ ନକଲି ଡାକ୍ତରୀ ପ୍ରମାଣପତ୍ର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌…

ନୂଆଦିଲ୍ଲୀ: ନକଲି ଡାକ୍ତରୀ ପ୍ରମାଣପତ୍ର ଆଧାରରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପାଇବା ପାଇଁ ହେଉଥିବା ଦାବିକୁ ନେଇ ସୋମବାର ସୁପ୍ରିମ କୋର୍ଟ ପୁଣି ଚିନ୍ତା ପ୍ରକଟ କରିଛନ୍ତି।ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏମଆର ଶାହାଙ୍କ…

ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ, ଶସ୍ତାରେ କିଣିବ ତେଲ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଋଷ ନିଜର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୟ କରିବାକୁ ସଂଘର୍ଷ…

ବଡ ଦାୟିତ୍ୱ ମିଳିଛି କହି ଲୋକସଭାରୁ ଇସ୍ତଫା ଦେଲେ ଭଗବନ୍ତ ମାନ

ନୂଆଦିଲ୍ଲୀ: ଲୋକସଭାରୁ ଆଜି ଇସ୍ତଫା ଦେଇଛନ୍ତି ଭଗବନ୍ତ ମାନ | ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସାଙ୍ଗରୁରର ସାଂସଦ ଭଗବନ୍ତ ମାନ ବାଚସ୍ପତି ଓମ ବିର୍ଲାଙ୍କୁ ଇସ୍ତଫା ଦେବା ପୂର୍ବରୁ ସୋମବାର ଶେଷ ଥର ପାଇଁ ଲୋକସଭାକୁ ଆସିଥିଲେ । ଲୋକସଭାରୁ ଇସ୍ତଫା ଦେବା ପରେ ମାନ କହିଛନ୍ତି ଯେ…

ଶେଷ ଆଟାକ ପାଇଁ ରୁଷ ପ୍ରସ୍ତୁତ ! ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ପଠାଇଲେ ରାଷ୍ଟ୍ରପତି ଜେଲେନସ୍କି

କିଭ୍‌: ୟୁକ୍ରେନ ଉପରେ ଶେଷ ଓ ସବୁଠାରୁ ବଡ଼ ହମଲା କରିବା ପାଇଁ ରୁଷ ତା’ର ଯୋଜନାକୁ ଚୂଡ଼ାନ୍ତ କରିଛି। ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ରାଜଧାନୀ କିଭ୍‌ ଦଖଲ ପାଇଁ ରୁଷ ଅଲଆଉଟ ଆକ୍ରମଣ କରିପାରେ। ଏବେ କିଭ୍‌ର ୩ ପଟୁ ରୁଷ ସେନା ଘେରି ରହିବା ସହ ଘନଘନ ବୋମା ଓ ମିସାଇଲ ମାଡ଼…

ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ପୂର୍ବତନ କଂଗ୍ରେସ କାଉନସିଲରଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା କଂଗ୍ରେସର ପୂର୍ବତନ କାଉନସିଲର ଈଶରତ ଜାହାନଙ୍କୁ ଶେଷରେ ଜାମିତ ମିଳିଛି। ଦଙ୍ଗା ପାଇଁ ହୋଇଥିବା ବୃହତ୍ତ ଷଡ଼ଯନ୍ତ୍ର ମାମଲାରେ ଈଶରତଙ୍କୁ ପୁଲିସ୍‌ ଗିରଫ କରିଥିଲା। ହେଲେ ଆଜି ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ…

ଦଶମ ଶ୍ରେଣୀ ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ପରେ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ କଲା ସିବିଏସ୍‌ଇ

ନୂଆଦିଲ୍ଲୀ: ଓଡ଼ିଆ ଭାଷା ଶିକ୍ଷା‌ ପ୍ରତି ସ୍କୁଲ ପିଲାଙ୍କ ମନରେ କିଭଳି ଆଗ୍ରହ ସୃଷ୍ଟି ନହେବ, ସେଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ରୀତିମତ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ…

ଏଣିକି ଶିଖ୍‌ମାନେ ବିମାନ ବନ୍ଦରରେ ‘କୃପାଣ’ ଧାରଣ କରିପାରିବେ

ନୂଆଦିଲ୍ଲୀ: ଏଣିକି ଶିଖ୍‌ମାନେ ବିମାନ ବନ୍ଦରରେ ସେମାନଙ୍କ ଧାର୍ମିକ ଅସ୍ତ୍ର ‘କୃପାଣ’ ନେଇପାରିବେ। ବେସାମରିକ ବିମାନଚଳାଚଳ ସୁରକ୍ଷା କର୍ତ୍ତୃପକ୍ଷ ବିସିଏସ ପକ୍ଷରୁ ଶିଖ୍‌ ବେସାମକରିକ କ୍ଷେତ୍ରରେ କାର୍ଯ୍ୟରତ ଶିଖ୍‌ କର୍ମଚାରୀମାନଙ୍କୁ ଏହି ଧାର୍ମିକ ଅସ୍ତ୍ର ଧାରଣ ନେଇ ଅନୁମତି ପ୍ରଦାନ…

ଟାଟା ସନ୍ସର ମୁଖ୍ୟ ହେଲେ ଏୟାର ଇଣ୍ଡିଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ। ପୂର୍ବରୁ ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦ ପାଇଁ ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସିଙ୍କ…

ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ସଂପର୍କରେ ଆଲୋଚନା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଶେଚନୀୟ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ରବିବାର) ଅପରାହ୍ନରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରୀ…

ପ୍ରଧାନମନ୍ତ୍ରୀଙ୍କୁ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ଯୋଗୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ଦିନ ପରେ ଆଜି ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି।ଏହି ସାକ୍ଷାତକାର ବେଳେ ଉତ୍ତର ପ୍ରଦେଶରେ ବିଜୟ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଥିଲେ…